ଆଜିର ଦିନରେ ସମସ୍ତେ ସୋସିଆଲ ମିଡିଆରେ ସକ୍ରିୟ ରହିଛନ୍ତି। ଆଉ ପ୍ରତିଦିନ ଲୋକେ କିଛି ନା କିଛି ଭିଡିଓ ସେୟାର କରି ଚାଲିଛନ୍ତି। ଆଉ ଏହି ସବୁ ଭିଡ଼ିଓ ମଧ୍ୟରୁ ଲୋକ ମାନଙ୍କୁ କିଛି ଭିଡିଓ ବେସ ପସନ୍ଦ ଆସିଥାଏ।ଆଉ ଏଥିରୁ କିଛି ଭିଡିଓ ମଧ୍ୟ ବେଶ୍ ଭାଇରାଲ ହୋଇଥାଏ। ତେବେ ସୋସିଆଲ ମିଡିଆକୁ ମାଧ୍ୟମ କରି ଲୋକେ ଖୁବ୍ ଅଳ୍ପ ସମୟ ମଧ୍ୟରେ ଲୋକପ୍ରିୟ ମଧ୍ୟ ହୋଇ ପାରୁଛନ୍ତି। ଆଉ ରୋଜଗାର ମଧ୍ୟ କରି ପାରୁଛନ୍ତି।ତେବେ ସୋସିଆଲ ମିଡିଆରେ ସବୁଠାରୁ ଲୋକପ୍ରିୟ ଆପ୍ଲିକେସନ ଦେଉଛି ୟୁଟ୍ୟୁବ। ଏଥିରେ ଆମେ ଆମ ଇଚ୍ଛା ମୁତାବକ ଭିଡିଓ ଦେଖିବା ସହ ଅପଲୋଡ଼ ମଧ୍ୟ କରି ପରିବା। ତେବେ ଆଜିର ଦିନରେ ୟୁଟ୍ୟୁବକୁ ମାଧ୍ୟମ କରି ଆଜିର ଯୁବ ସମାଜ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇ ପାରୁଛନ୍ତି। ଏହା। ନିଜର ଏକ ସ୍ଵତନ୍ତ୍ର ପରିଚୟ ମଧ୍ୟ ତିଆରି କରି ପାରିଛନ୍ତି।
ତେବେ ୟୁଟ୍ୟୁବରେ ଆପଣ ମାନେ ବିଭିନ୍ନ ପ୍ରକାର ଭିଡିଓ ଦେଖିବାକୁ ପାଉଥିବା।ବିଭିନ୍ନ ପ୍ରକାର କଣ୍ଟେଣ୍ଟ ମାଧ୍ୟମରେ ୟୁଟ୍ୟୁବର ମାନେ ଦର୍ଶକ ମାନଙ୍କୁ ମନୋରଞ୍ଜନ ଯୋଗାଉଛନ୍ତି। ଆଉ ଏହି ସବୁ ମଧ୍ୟରୁ ଯାହା ଦର୍ଶକ ମାନଙ୍କ ଦୃଷ୍ଟି ଆକର୍ଷଣ କରୁଛି ତାହା ହେଉଛି କମେଡି। କମେଡି ମାଧ୍ୟମରେ ୟୁଟ୍ୟୁବର ମାନେ ଦର୍ଶକ ମାନଙ୍କ ଭଲ ପାଇବା ଜିତି ପାରୁଛନ୍ତି। ଆପଣ ୟୁଟ୍ୟୁବରେ ଅନେକ କମେଡି ଭିଡିଓ ଦେଖିବାକୁ ପାଇଥିବେ ଆଉ ଏ ସବୁକୁ ଖୁବ୍ ପସନ୍ଦ ମଧ୍ୟ କରୁଥିବେ।
ନିକଟରେ
ସେମିତି ଏକ ମଜାଦାର କମେଡି କ୍ଲିପ୍ ସାମ୍ନାକୁ ଆସିଛି। ଯାହା ଦେଖିଲେ ହସି ହସି ଆପଣଙ୍କ ପେଟ ଦରଜ ହୋଇଯିବ। ଭିଡିଓରେ ଜଣେ ଛୋଟ ପିଲା ଏଭଳି ମଜାଳିଆ ଢଙ୍ଗରେ ଜଣେ ଯୁବକଙ୍କ ପ୍ରଶ୍ନର ଉତ୍ତର ଦେଉଛନ୍ତି ଯାହା ଶୁଣିଲେ ପରେ ଆପଣ ଆପଣଙ୍କ ହସ ରୋକି ପାରିବେ ନାହିଁ।
ଭିଡ଼ିଓରେ ଦେଖିବା ପାଇଁ ମିଳୁଛି ଜଣେ ଛୋଟ ପିଲାଟି ଛାତ ଉପରେ ଛିଡ଼ା ହୋଇଛି। ଆଉ ଜଣେ ଯୁବକ ଜଣଙ୍କ ଆସି ପଚାରୁଛନ୍ତି ହୋଇରେ ବଦମାସ୍ ଏଠି କଣ ଛିଡା ହୋଇଛୁ। ପିଲାଟି କହୁଛି ମୁହିଁ ବସିକି ତାରା ଗଣୁଛି। ତାପରେ ଯୁବକ କହୁଛନ୍ତି ହୋଇରେ ବଦମାସିଆ ଟାଉଟରିଆ କୁଳାଙ୍ଗାରିଆ ତୁ ଦିନରେ ତାରା ଗଣୁଛୁ ତୁ କଣ ପଠାଣି ସାମନ୍ତଙ୍କ ପିଏ ନା ବିଏ ଯାଉଛି ତ ବୋଉକୁ କହୁଛି ରହ। ଏହପରେ ପିଲାଟି ଖୁବ୍ ମଜାଳିଆ ଢଙ୍ଗରେ କହୁଛି ତମ ବୋଉ ବୋଉ ଆମ ବୋଉ କଣ ପାଞ୍ଚ ଟଙ୍କିଆ ସେଉ। ଯାହା ଖୁବ୍ ମଜାଦାର ରହିଛି। ଆଉ ଦର୍ଶକ ମାନଙ୍କୁ ମଧ୍ୟ ବହୁ ମାତ୍ରାରେ ଏହି ଭିଡିଓ ପସନ୍ଦ ଆସିଛି। ଭିଡିଓଟି ବହୁ ମାତ୍ରରେ ସେୟାର ମଧ୍ୟ କରା ଯାଉଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।