ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ଏବେ କେତେ ଓଡ଼ିଆ ଅଭିନେତା ଓ ଅଭିନେତ୍ରୀ ମାନଙ୍କ ବିବାହ ହେବାର ଆପଣ ଦେଖିବାକୁ ପାଉଥିବେ ନିଶ୍ଚିତ |ସେମାନଙ୍କ ବାହାଘରର ସବୁ ପ୍ରକାର ଫୋଟ ଓ ଭିଡ଼ିଓ ସୋସିଆଲ ମିଡିଆରେ ପୋଷ୍ଟ ହେବାର ଦେଖିବାକୁ ମିଳିଛି, ମୁଁ ଆଜି ଆପଣକୁ ଜଣେ ସୁନାମ ଧନ୍ୟ ଓଡ଼ିଆ ଅଭିନେତାଙ୍କ ବିବାହର ବରଯାତ୍ରୀଙ୍କ ବିଷୟରେ କହିବି |ଓଡ଼ିଆ ଅଭିନେତା ଅଶ୍ୱିନ ବରଯାତ୍ରୀ ଭାବରେ ଅନେକ ଓଡ଼ିଆ ଇଣ୍ଡଷ୍ଟ୍ରିର ଅଭିନେତା ଓ ଅଭିନେତ୍ରୀ ମାନଙ୍କୁ ଦେଖିବାକୁ ମିଳିଛି |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଭିଡିଓ ସମ୍ପୂର୍ଣ ଖବର ବିଷୟରେ ଜାଣିବା |
ଓଡ଼ିଆ ଇଣ୍ଡଷ୍ଟ୍ରିର ଜଣେ ସୁନାମ ଧନ୍ୟ ଅଭିନେତା ହେଉଛନ୍ତି ଅଶ୍ୱିନୀ, ସେ ପ୍ରଥମେ ତରଙ୍ଗ ଟିଭିରେ ଏନଙ୍କର ଭାବରେ କାମ କରୁଥିଲେ |ଅଶ୍ୱିନୀଙ୍କ ଏନକାରିଙ୍ଗ ଓଡିଶା ବାସୀଙ୍କ ବେଶ ମନ ଛୁଆଁ ହୋଇଥିଲା, ଅଶ୍ୱିନୀ ପରେ ପରେ ଜଣେ କଳାକାର ଭାବରେ ଏକ ସୁନ୍ଦର ଫିଲ୍ମ ମଧ୍ୟ କରିଥିଲେ |ବର୍ତମାନ ସେ ଓଡ଼ିଆ ଇଣ୍ଡଷ୍ଟ୍ରିରେ କେତେ ସମୟରେ ପ୍ରଡୁସର ଭାବରେ ମଧ୍ୟ କାମ କରିବାର ସଯୋଗ ପାଇଛନ୍ତି |ଅଶ୍ୱିନୀଙ୍କ ବିବାହ ଜଣେ ଓଡ଼ିଆ ଅଭିନେତ୍ରୀଙ୍କ ସହିତ ହେବାର ଦେଖିବାକୁ ମିଳିଛି |
ଏହି ଓଡ଼ିଆ ଅଭିନେତ୍ରୀ ପ୍ରେରଣ ମଧ୍ୟ ପ୍ରଥମେ ଏଙ୍କରିଂ ଭାବରେ ସିନେମା ଜଗତରେ ପାଦ ଦେଇଥିଲେ, ପରେ ସେ ଅନେକ ସମୟରେ ଆକ୍ଟିଙ୍ଗ ମଧ୍ୟ କରିଥିଲେ |ଅଶ୍ୱିନୀ ଓ ପ୍ରେରଣଙ୍କ ମଧ୍ୟରେ କୌଣସି ଲଭ ନଥିଲା କେବଳ ସେମାନଙ୍କ ଭିତରେ ଫ୍ରେଣ୍ଡସିପ ଥିଲା |ଦୁହେଁ ଦୁଇଜଣକୁ ଜାଣିଥିଲେ ମାତ୍ର ଜୀବନ ସାଥି ହେବାର କୌଣସି ଚିନ୍ତା ସେମାନେ କରିନଥିଲେ |ଦୁଇଜଣ ବିବାହ କରିବାର ଯେତେବେଳେ ପ୍ରସ୍ତାପ ପଡିଲା ସେତେବେଳେ ଦୁହେଁ ରାଜି ହୋଇଗଲେ ଏବଂ ବର୍ତମାନ ତାଙ୍କର ବିବାହ ଫନକ୍ସନ ଚାଲିଛି |
ଅଶ୍ୱିନୀ ଓ ପ୍ରେରଣଙ୍କ ଯୋଡି ବହୁତ ସୁନ୍ଦର ଯୋଡି ଅଟେ, ଏହି ଭିଡିଓରେ ଦେଖିବା ପାଇଁ ମିଳିଛି ଯେ ଅଶ୍ୱିନୀଙ୍କ ବରଯାତ୍ରୀ ଭାବରେ ଓଡ଼ିଆ ଇଣ୍ଡଷ୍ଟ୍ରିର ଅନେକ ଅଭିନେତ୍ରୀ ଓ ଅଭିନେତାମାନେ ଯୋଗ ଦେଇଛନ୍ତି |କଣ୍ଠଶିଳ୍ପୀ ମାନେ ମଧ୍ୟ ଏହି ଫନକ୍ସନରେ ଆସିଛନ୍ତି ଏବଂ ସେମାନେ ବହୁତ ଧୁମ ଧାମରେ ବରଯାତ୍ରୀ ଭାବରେ ନାଚୁ ଥିବାର ମଧ୍ୟ ଦେଖିବାକୁ ମିଳିଛି |କଣ୍ଠ ଶିଳ୍ପୀ ପ୍ରଜ୍ଞା, ଅସୀମା ପଣ୍ଡା, ଅଭିନେତ୍ରୀ ଭୂମିକାଙ୍କୁ ମଧ୍ୟ ଦେଖିବାକୁ ମିଳିଛି |ଏମାନେ ସମସ୍ତେ ବର ସହିତ ବରଯାତ୍ରୀରେ ଭାବରେ ମିଶି କରି ଅତି ସୁନ୍ଦର ଭାବରେ ଠୁମକା ଲଗାଇ ନାଚିବାର ମଧ୍ୟ୍ୟ ନଜରକୁ ଆସିଛି |ଓଡ଼ିଆ ଅଭିନେତା ଓ ଅଭିନେତ୍ରୀ ମାନଙ୍କୁ ଏକାଠି ଦେଖି ସେମାନଙ୍କର ମହା ମିଳନ ପରି ଲାଗୁଛି |ସେମାନେ ସମସ୍ତେ ଏଥିପାଇଁ ମଧ୍ୟ୍ୟ ବହୁତ ଖୁସିଆଛନ୍ତି, ଏକାଠି ସମସ୍ତଙ୍କୁ ପାଇ ଅନେକ ମଜା ମଧ୍ୟ କରୁଛନ୍ତି |ଅଶ୍ୱିନୀଙ୍କ ବିବାହ ସମୟର ବରଯାତ୍ରୀ ମାନଙ୍କ ଡ୍ୟାନ୍ସ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।