Odisha News Portal

ଆସିଲା ଓଡ଼ିଶା ଶିକ୍ଷକ ନିଯୁକ୍ତି ସୁଯୋଗ, ଜଲଦି କରନ୍ତୁ ଆବେଦନ । ସବୁ ଜିଲ୍ଲାର ପ୍ରାଥୀ ଆବେଦନ କରି ପାରିବେ , ଶିଘ୍ର ଦେଖନ୍ତୁ….

ଓଡିଶାର ଶିକ୍ଷକ ମାନଙ୍କ ନିଯୁକ୍ତି ପାଇଁ ଆସିଲା ବହୁତ ବଡ ଖବର । ତେବେ ବର୍ତ୍ତମାନର ଏହି କରୋନା କାଳରେ ଚାକିରିଟିଏ ମିଳିବା ବହୁତ କଷ୍ଟକର ବ୍ୟାପାର ହୋଇ ଗଲାଣି । ଆଉ ଏହି ଏହି କରୋନା ସମୟରେ ଏମିତି ଗୋଟିଏ ନିଯୁକ୍ତି ସୁଯୋଗ ନିଶ୍ଚିତ ଭାବରେ ଓଡିଶାର ଛାତ୍ରଛାତ୍ରୀ ମାନଙ୍କ ପାଇଁ ବହୁତ ଖୁସି ନେଇ ଆସିଛି । ତେବେ ଚାଲନ୍ତୁ ଜାଣିବା ସେହି ନିଯୁକ୍ତିଟି ବିଷୟରେ । ତେବେ ଓଡ଼ିଶା ଶିକ୍ଷକ ମାନଙ୍କ ନିଯୁକ୍ତି ପାଇଁ ଏକଲବ୍ୟ ମଡେଲ ରେଶିଡେନସିଆଲ୍ ସ୍କୁଲ ତରଫରୁ ପୁଣି ସୃଷ୍ଟି ହୋଇଛି ନୂଆ ନିଯୁକ୍ତି ସୁଯୋଗ ।

ଆଉ ଏକ ବଡ଼ ଧରଣର ନିଯୁକ୍ତି ସୃଷ୍ଟି ହୋଇଛି ଯାହା ନିଶ୍ଚିତ ଭାବରେ ଏକ ଖୁସି ଖବର ପାର୍ଥୀ ମାନଙ୍କ ପାଇଁ । 30 ଟି ଜିଲ୍ଲାର ପ୍ରାର୍ଥୀ ମାନେ ଏହାକୁ ଆବେଦନ କରି ପାରିବେ । PGT, TGT ପାଇଁ ଏହି ନିଯୁକ୍ତି ସୃଷ୍ଟି ହୋଇଛି । ତେବେ ଆପଣଙ୍କର ସର୍ବନିମ୍ନ ବେଚଲର ଡିଗ୍ରୀ କିମ୍ବା ମାଷ୍ଟର ଡିଗ୍ରୀ ସହିତ ବି. ଇ ଡି ପାସ୍ କରିଥିଲେ ଆପଣ ଏହି ନିଯୁକ୍ତି ପାଇଁ ଆବେଦନ କରି ପାରିବେ । ଏଥିରେ ବହୁତ ଭଲ ଦରମା ମଧ୍ୟ ରହିଛି ।


ତେବେ ଅଲଗା ଅଲଗା ପଦବୀ ବିଶିଷ୍ଟ ଏହି ଚାକିରି ରେ ଆବେଦନ କରି ଆପଣ ମାନେ ତାର ବହୁତ ସାରା ଫାଇଦା ଉଠାଇ ପାରିବେ । ତେବେ ଏହି ନିଯୁକ୍ତି ସୁଯୋଗଟି ବାହାରିଛି ଏକଲବ୍ୟ ମଡେଲ ରେଶିଡେନସିଆଲ୍ ସ୍କୁଲ, ନୂଆପଡ଼ା ପକ୍ଷରୁ ।ତେବେ ଆପଣ ମାନେ ଯଦି ଉପରୋକ୍ତ ଶିକ୍ଷାଗତ ଯୋଗ୍ୟତା କୁ ହାସଲ କରିଛନ୍ତି ତେବେ ଆପଣ ଆଉ ଅଯଥା ବିଳମ୍ବ ନକରି ଏହି ପଦବୀ ପାଇଁ ଆବେଦନ କରି ଦିଅନ୍ତୁ ।

