Odisha News Portal

Astrology – ଏଥି ମଧ୍ୟରୁ ଗୋଟେ ନମ୍ବର୍ ବାଛି ନିଜ ଭବିଷ୍ୟତ ଜାଣନ୍ତୁ ଆଗକୁ କ’ଣ ଘଟିବାକୁ ଯାଉଛି ?

0 110

ଆଜିର ସମାଜ ଯେତେ ଆଗକୁ ବଢୁଛି ତଥା ପ୍ରଗିତ କରୁଛି ଜଟିଳତା ସେତେ ଅଧିକ ବୃଦ୍ଧି ପାଇବାରେ ଲାଗିଛି । ତେବେ ପ୍ରତ୍ୟେକ ମଣିଷ ସବୁବେଳେ ତାର ଆଗାମୀ ଭବିଷ୍ୟତ ବିଷୟରେ ଜାଣିବା ଅତ୍ୟନ୍ତ ଆଗ୍ରହୀ ହୋଇଥାନ୍ତି । ସେ ସର୍ବଦା ନିଜ ଆଗାମୀ ଭବିଷ୍ୟତ ବିଷୟରେ ଜାଣି ସେହି ଅନୁସାରେ କାମ କରିବା ପାଇଁ ଅଧିକ ପସନ୍ଦ କରିଥାଏ । ପ୍ରତ୍ୟେକ ଲୋକ ଭାବିଥାନ୍ତି ଯଦି ଆଗୁଆ ଭବିଷ୍ୟତ ଜାଣି ହୋଇଥାନ୍ତା ତେବେ ଆଉ ଏହି ସବୁ ସମସ୍ୟା ଦେଖା ଦିଅନ୍ତା ନାହିଁ । ଗୋଟିଏ ମଣିଷ କୁ ଏ ସାମଜ ରେ ବଞ୍ଚିବାକୁ ହେଲେ କେତେକ ଫେକ୍ଟର ଉପରେ ନିର୍ଭର କରିବାକୁ ହୋଇଥାଏ ।

ତେବେ ଆମେ ଆଜି ଆପଣ ଙ୍କୁ ଏକ ଚମତ୍କାର ଯାଦୁ ବିଷୟରେ ଜଣେଇବାକୁ ଚାହୁଁଛୁ ଯାହାକି ଆପଣ ଙ୍କର ଭବିଷ୍ୟତ ର ଜୀବନ ବିଷୟରେ ଆପଣଙ୍କୁ ଜଣେଇଦେଵ । ଏଥି ଲାଗି ଆପଣଙ୍କୁ ଆମେ ନିମ୍ନରେ ଦେଇଥିବା କିଛି ସଂଖ୍ୟା ମଧ୍ୟରୁ ଗୋଟିଏକୁ ବାଛିବାକୁ ହେବ । ସଂଖ୍ୟା ଗୁଡିକ ହେଉଛି -3 61 24 7

ଆପଣ ଶୀଘ୍ର ଏହି ସଂଖ୍ୟାରୁ ଗୋଟିଏ ନିଜ ମନରେ ଭାବନ୍ତୁ ଏବଂ ନିଜ ଭବିଷ୍ୟତ ବିଷୟରେ ଜାଣନ୍ତୁ । ଚାଲନ୍ତୁ ଜାଣିବା ଆପଣ ର ଭବିଷ୍ୟତ ଭାଗ୍ୟ କେମିତି ହେବାକୁ ଯାଉଛି ।

3 ବାଛିଥିବା ବ୍ୟକ୍ତି –

ଯଦି 3 ସଂଖ୍ୟାଟୀକୁ ଭାବିଥାନ୍ତି ,ତେବେ ଆପଣ ଏକ ସ୍ବଭାବିକ ପ୍ରକୃତିର ମଣିଷ ଅଟନ୍ତି । ଆପଣ ସବୁବେଳେ ନିଜର କାମ ନିଜେ କରିବାକୁ ପସନ୍ଦ କରନ୍ତି । ଆପଣଙ୍ ର କଥା କହିବାର ଶୈଳୀ ବହୁତ ନିଆରା ଏବଂ ପ୍ରଭାବଶାଳୀ ।

ଆପଣ ଅତି ସହଜରେ ନିଜର କଥାରେ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିଦେଇଥାନ୍ତି । ଆପଣ ସବୁବେଳେ ନିଜ ସ୍ୱାଭିମାନରେ ବଞ୍ଚିବାକୁ ପସନ୍ଦ କରନ୍ତି ଏବଂ ନିଜ ଜିବନର ସମସ୍ତ ଲକ୍ଷକୁ ପୂରଣ କରିବାକୁ ଚାହାନ୍ତି । ଏହାସହିତ ଅନ୍ୟକୁ ସାହାଯ୍ୟ କରିବାକୁ ଆପଣଙ୍କୁ ବହୁତ ଭଲ ଲାଗିଥାଏ ।

61 ବାଛିଥିବା ବ୍ୟକ୍ତି –

ଆପଣ ସବୁବେଳେ ନିଜର ଏକ ଅଲଗା ଦୁନିଆଁରେ ରହିବାକୁ ପସନ୍ଦ କରିଥାନ୍ତି ଏବଂ ଏକୁଟିଆ ରହିବକୁ ଅଧିକ ଭଲ ପାଇଥାନ୍ତି । ଆପଣ କାହା ସହ ଅଧିକ ମିଶିବା ପାଇଁ ପସନ୍ଦ କରନ୍ତି ନାହିଁ । ଆଉ ଆପଣଙ୍କର ମନ ବହୁତ ନିର୍ମଳ ଅଟେ ।

24 ବାଛିଥିବା ବ୍ୟକ୍ତି

ଆପଣ ଜଣେ ସତ୍ୟବାନ ଲୋକ ଅଟନ୍ତି । ଆପଣଙ୍କର ହୃଦୟ ବହୁତ ସୁନ୍ଦର ଓ ନିର୍ମଳ ଅଟେ । ଏହାଛଡା ଆପଣ ସବୁବେଳେ ସତ୍ୟ କହିବାକୁ ପସନ୍ଦ କରନ୍ତି କିନ୍ତୁ ସତ କହିବା ଦ୍ବାରା ବେଳେବେଳେ ଆପଣଙ୍କୁ ନିଜର ବନ୍ଧୁ ଏବଂ ପରିବାରର ବିରୋଧରେ ଯିବାକୁ ହୋଇଥାଏ । ତଥାପି ଆପଣଙ୍କର ଅଧିକ ବନ୍ଧୁ ରହିଛନ୍ତି ।

7 ବାଛିଥିବା ବ୍ୟକ୍ତି-
ଆପଣ ଜଣେ ସରଳ ଏବଂ ଭଲ ମଣିଷ ଅଟନ୍ତି । ଆପଣଙ୍କ ମୁହଁରେ ସବୁବେଳେ ଏକ ଖୁସି ରହିଥାଏ ଯାହା ଦ୍ୱାରା ଆପଣ ଅନ୍ୟକୁ ଅତି ସହଜରେ ନିଜର କରିପାରନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।