Odisha News Portal

ଆସିଲା ବ଼ଡ ଭବିଷ୍ୟତବାଣୀ !ରାଜ୍ୟ ଏବେ ଉଠୁଛି ପଡୁଛି , ମୁଖ୍ୟମନ୍ତ୍ରୀ ହେବେ ଅପରାଜିତା , ଭୟଭୀତ ହୋଇଛନ୍ତି ନବୀନ ବାବୁ ! ଆପଣଙ୍କ ମତରେ କିଏ ଭଲ ନବୀନ ବାବୁ ନା ଅପରାଜିତା ଷଡଙ୍ଗୀ ?

0 4

ବର୍ତ୍ତମାନ ସମୟରେ ସବୁଠୁ ବଡ ପ୍ରଶ୍ନ ଉଠୁଛି କି ଏବେକା ସମୟରେ ଓଡିଶାର ମୁଖ୍ୟମନ୍ତ୍ରୀ କିଏ ହେବ ବୋଲି । ଏହି କଥାକୁ ନେଇ ସମସ୍ତେ ଏବେ ଚିନ୍ତାରେ ପଡି ଯାଇଛନ୍ତି । ଏବେକା ସମୟରେ ଏହି କଥା କହିବାର ଅର୍ଥ ଏହାକି ବିଜେଡିକୁ ବାରମ୍ବାର ଆକ୍ରମଣ କରୁଛି ଭୁବନେଶ୍ୱରର ସାଂସଦ ଅପରାଜିତା ମହାନ୍ତି । ତେବେ ଏବେକା ସମୟରେ ବିଜେପିର ମୁଖ୍ୟମନ୍ତ୍ରୀ ପାର୍ଥୀ ଭାବରେ ଏଣ୍ଟ୍ରି ମାରିଛନ୍ତି ପୂର୍ବତନ ଆଇଏସ ଅଫିସର ଅପରାଜିତା ଷଡଙ୍ଗୀ । ଆଇଏସ ଥିବା ବେଳେ ନାକେଦମ କରୁଥିଲେ ଏବଂ ଏବେ ରାଜନିତୀକୁ ଆସିବା ପରେ ମଧ୍ୟ ନାକେଦମ କରୁଛନ୍ତି ସମସ୍ତଙ୍କୁ ଅପରାଜିତା ।

ତେବେ ଏବେ ବିଜେପି ରାଜନୀତି ଉଠୁଚି ପଡୁଛି , ଏବେ ମୁଖ୍ୟମନ୍ତ୍ରୀ ହେବ କିଏ । ଦୀର୍ଘ 20 ବର୍ଷ ପରେ କେହି ଜଣେ ନବୀନଙ୍କୁ ସିଧାସଳଖ ଚ୍ୟାଲେଞ୍ଜ ଦେବାରେ ରାଜ୍ୟରେ ବିଜେପିର ସମର୍ଥନ ହୋଇଛନ୍ତି । ତେବେ ଆଗାମୀ ଉପନିର୍ବାଚନକୁ ନେଇ ଯେତିକି ଚର୍ଚ୍ଚା ନୁହେଁ ଅପରାଜିତାଙ୍କୁ ଅଣଦେଖା ପ୍ରସଙ୍ଗ ଏବେ ଉଠୁଛି ସବୁଠୁ ବଡ ଚର୍ଚ୍ଚା ।

ଏମିତିରେ ତ ବିଜେଡି ସୁପ୍ରିମନ୍ ନବୀନଙ୍କୁ ଚ୍ୟାଲେଞ୍ଜ କରି ରାଜଧାନୀଗଡରେ ବିନା ବିଧାୟକରେ ସାଂସଦ ହୋଇଛନ୍ତି ଅପରାଜିତା ଯାହାକି କୌଣସି ମତେ ନବୀନଙ୍କୁ ଗ୍ରହଣୀୟ ହେଉ ନଥିଲା । ତେବେ ଏବେକା ସମୟରେ ଅପରାଜିତା ଏମିତି କାହିଁକି କରୁଛନ୍ତି ତାହା କେହି ଜାଣି ପାରୁ ନାହାନ୍ତି ।

ଏହା ସହିତ କୋଭିଡ ନିୟମ ଉଲ୍ଲଘଂନରେ ଅପରାଜିତାଙ୍କର ଅଫିସ୍ ସିଲ୍ କରିବାକୁ ସାଧାରଣରେ ଗ୍ରହଣ କରାଯାଇ ପାରୁନି । ତେବେ ସେହି ସମୟରେ ଅପରାଜିତା କହିଛନ୍ତି କି ସେ ନିୟମ ଭାଙ୍ଗିଛନ୍ତି ତେବେ ଆଇନ ତ ସମସ୍ତଙ୍କ ପାଇଁ ସମାନ ଅଟେ ସେଥିପାଇଁ ବିଧାୟକ ଉମା ସାମନ୍ତରାୟ ମନ୍ତ୍ର ସମୀର ଦାଶ ମଧ୍ୟ ନିୟମ ଭାଙ୍ଗିଛନ୍ତି । ଏହା ସହିତ ଭୁବନେଶ୍ୱରରେ ବିଜେଡି ଅଫିସରେ ମଧ୍ୟ ଅନେକ ଥର ନିୟମର ଖୋଲାଖୋଲି ଉଲଙ୍ଘନ କରାଯାଇଛି ମାତ୍ର ସେମାନଙ୍କ ପାଇଁ କୌଣସି କାର୍ଯ୍ୟନୁଷ୍ଟାନ ଗ୍ରହଣ କରାଯାଇନାହିଁ । ଏଭଳି କ୍ଷେତ୍ରରେ ଅପରାଜିତାଙ୍କର ଲୋକପ୍ରିୟତା ସମସ୍ତଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟି ଗଲାଣି ।

ଅନ୍ୟପଟେ ଜାତୀୟ ସ୍ତରରେ ଅପରାଜିତାଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦିଆଯାଇ ତାଙ୍କୁ ତାଙ୍କ ଭୂମିକାକୁ ଆହୁରି ଶକ୍ତିଶାଳୀ କରାଯାଉଛି ।ତେବେ ଅପରାଜିତା ବି କହିସାରିଲେଣି ଯେ ଏଥର କେନ୍ଦ୍ରର ଟାର୍ଗେଟରେ ରହିଛି ଓଡିଶା । ତେବେ ଆଗକୁ ଅଧିକରୁ ଅଧିକ ଆଶନ ନେଇ କରି ରାଜ୍ୟରେ ବିଜେପିର ଗଡ ବନେଇବା କଥା କହିଛନ୍ତି ଅପରାଜିତା । ମାତ୍ର ଏଥିରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏହା କି ରାଜ୍ୟରେ ଅପରାଜିତା ଯେଉଁ କଥା ଉଠେଇ ଛନ୍ତି ମାତ୍ର ତାଙ୍କର କଥାକି କେହି ବିଜେପି ପ୍ରାର୍ଥା କିଛି ହେଲେ ମଧ୍ୟ ଉତ୍ତର ରଖିନାହାନ୍ତି କି କିଛି ପ୍ରଶ୍ନ ମଧ୍ୟ କରିନାହାନ୍ତି । 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।