ନୂଆପଡ଼ା ଜିଲ୍ଲା ତରଫରୁ ଆବେଦନ ପାଇଁ ହେଉଥିବା ଏହି ପଦବୀ ଗୁଡ଼ିକରେ ଆପଣ ଅଫିସିଆଲ୍ ସାଇଟ୍ କୁ ଯାଇ ଏହାର ସବିଶେଷ ବିବରଣୀ ସମ୍ପର୍କରେ ଜାଣି ଉଚିତ୍ ସମୟ ପୂର୍ବରୁ ଏହାକୁ ଆବେଦନ କରନ୍ତୁ । ତେବେ ଚାଲନ୍ତୁ ଜାଣିବା କଣ ସବୁ ପ୍ରକ୍ରିୟା ରହିଛି ଏବଂ ଏଥିପାଇଁ ଆପ୍ଲାଏ କରିବା ପାଇଁ ସମସ୍ତ ବିବରଣୀ ସଂପର୍କରେ ।

ପଦ ନାମ– PGT,TGT ଶିକ୍ଷକ

ପଦବୀ- 4 ଟି

ଶିକ୍ଷାଗତ ଯୋଗ୍ୟତା- ବେଚଲର ଡିଗ୍ରୀ କିମ୍ବା ମାଷ୍ଟର ଡିଗ୍ରୀ ସହିତ ବି. ଇ ଡି ପାସ୍ ହୋଇଥିବା ନିହାତି ଆବଶ୍ୟକ ।

ଆବେଦନ ଆରମ୍ଭ ତାରିଖ- ତେବେ ଏହି ନିଯୁକ୍ତି ପାଇଁ ଆବେଦନ ର ଶେଷ ତାରିଖ ରହିଛି 17 ନଭେମ୍ବର 2020 ।


ଶେଷ ତାରିଖ- 27 ଡିସେମ୍ବର 2020 ।

ଆବେଦନ ମାଧ୍ୟମ- ଆପଣ ଅଫ୍ ଲାଇନ୍ ରେ ଆବେଦନ କରି ପାରିବେ । ତେବେ ଉଭୟ ସ୍ପିଡ ପୋଷ୍ଟ ଏବଂ ରେଜିଷ୍ଟ୍ରେଡ ପୋଷ୍ଟ ମାଧ୍ୟମରେ।

ଆବେଦନ ଫି୍- ଆପଣଙ୍କୁ କୌଣସି ଆବେଦନ ଫି ଦେବାକୁ ପଡିବ ନାହିଁ, ସମସ୍ତ ବର୍ଗ ପାଇଁ ମାଗଣା ।

ବୟସ ସୀମା- ବୟସ 21 ବର୍ଷରୁ ଉର୍ଦ୍ଧ୍ବ ହୋଇଥିବା ଦରକାର।

ଦରମା- 16000 ଟଙ୍କା ।

ଚୟନ ପ୍ରକ୍ରିୟା- ମେରିଟ, କେରିଆର ମାର୍କ ଅନୁସାରେ ।

ଆବେଦନ ପ୍ରକ୍ରିୟା-

ନୂଆପଡ଼ା ଜିଲ୍ଲା ତରଫରୁ ବାହାରିଥିବା ଶିକ୍ଷକ ନିଯୁକ୍ତି ପଦବୀରେ ଆବେଦନ ପାଇଁ ଆପଣ ଏହାର ଠିକଣା The Principal of Ekalavya Model School,Nuapada କୁ ପଠାଇବାକୁ ପଡ଼ିବ । ଆବେଦନ ଫର୍ମରେ ଆପଣଙ୍କୁ ଆପଣଙ୍କର ସମସ୍ତ ତଥ୍ୟ ଦେବାକୁ ପଡ଼ିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।