Odisha News Portal

ଦେଖନ୍ତୁ ଭିଡିଓ – ଜଣଙ୍କର ବାପା ହୋଇଥିଲେ ମଧ୍ୟ ଆଉ ଜନଙ୍କ ସ୍ତ୍ରୀ ସହିତ ରୋମାନ୍ସ ସୋସିଆଲ ମିଡ଼ିଆ ରେ ଭାଇରଲ ହେଲା ଅନ୍ତରଙ୍ଗ ଭିଡ଼ିଓ ଯାହାକି ଏବେ ମୋବାଇଲ ରୁ ମୋବାଇଲ କୁ ଘୁରିବୁଲୁଛି

0 47

ଆଜିର ସମାଜ ବହୁ ମାତ୍ରାରେ କଳୁଷିତ ହେବାରେ ଲାଗିଛି । ଆଜି ଆଉ ସ୍ବାମୀ ସ୍ତ୍ରୀ, ବାପା ପୁଅ , ଦିଅର ଭାଉଜ ଭାଇ ଭାଇ କିମ୍ବା ଗୁରୁ ଶିଷ୍ୟ କୁହନ୍ତୁ କେଉଁଠି ବି ଉତ୍ତମ ସଂପର୍କ ନାହିଁ । ତେବେ ବିଶେଷ ଭାବରେ ଦେଖିବାକୁ ଗଲେ ବା କହିବାକୁ ଗଲେ ତ ଆଗ କାଳର ପତିପତ୍ନୀଙ୍କ ସଂପର୍କ ପରି ଆଉ ଆଜିର ସମାଜରେ ପତିପତ୍ନୀଙ୍କ ସଂପର୍କ ନାହିଁ । ବର୍ତ୍ତମାନ ସମୟରେ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ଧୀରେ ଧୀରେ ବିଶ୍ୱାସ ମାତ୍ରା କମିବାରେ ଲାଗିଛି କାରଣ ଜଣେ ଜଣଙ୍କ ସହିତ ବିଶ୍ୱାସ ଘାତକ କାର୍ଯ୍ୟ କରୁଛନ୍ତି ।

ଆଜି ଆମେ ଆପଣଙ୍କୁ ସେହିପରି ଗୋଟିଏ ଘଟଣା ବିଷୟରେ କହିବାକୁ ଯାଉଛୁ, ଯାହା ଶୁଣିଲେ ଆପଣ ସଂମ୍ପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ ହୋଇଯିବେ । ବର୍ତ୍ତମାନର ଯୁବପିଢି ଏତେ ଖରାପ ଗତିରେ ଆଗୁଛନ୍ତି ଯେ ସ୍ୱାମୀ-ସ୍ତ୍ରୀ ସମ୍ପର୍କ ପରି ଏକ ପବିତ୍ର ସମ୍ପର୍କର ମୁଲ୍ୟ କୁ ମଧ୍ୟ ଏମାନେ ପାଦରେ ଆଡେଇ ଦେଇ ନିଜର ପାପ ପ୍ରେମ ସହ ବ୍ୟସ୍ତ ରହୁଛନ୍ତି ।

କେବଳ ଏତିକି ନୁହେଁ ବରଂ ଆଜିକାଲି ର ଲୋକମାନେ ଏତେ ନିର୍ଲଜ ହୋଇଗଲେଣି ଯେ କିଛି ବି ଘଟଣା କୁ ରେକର୍ଡ କରି ସୋସିଆଲ ମିଡ଼ିଆରେ ସେୟାର କରିଦେଉଛନ୍ତି। ସେମାନେ ଭୁଲି ଯାଉଛନ୍ତି ଯେ ତାଙ୍କର ଏହି ପରି ଭିଡ଼ିଓ ସବୁ ସୋସିଆଲ ମିଡ଼ିଆରେ ଭାଇରଲ ହେବା ଦ୍ବାରା ଆମ ସମାଜ ଉପରେ ତଥା ଆମର ଆଗାମୀ ପୀଡ଼ ଉପରେ ଏହାର ବହୁତ ଖରାପ ପ୍ରଭାବ ପକେଇପାରେ ବୋଲି ।ତେବେ ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକି ଅତ୍ୟନ୍ତ ଲଜ୍ୟା ଜନକ ଅଟେ ।


ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏକ ଭିଡ଼ିଓ ଭାଇରଲ ହେବାରେ ଲାଗିଛି । ଭିଡ଼ିଓ ଟୀକୁ ଦେଖିଲେ ଲାଜ ରେ ଆପଣଙ୍କ ମୁଣ୍ଡ ତଳକୁ ହୋଇଯିବ । କାହିଁକି ନାଁ ଏହି ଭିଡ଼ିଓ ଟୀ ଜଣେ ବୃଦ୍ଧ ଓ ତାଙ୍କର ବୃଦ୍ଧା ପ୍ରେମିକା ଙ୍କର । ସେହି ଭିଡ଼ିଓ ଟିରେ ଦେଖାଯାଇଛି ଯେ ବୟସ୍କ ବୁଢୀ ମହିଳା ଜଣଙ୍କ ରୋଷେଇ ଘରେ ନିଜର କାମ କରୁଛନ୍ତି ।ଆଉ ଠିକ ସମୟ ରେ ଜଣେ ବୟସ୍କ ବୃଦ୍ଧ ତାଙ୍କ ରୁମ ମଧ୍ୟକୁ ପ୍ରବେଶ କରି ତାଙ୍କ ସହ ରାହାସଲୀଳା କରୁଛନ୍ତି ।

ତେବେ ସେମାନେ ନିଜର ବୟସ ବିଷୟ ରେ ନ ଭାବି ପରସ୍ପର ସହ ରୋମାନ୍ସ କରିବାରେ ଲାଗି ରହିଛନ୍ତି । କହିବାକୁ ଗଲେ ଆମ ବୃଦ୍ଧ ମଉସା ତାଙ୍କର ବୁଢ଼ୀ ପତ୍ନୀ ସହ ବୃଦ୍ଧ କାଳେ ବାଲ୍ୟ ଲୀଳା କରୁଛନ୍ତି ବୋଲି କହିଲେ କିଛି ଅତୁଟ ହେବ ନାହିଁ । ସେମାନେ ପରସ୍ପର ସହ ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତ ବିତାଉ ଥିବା ସମୟରେ କେହି ଜଣେ ଅସାମାଜିକ ବ୍ୟକ୍ତି ଏହାର ଭିଡ଼ିଓ ରେକର୍ଡ କରିଥିଲେ । ଆଉ ପରେ ସ ଭିଡ଼ିଓଟୀକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । କିନ୍ତୁ ଏହି ଭିଡ଼ିଓ ଟି କେଉଁ ସ୍ଥାନର ତା ନେଇ ସଠିକ ସୂଚନା ମିଳିନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।