Odisha News Portal

ପୁଣି ସୃଷ୍ଟି ହେଲା ସାମୁଦ୍ରିକ ବାତ୍ୟା ! ଏହି ଜାଗାରେ କରିବ ଲ୍ୟାଣ୍ଡଫଲ ବାତ୍ୟା ” ଖ୍ରୀଷ୍ଟୋଫ୍ ” ! ସେୟାର କରି ସମସ୍ତ ଙ୍କୁ ଜଣାନ୍ତୁ….

0 49

କରୋନା ମହାମାରୀ ପାଇଁ ଏବେ ବିଶ୍ୱରେ ହାହାକାର ହୋଇଯାଇଛି , ଏଥିପାଇଁ ସମସ୍ତେ ଚିନ୍ତିତ ରହିଛନ୍ତି । ମାତ୍ର ଏବେକା ସମୟରେ ଏଥିରେ ଟିକେ ସୁଧାର ଆସିବାର ଦେଖିବାକୁ ମିଳିଛି କି ନାହିଁ ଅନ୍ୟ ଏକ ସମସ୍ୟା ଆମ ମାନଙ୍କ ସାମ୍ନାକୁ ଆସିଛି । ଯେଉଁଥିପାଇଁ ଏବେ ସମସ୍ତେ ବହୁତ ଚିନ୍ତାରେ ଅଛନ୍ତି । ତେବେ କଥାଟି ହେଉଛି କି ଏହି କରୋନା ସମୟରେ ଏକ ବାତ୍ୟା ଆସିବାକୁ ୟାଉଛି , ଯାହାକି ବହୁତ ଭୟଙ୍କର ରୂପ ନେବ ବୋଲି ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି ।

ଆପଣ ମାନେ ତ ଜାଣିଛନ୍ତି କି ଏହି କିଛି ଦିନ ଆଗରୁ ଗୋଟିଏ ବାତ୍ୟା ଆସିଥିଲା ଯେଉଁଥିରେ ଅନେକ କ୍ଷୟକ୍ଷତି ମଧ୍ୟ ହୋଇଥିଲା , ମାତ୍ର ତାହାର ଟିକେ ସୁଧାର ଆସିବା ପରେ ଏହି କରୋନା ପାଇଁ ସାରା ବିଶ୍ୱରେ ଲୋକମାନେ ଚିନ୍ତାରେ ପଡିଯାଇଥିଲେ । ତେବେ ପୁଣି ଅନ୍ୟ ଏକ ବାତ୍ୟାର କଥା ଶୁଣି ଲୋକମାନେ ବହୁତ ବ୍ୟସ୍ତ ହୋଇ ପଡିଛନ୍ତି ।

ଏବେକା ସମୟରେ ୟେଉଁ ବାତ୍ୟା ଆସିବାକୁ ଯାଉଛି ତାହାର ନାମ ହେଉଛି ଖ୍ରୀଷ୍ଟୋଫ , ଯାହାକି ୟୁକେର ଦାନା ବାନ୍ଦିବାରେ ଲାଗିଛି ବୋଲି ପାଣିପାଗ ବିଭାଗ ୟୂଚନା ପ୍ରଦାନ କରିଛି ।

ଏହି ବାତ୍ୟା ଖ୍ରୀଷ୍ଟୋଫ ଦ୍ୱାରା ବିଜୁଳି ସହିତ ବାତ୍ୟା ହେବାର ସମ୍ଭାବନା ରହିଛି , ଏହି ବାତ୍ୟା ମଙ୍ଗଳବାର ରାତିରୁ ଆରମ୍ଭ ହୋଇପାରେ ବୋଲି କୁହାଯାଇଛି । ଏହାର ପ୍ରଭାବରେ କେତେକ ଅଞ୍ଚଳରେ ବନ୍ୟା ହେବାର ମଧ୍ୟ ଆଶଙ୍କା ଦେଖାଦେଇଛି । ତେଣୁ ଏପରି ଏହା ପ୍ରଭାବରୁ ଲୋକମାନଙ୍କୁ ରକ୍ଷା କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ସୁରକ୍ଷା କାର୍ଯ୍ୟ ଆରମ୍ଭ ହୋଇଯାଇଛି ।

ଏହା ସହିତ ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସତର୍କ ରହିବା ପାଇଁ ମଧ୍ୟ କହିଛନ୍ତି । ତେବେ କରୋନାକୁ ଆଖି ଆଗରେ ରଖି ଏହି ବାତ୍ୟାର ମୁକାବିଲା କରିବା ପାଇଁ ସମସ୍ତ ପ୍ରସ୍ତୁତି ହୋଇ ସାରିଛି ବେଲି ଡୋନାକାଷ୍ଟରର ମେୟର ରୋସ ଜୋନସ କହିଛନ୍ତି । ଏହା ସହିତ ଏହି ବାତ୍ୟାର ପ୍ରଭାବ ଇଂଲଣ୍ଡର ଉତ୍ତର କେନ୍ଦ୍ରାଞ୍ଚଳରେ ପଡିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ତେବେ ସେହି ସମସ୍ତ ସ୍ଥାନକୁ ସୁରକ୍ଷା ବଳୟ ମଧ୍ୟରେ ରଖିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି । ଏହି ବାତ୍ୟାର ପ୍ରଭାବରୁ ଯେଉଁ ସ୍ଥାନରେ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି ସେହି ସମସ୍ତ ସ୍ଥାନ ମାନଙ୍କୁ ୟଲୋ ୟାର୍ଣ୍ଣିଂ ମଧ୍ୟ ଜାରି କରିଛନ୍ତି । ତେବେ ଏହା ହେଉଛି ଇଂଲଣ୍ଡର ତୃତୀୟ ସାମୁଦ୍ରିକ ଝଡ ଅଟେ , ଯାହାକୁ ବହୁତ ଭୟଙ୍କର ରୂପ ଧାରଣ କରିପାରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।