Odisha News Portal

ସାବଧାନ୍ ! ପୁଣି ଦୁଇ ଚକିଆ ଯାନବାହାନ ପାଇଁ ଆସିଲା ନୂଆ ନିୟମ ! ଏବେ ଚଳିବ ନାହିଁ ଏହି ହେଲମେଟ୍ ନଚେତ୍ ହୋଇପାରେ ବଡ ଧରଣର ଫାଇନ୍ , ଜାଣନ୍ତୁ ସମ୍ପୂ୍ର୍ଣ୍ଣ ଖବର…..

ଯଦି ଆପଣଙ୍କର ଦୁଇ ଚକିଆ ଯାନ ଅଛି ତେବେ ଏହି ପ୍ରକାର ଖବରଟି ଆପଣଙ୍କ ପାଇଁ ନିତାନ୍ତ ଜରୁରୀ ଅଟେ । ଆପଣ ମାନେ ପିନ୍ଧୁଥିବା ହେଲମେଟର ମାନ ଠିକ ହେବା ଦରକାର ନଚେତ ଆପଣ ମାନଙ୍କୁ ଭରିବାକୁ ହେବ ପାଇନ । ତେବେ ଏହି ପାଇନ ନଦେବା ପାଇଁ ଆପଣ ମାନେ କେଉଁ ପ୍ରକାର ହେଲମେଟ ପିନ୍ଧିବେ ଆସନ୍ତୁ ଜାଣିବା ସେ ବିଷୟରେ । ଦୁଇ ଚକିଆ ଯାନର ଆରୋହୀ ମାନେ ଏହି ନିର୍ଦ୍ଦିଷ୍ଟ ହେଲମେଟ ପିନ୍ଧିବେ । ମାକ୍ସ ପରି ଏହି ପ୍ରକାର ହେଲମେଟକୁ ସରକାର ବାଧ୍ୟତା ମୂଳକ କରିଛନ୍ତି । ଦେଶରେ ସମସ୍ତେ ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡ୍ରାର୍ଡ ବା (BIS) ପିନ୍ଧିବାକୁ ବାଧ୍ୟ ।

ଅନ୍ୟ ହେଲମେଟ ଚଳିବ ନାହିଁ । ସଡକ ପରିବାହନ ବା ରାଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ପ୍ରକାର ବିଜ୍ଞପ୍ତି ପ୍ରକାଶ ପାଇଛି । ସରକାର ଏହାକୁ କଡାକଡି କରିବା ପାଇଁ କେବଳ BIS ସାର୍ଟିଫିକେଟ ହେଲମେଟ ତିଆରି ବିକ୍ରି ଉପରେ ମଧ୍ୟ ଜୋର ଦେଇଛନ୍ତି

ଅର୍ଥାତ ବିଆଇଏସ ସାର୍ଟିଫିକେଟ ନଥିବା ହେଲମେଟ ଭାରତରେ ତିଆରି ହୋଇପାରିବନାହିଂ କି ବିକ୍ରି ମଧ୍ୟ ହୋଇପାରିବ ନାହିଁ । ଯଦି ଏହି କତାକି କେହି ଉଲ୍ଲଂଧନ କରନ୍ତି ତେବେ କଠୋର କାର୍ଯ୍ୟନୁଷ୍ଟାନ ଗ୍ରହଣ କରାଯିବ । ଯେଉଁଥିପାଇଁ ନିମ୍ନ ମାନର ହେଲମେଟ ଆଉ ବଜାରରେ ରହିବ ନାହିଁ । ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂକ୍ୟା ଏହା ଦ୍ୱାରା କମାଇ ଦିଆଯାଇ ପାରିବ ବୋଲି ସରକାରୀ ଭାବରେ କୁହାଯାଇଛି । ସରକାର ଦୁଇ ଚକିଆ ମୋଟର ଯାନ ଏହି ନିର୍ଦ୍ଦେଶନାମାରେ ଜାହିର କରିଛନ୍ତି । 

ହାଲୁକା ହେଲମେଟ ସଂପର୍କରେ ସମୀକ୍ଷା କରିବାକୁ ସଡକ ସୁରକ୍ଷା ସଂପର୍କକୁ ନେଇ ସୁପ୍ରିମ କୋର୍ଟ କମିଟିଙ୍କ ନିର୍ଦ୍ଦେଶରେ ଏକ କମିଟି ଗଠନ କରାଯାଇଥିଲା । ଦେଶର ଜଳବାୟୁକୁ ଦୃଷ୍ଟିରେ ରଖି ପରାମର୍ଶ ଦେବା ପାଇଁ ଏହି କମିଟିକୁ କୁହାଯାଇଥିଲା । ଏହି କମିଟିରେ ବିସେଷଜ୍ଞ ମାନଙ୍କତୁ ନିଆଯାଇଛି । ଏଥିରେ ଏମସର ଡାକ୍ତର ଏବଂ ପିଆସିର ପ୍ରତିନିଧି ମାନେ ମଧ୍ୟ ସାମିଲ ଥିଲେ ।

ଏହି କମିଟି ପୁଂଖାନୁପୁଂଖ ତର୍ଜମା କରିବା ପରେ ସରକାରଙ୍କୁ ଏକ ବିସ୍ତୃତ ରିର୍ପୋଟ ପ୍ରଦାନ କରିଥିଲା । ଏହି ରିର୍ପୋଟରେ ବର୍ତ୍ତମାନ ବ୍ୟବହାର ହେଉଥିବା ହେଲମେଟ ଠାରୁ ଆହୁରି ହାଲୁକା ହେଲମେଟ ବ୍ୟବହାର କରିବା ପାଇଁ ପରାମର୍ଶ ପ୍ରଦାନ କରାଯାଇଛି ।

 

 ପିଆଇଏସ ତାର ପୂର୍ବ ଇନପେକସନ ମଧ୍ୟ ସଂଶୋଧନ ପ୍ରସ୍ତୁତ କରିଛି । ଭାରତର ପ୍ରାୟ 17 ମିଲିୟମ ଦୁଇ ଚକିଆ ଯାନ ତିଆରି ହେଉଛି । ସାରା ବିଶ୍ୱରେ ସଡକ ସୁରକ୍ଷା ପାଇଁ କାମ କରୁଥିବା ଜନେଧାସ୍ଥିତ ଟ୍ରେଡେସୋନାଲ ରୋଡ ଫ୍ରେଡେରେସନ ଭାରତ ସରକାରଙ୍କର ଏହି ନିଷ୍ପତ୍ତିକୁ ଗ୍ରହଣ କରିଛି । ସରକାରଙ୍କ ଏହି ଘୋଷଣା ପରେ BIS ସାର୍ଟିଫିକେଟ ନଥିବା ସରାକାରଙ୍କର ଏହି ହେଲମେଟ ବିକ୍ରିକୁ ଏକ ଇପରାଧ ବାବେ ବିବେଚନା କରାଯିବ ବୋଲି ଫ୍ରେଡେରେସନ ସବାପତି ଏମଏସ କପିଳା କହିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।