Odisha News Portal

ଦେଶରେ ଆଉ ୩୫ ଦିନ ଲକ୍‌ଡାଉନ୍, ଘୋଷଣା କଲେ ପ୍ରଧାନମନ୍ତ୍ରୀ ; ଫିକାପଡିବ ଖ୍ରୀଷ୍ଟମାସ୍ ଓ ନୂଆବର୍ଷ । ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…

ଆଜି ଆମେ ଆପଣ ମାନଙ୍କୁ କରୋନାକୁ ନେଇ କରି କିଛି ବିସେଷ ସୂଚନା ପ୍ରଦାନ କରିବୁ , ତେବେ କତାଟି ହେଉଛି କି କରୋନା ପାଇଁ ପୁଣି ଥରେ 35 ଦିନ ପାଇଁ ଲକଡାଉନ ଘୋଷଣା କଲେ ପ୍ରଧାନ ମନ୍ତ୍ରୀ । ବର୍ତ୍ତମାନ ସମୟରେ କରୋନାର ପ୍ରଭାବ ଦେଶରେ ନୁହେଁ ବରଂ ସାରା ବିଶ୍ୱରେ ଚିନ୍ତାର ବିଷୟ ପାଲଟିଛି । କରୋନା ପାଇଁ ଅନେକ ଲୋକମାନେ ପ୍ରାଣ ତ୍ୟାଗ କଲେଣି । ଏବେ ଏହି କରୋନା ସାରା ବିଶ୍ୱରେ ଚିନ୍ତାର ବିଷୟ ପାଲଟିଛି । ଏବେ ପର୍ଯ୍ୟନ୍ତ ଏହାର ଭ୍ୟାକସିନ ମଧ୍ୟ ବାହାରି ପାରିନାହିଁ ଯେଉଁଥିପାଇଁ ଲୋକମାନେ ଏବେ ପର୍ଯ୍ୟନ୍ତ ଏହାର ଶିକାର ହେଉଛନ୍ତି ।

ଏହି ଭାଇରସ ପାଇଁ ସମସ୍ତ ଦେଶରେ ଲକଡାଉନ ଜାରି ହୋଇଛି , କାରଣ ଲୋକମାନେ ଯେତେ ପର୍ଯ୍ୟନ୍ତ ଘରେ ରହିବେ ସେମାନେ ସୁରକ୍ଷିତ ରହିବେ ମାତ୍ର ଘରୁ ବାହାରିଲେ ସେମାନଙ୍କ ପ୍ରତି ବିପଦ ରହିଛି । ତେବେ ଏହି ଲକଡାଉନ ସରକାର ଉଟେଇ ଦେଇଥିଲେ ମଧ୍ୟ ପୁଣି ଥରେ 35 ଦିନ ପାଇଁ ଏହି ଲକଡାଉନ ଷୋଘଣା କରାଯାଇଛି । କାରଣ କରୋନାର ଦ୍ୱିତୀତ ଲହରୀ ଏବେ ଲୋକମାନଙ୍କୁ ଆକ୍ରାନ୍ତ କରି ଚାଲିଛି ।
କରୋନା ର ଆତଙ୍କ କମିବାରେ ଲାଗି ନାହିଁ ଖାସ୍ କରି ଆମେରିକା, ଇଟାଲୀ,ଜର୍ମାନୀ, ଫ୍ରାନ୍ସରେ ରେ ଏହାର ସ୍ଥିତି ଗମ୍ଭୀର ପରିସ୍ଥିତି ସୃଷ୍ଟି କରିଛି । ଏବେ ସେହି ଲିଷ୍ଟରେ ନେଦର ଲ୍ୟାଣ୍ଟ ଯୋଡି ହୋଇଯାଇଛି ଅର୍ଥାତ ଏବେ ନେଦରଲ୍ୟାଣ୍ଟରେ କରୋନାର ଦ୍ୱିତୀୟ ଲହରୀ ଆରମ୍ଭ ହୋଇୟାଇଛି । ଏହି ସଂକ୍ରମଣ ର ସଂଖ୍ୟା ଏତେ ବଢ଼ି ଯାଇଛି ଯେ ବର୍ତ୍ତମାନ ନେଦରଲ୍ୟାଣ୍ଡ ସରକାର ପୁଣି ଥରେ ଲକ୍ ଡାଉନ୍ ଘୋଷଣା କରିଛନ୍ତି ।

ସରକାର ଙ୍କ କହିବା ଅନୁସାରେ ଲକ୍ ଡାଉନ୍ ଦ୍ଵାରା ସଂକ୍ରମଣ ର ସଂଖ୍ୟା କମ ହୋଇ ପାରେ । ଏହି ଲକଡାଉନ ଆଗାମୀ ପାଞ୍ଚ ସପ୍ତାହ ଅର୍ଥାତ 35 ଦିନ ପର୍ଯ୍ୟନ୍ତ ଲାଗୁ ରହିବ ବୋଲି ନେଦରଲ୍ୟାଣ୍ଡ ସରକାର ମାର୍କି ରୁଟ ଏହି ଲକ୍ ଡାଉନ୍ ଘୋଷଣା କରିଛନ୍ତି । ତେବେ ଏହି ଲକ୍ ଡାଉନ୍ ପ୍ରଯ୍ୟାୟ ରେ ଦେଶ ରେ ସ୍କୁଲ୍, କଲେଜ୍ , ଦୋକାନ, ବଜାର, ସମେତ ଅଫିସ ଓ ଟ୍ରାନ୍ସପୋର୍ଟ ସୁବିଧା ଆଦି ବନ୍ଦ ରହିବ।

ମାର୍କି ରୁଟ ଙ୍କ କହିବା ଅନୁସାରେ ଆଗକୁ କ୍ରିଶମାସ ଓ ନୂଆ ବର୍ଷ ଆସିବାକୁ ଯାଉଛି ଯେଉଁଥିରେ ଲୋକ ମାନେ ଅଧିକ ସଂଖ୍ୟା ର ଏକତ୍ରିତ ହେବେ ଯାହା ଫଳରେ ଏହି ସଂକ୍ରମଣ କୁ ରୋକିବା ଅସମ୍ଭବ ହେବେ । ତେଣୁ ଏହି ସଂକ୍ରମଣ କୁ ରୋକିବା ପାଇଁ ଲକଡାଉନ ହିଁ ଏକମାତ୍ର ଉପାୟ । ଏହି ଲକ୍ ଡାଉନ୍ କ୍ରିସମସ୍‌ ଓ ନୂଆବର୍ଷ ସମୟ ରେ ପଡ଼ୁଛି ତେଣୁ ଲୋକ ମାନଙ୍କ ଘରକୁ କେବଳ ଦୁଇ ଜଣ ଅତିଥି ଆସିବାର ଅନୁମତି ମିଳିବ ବୋଲି ସରକାର କହିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।