Odisha News Portal

ଦେଖନ୍ତୁ Shocking ଭିଡ଼ିଓ : cctv କ୍ୟାମେରାରେ ରେକର୍ଡ ହେଲା ପୋଲିସ କର୍ମୀଙ୍କ ଲଜ୍ୟାଜନକ ଘଟଣା, Video ଦେଖି ଆପଣ ବି କହିବେ ଛିଃ…ଛିଃ…

ବର୍ତ୍ତମାନର କଳିଯୁଗର ମଣିଷ ଅସମ୍ଭବ କାର୍ଯ୍ୟକୁ ମଧ୍ୟ ସମ୍ଭବପର କରିଦେଉଛନ୍ତି । ବର୍ତ୍ତମାନର ଯୁବପିଢୀ ମାନେ ଶିକ୍ଷା , ସଂସ୍କୃତି ଓ ସଭ୍ୟତାର ସମସ୍ତ ପ୍ରକାର ସୁବିଧା ପାଇବା ସତ୍ତ୍ୱେ ମଧ୍ୟ ଏପରି କିଛି ଖରାପ କାର୍ଯ୍ୟ କରି ବସୁଛନ୍ତି , ଯେଉଁଥିପାଇଁ ସେମାନଙ୍କୁ ଲୋକ ଲଜ୍ୟାର ଶିକାର ହେବାକୁ ପଡୁଛି । ସବୁକିଛି ଜାଣି ଶୁଣି ମଧ୍ୟ ସେମାନେ ଏପରି ଘୂର୍ଣ୍ୟ କାମ କରିବାକୁ ପଛଘୁଞ୍ଚା ଦେଉ ନାହାନ୍ତି , ଯାହାଫଳରେ ସେମାନଙ୍କ ଠାରେ ସବୁକିଛି ଥାଇ ମଧ୍ୟ ଅନ୍ୟ ଆଗରେ ମୁଣ୍ଡ ନଇଁବାକୁ ପଡୁଛି । ସେହିପରି ଆପଣ ମାନେ ପ୍ରତିଦିନ କିଛି ନା କିଛି ମୁଣ୍ଡ ନୁଆଁଇବା ଭଳି ଘଟଣା ନିଶ୍ଚିତ ରୂପେ ଦେଖିବାକୁ ପାଉଥିବେ ।

ସେହିପରି କିଛି ଘଟଣା ବିଷୟରେ କହିବାକୁ ଯାଉଛୁ , ଯାହା ଶୁମିବା ମାତ୍ରେ ଆପଣମାନେ ମଧ୍ୟ ଆପଣଙ୍କ ପ୍ରତିତ୍ରିୟା ନିଶ୍ଚିତ ରଖିବା ପାଇଁ ବାଧ୍ୟ ହେବେ । ବର୍ତ୍ତମାନ ଯେଉଁ ଭିଡିଓ ଟି ସାମ୍ନାକୁ ଆସିଛି , ଯେଉଁଥିରେ ଦେଖିବାକୁ ମିଳିଛି , ଦୁଇ ଜଣ ପୋଲିସ କର୍ମୀ , ସେଥିରୁ ମଧ୍ୟରୁ ଜଣେ ମହିଳା ପୋଲିସ କର୍ମୀ ଓ ଅନ୍ୟ ଜଣେ ପୁରୁଷ ପୋଲିସ କର୍ମୀ ଡିଉଟି ରେ ଥିବା ସମୟରେ ଏମିତି କିଛି ହରକତ କରୁଛନ୍ତି , ଯାହା ଆପଣ ମାନେ ଏହି ଭିଡିଓରେ ଦେଖିବାକୁ ପାଉଥିବେ । ବର୍ତ୍ତମାନ ଏହି ଭିଡିଓ ସାଧାରଣରେ ଏକ ଲଜ୍ୟା ଜନକ ସ୍ଥିତି ସୃଷ୍ଟି କରିଛି ।

ନିଜ ଡ୍ୟୁଟିରେ ଥିବା ସମୟରେ ଏପରି ଏକ ଆପତ୍ତି ଜନକ ପରିସ୍ଥିତି ସୃଷ୍ଟି କରିବା ସମସ୍ତଙ୍କ ପାଇଁ ଏକ ନିନ୍ଦନୀୟ ବାର୍ତ୍ତା ଅଟେ । ହୁଏତ ସେମାନେ ପରସ୍ପର କୁ ଭଲ ପାଉଥାଇ ପାରନ୍ତି କିନ୍ତୁ ସେମାନେ ଡ୍ୟୁଟିରେ ଥିବା ସମୟରେ ଏପରି ହରକତ କରିବା ଆଦୌ ଉଚିତ ନୁହଁ । କାରଣ ସେମାନେ ଲୋକମାନଙ୍କୁ ସୁରକ୍ଷା ଦେବା ସେମାନଙ୍କର ପରମ କର୍ତ୍ତବ୍ୟ ଅଟେ । ଆଉ ଯଦି ସେମାନେ ଏଭଳି କାମ କରିବେ ତେବେ ସାଧାରଣ ଲୋକମାନେ ତାଙ୍କ ଠାରୁ କଣ ଶିକ୍ଷା ଲାଭ କରିବେ । ଆପଣ ଟିକିଏ ଭଲ ଭାବରେ ଚିନ୍ତା କରନ୍ତୁ , ଏପରି ଶିକ୍ଷିତ ଶୃଙ୍ଖଳିତ ବ୍ୟକ୍ତି ମାନଙ୍କୁ ଠାରୁ ଆଶା କରାଯାଇ ନପାରେ ।

ଏଭଳି ହରକତ ସାମାଜ ଉପରେ କଣ ପ୍ରଭାବ ପକାଇବ , ଏହା ଥରେ ସେମାନେ ନିଶ୍ଚିତ ଭାବିବା ଉଚିତ । ସେମାନେ ଯଦି ଟିକିଏ ହେଲେ ଏ ବିଷୟରେ ଚିନ୍ତା କରିଥାନ୍ତେ ତେବେ , ସେମାନଙ୍କୁ ମଧ୍ୟ ଏମିତି ଲଜ୍ଜିତ ହେବାକୁ ପଡି ନଥାନ୍ତା । ଦୁଇ ପୋଲିସ କର୍ମୀଙ୍କ ଏପରି ହରକତ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସାଧାରଣ ଲୋକମାନେ ମଧ୍ୟ ପୋଲିସ କର୍ମୀଙ୍କ ଏପରି ଭିଡିଓ ଦେଖି ଲଜ୍ଜିତ ମନେ କରିଛନ୍ତି । କାରଣ ଏଭଳି ଶିକ୍ଷିତ କର୍ମୀ ମାନଙ୍କ ଠାରୁ ଏହା ଆଶା କରାଯାଇ ନପାରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।