ଦେଖନ୍ତୁ ଭିଡ଼ିଓ – ମୃତ୍ୟୁ ପୂର୍ବର Live ଦୃଶ୍ୟ ! ଆସିଲାବିମାନ କ୍ରାସ୍ ପୂର୍ବରଭିଡିଓ ସୋସିଆଲ ମିଡିଆରେ ରେକର୍ଡ ହୋଇଛି ଜୀବନ-ମୃତ୍ୟୁ ମଝିର କେଇ ସେକେଣ୍ଡର ଲୋମଟାଙ୍କୁରା ସମୟ ,ଦୟାକରି ଅଧିକରୁ ଅଧିକ ସେୟାର କରନ୍ତୁ…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ରାଜସ୍ଥାନ ଓ ମଧ୍ୟପ୍ରଦେଶ ରେ ଘଟିଥିବା ଦୁଇ ଦୁଇ ଟି ବିମାନ ଦୁର୍ଘଟଣା କୁ ନେଇକି ଭାଇରାଲ ହେଉଥିବା ଏକ ଅଭାବନୀୟ ଘଟଣା ବିଷୟରେ |ଆଉ ଯେଉଁଠି ପାଇଲଟ ମାନଙ୍କ ସହିତ ଆଉ କିଏ କିଏ ସେହିଁ ବିମାନ ରେ ଥିଲେ ଆଉ କଣ କଣ କ୍ଷତି ହୋଇଛି ସେମାନଙ୍କର ତାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ସୁଖଇ 30 ଓ ମୀରାଜ2000 ବାୟୁ ସେନା ର ଦୁଇ ଦୁଇଟି ବିମାନ ବର୍ତ୍ତମାନ ଦୁର୍ଘଟଣା ଗସ୍ତ ହୋଇଛି ବୋଲି କୁହାଯାଉଛି | ଆଉ ଘଟଣା ସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି ବୋଲି ମଧ୍ୟ କୁହାଯାଉଛି |ଆଉ ଯାହା କୁହାଯାଉଛି କି ଏହି ଦୁଇଟି ବିମାନ ମଧ୍ୟପ୍ରଦେଶ ର ଗୁଆଗିର ରୁ ଉଡାଣ ଭରିଥିଲେ |ଆଉ ଯାହା କୁହା ଯାଉଛି କି ବିମାନ ଦୁଇଟି ମଝିରେ ଆକାଶରେ ଧକ୍କା ହେବା ପରେ ବିମାନ କ୍ରାଶ ହୋଇଛି ବୋଲି ମଧ୍ୟ କୁହାଯାଉଛି |ତେବେ ଜାହା କୁହାଯାଉଛି କି ବିମାନ କ୍ରାସ ହେବା ପରେ ସୁଖଇ 30 ରେ ଦୁଇ ଜନ ଓ ମୀରାଜ2000ଜଣେ ପାଇଲଟ ଥିଲେ | ଆଉ ଦୁଇଜଣ ପାଇଲଟ ସୁରକ୍ଷିତ ଥିବା କଥା ମଧ୍ୟ କୁହାଯାଉଛି ଆଉ ତୃତୀୟ ପାଇଲଟ କୁ ଖୋଜିବା ପାଇଁ ମଧ୍ୟ ସର୍ଚ୍ଚ ଅପେରସନ ଚାଲିଛି ବୋଲି କୁହାଯାଉଛି |

ଆଉ ଯାହା କୁହାଯାଉଛି କି ରାଜସ୍ଥାନ ର ଭାରତ ପୁର ରେ ଏକ ଚାଟାର୍ଡ଼ ବିମାନ କ୍ରାସ ହୋଇଥିବା କଥା ମଧ୍ୟ କୁହାଯାଉଛି |ଆଉ ଏହି ଭଳି ଭାବରେ ଦୁଇ ଦୁଇଟି ବିମାନ କ୍ରାସ ହୋଇଥିବା ଘଟଣା ଟି ବର୍ତ୍ତମାନ ସମସ୍ତ ମନରେ ଏକ ଭୟ ସୃଷ୍ଟି ହୋଇଛି ବୋଲି କୁହାଯାଉଛି | ତାହା ସହିତ ଗୁଜୁରାଟ ରେ ଯେଉଁ ବିମାନ ଦୁର୍ଘଟଣା ଘଟିଛି ସେଥିରେ ବିମାନ ଟି ପୁରା ପୁରି ଜଳି ଯାଇଛି ବୋଲି ମଧ୍ୟ କୁହାଯାଉଛି |

ଆଉ ଯାହା ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି ମଧ୍ୟପ୍ରଦେଶ ର ମୋରାନା ରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଦୁଇଟି ବିମାନ ର ଭଗ୍ନ ଅଂଶ ଏଣେ ତେଣେ ପଡିଥିବାର ମଧ୍ୟ ଦେଖିବାକୁ ମିଳିଥିଲା |ଆଉ ଦୁର୍ଘଟଣା କୁ ନେଇକି ବାୟୁସେନା ତରଫରୁ ପୁରା ପୁରି ସର୍ଚ୍ଚ ଅପେରସନ ଜାରି ରହିଛି, ଆଉ ଘଟଣା ର ମଧ୍ୟ ତଦନ୍ତ ଚାଲିଛି ବୋଲି କୁହାଯାଉଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ଏହି ଭଳି ଏକ ଅଭାବନୀୟ ଘଟଣା ଟି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment