ଅଶ୍ଳୀଳତା ଡ୍ୟାନ୍ସ କରୁଛନ୍ତି ଫ୍ୟାମିଲି ବସିକି ଦେଖୁଛନ୍ତି…ଭଲ ଲାଗୁନି ଦେଖିବାକୁ… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ଆପଣମାନେ ସମସ୍ତେ ଡାନ୍ସକୁ ପସନ୍ଦ କରନ୍ତି , ଆଉ ପ୍ରତେକ ଙ୍କ ମନରେ ବି କୋଉଠି ନାଁ କୋଉଠି ଟିକେ ଆଶା ଥାଏ କି ଡାନ୍ସ ଟେ କରିବେ ବୋଲି, ବିଶେଷ କରି ଆମ ସମାଜରେ ଝିଅ ବା ମହିଳା ମାନଙ୍କ ଅପେକ୍ଷା ବେଶୀ ସ୍କୋପ ପୁରୁଷ ମାନଙ୍କୁ ଦିଆଯାଇଥାଏ, ଆଉ ଆମ ସମାଜରେ ଏପରି ବି କିଛି ଲୋକ ଅଛନ୍ତି ଅର୍ଥାତ ମହିଳା ବା ଝିଅ ବୋହୁ ମାନେ ଅଛନ୍ତି ଯାହା ପାଖରେ ନାଚିବାର କଳା ଥାଇ ମଧ୍ୟ ସେମାନେ ସେମିତି ସୁବିଧା ସୁଯୋଗ ପାଇପାରିନାହାନ୍ତି |

ଏପରି କିଛି ତଥ୍ୟକୁ ମିଡ଼ିଆ ସାମ୍ନାରେ ଉପସ୍ଥାପନା କରିଛନ୍ତି ମହିଳା ଜଣଙ୍କ , ତାଙ୍କର ଯାହା କହିବା କଥା କି, ସେ ତାଙ୍କର ପରିବାର ସହିତ ସହରରେ ରହୁଥିଲେ ଅର୍ଥାତ, ତାଙ୍କର ସମସ୍ତ ପରିବାର ଗାଁ ରେ ରହିଥିବା ବେଳେ ସେ ତାଙ୍କର ସ୍ୱାମୀ ଓ ଦୁଇ ପୁଅଙ୍କ ସହିତ ସହରରେ ରହୁଛନ୍ତି | ଆଉ ପୁଅର ନାଚ ପ୍ରତି ଆଗ୍ରହ ଦେଖି ସେ ତାଙ୍କୁ ଡାନ୍ସ କ୍ଲାସରେ ଭର୍ତି କରାଇଥିଲେ |

କିନ୍ତୁ ମହିଳା ଜଣଙ୍କର ନାଚ ପ୍ରତି ଇଛା ଛୋଟ ବେଳରୁ ଥିଲା କିନ୍ତୁ ସେତେବେଳେ ତାଙ୍କୁ ସେମିତି ନିଜ ପ୍ରତିଭାକୁ ଦେଖାଇବା ପାଇଁ ପ୍ଲାଟଫର୍ମ କି ସେମିତି ବଡ ସ୍କୋପ ମିଳିନଥିଲା | ଛୋଟରୁ ବଡ ହେଲେ ତଥାପି ତାଙ୍କର ଇଚ୍ଛାକୁ କେବେବି ପ୍ରକାଶ କରିବାର ସୁଯୋଗ ସେ ପାଇନଥିଲେ, କିନ୍ତୁ ତାଙ୍କର ବାହା ଘର ପରେ ଆଉ ଯେତେବେଳେ ସେ ପିଲାଙ୍କ ସହ ସହରରେ ରହିଲେ ଆଉ ତାଙ୍କ ପିଲାଙ୍କୁ ଡାନ୍ସ ଶିଖାଇବା ପାଇଁ ଆସିଥିଲେ ସେତେବେଳେ ନିଜ ପ୍ରତିଭାକୁ ଦେଖାଇବା ପାଇଁ ସେ ଚାହିଁଲେ |

ଆଉ ତାଙ୍କ କଥାରେ ସ୍ୱାମୀବି ସପୋର୍ଟ କରିବା ସହ ରାଜି ବି ହେଇଥିଲେ ଆଉ ପରେ ସେ ଯାଇ ଅନ୍ତର୍ଜାତୀୟ ନାଚ ଶିକ୍ଷକଙ୍କ ପାଖରେ ଭର୍ତି ହେଇଥିଲେ, ଆଉ ରଙ୍ଗିଲା ଭଳି ଗୋଟେ ଡାନ୍ସର ପ୍ରାକକ୍ଟିସ ମଧ୍ୟ ସେକରିଥିଲେ, ତେବେ ସେ ଜଣେ ଏବେ ସ୍କୁଲର ଏମପ୍ଲୟ ଅଛନ୍ତି ଆଉ ସେଥିରେ ରହି ମଧ୍ୟ ସେ ନାଚ ଶିଖୁଛନ୍ତି ଆଉ ପ୍ରତିଭାକୁ ଦେଖାଇବାକୁ ଚାହିଁଛନ୍ତି , ତାଙ୍କର କହିବା କଥା କି ଆପଣମାନେ ଡାନ୍ସ କରନ୍ତି କିନ୍ତୁ ଅଶ୍ଳୀଳ ପୋଷାକ ପିନ୍ଧୁ ନିଜର ସନମାନକୁ ପକାଇ ନୁହଁ |

ଯାହା ଆମ ପାଉ ଠିକ ଆଉ ଆମ ସମାଜ ପାଇଁ ଠିକ ସେହିଭଳି ପୋଷାକ ପିନ୍ଧିଲେ ଆଉ ସେଭଳି ପୋଷାକରେ ଡାନ୍ସ କରିଲେ ଆପଣଙ୍କୁ ସମସ୍ତେ ସପୋର୍ଟ କରିବେ , ଯୋଉପରି ମୁଁ ବିବାହିତ ହୋଇ ମତେ ମୋ ସ୍ୱାମୀ ଡାନ୍ସ କରିବା ପଶି ସ୍କୋପ ଦେଇଛନ୍ତି ସେହି ଭଳି ଆପଣମାନେ ମଧ୍ୟ ପାଇବେ, ତେବେ ଜଣେ ମହିଳା ଙ୍କର ଏପରି କଥା ଏବେ ସେସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେବା ସହିତ ସମସ୍ତେ କଥାଟିକୁ ପସନ୍ଦ ମଧ୍ୟ କରୁଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment