ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ ସୋସିଆଲ ମିଡ଼ିଆରେ ଚହଳ ଖେଳାଇ ଥିବା ଲେଡି ବ୍ଲାକ ମେଲର ଙ୍କ ବିଷୟରେ | ଆଉ କୁହାଯାଉଛି କି ଯୁଆଡେ ଦେଖିବା ସେହି ଗୋଟିଏ କଥା ସାମ୍ନା କୁ ଆସୁଛି ତାହା ହେଉଛି ଅର୍ଚନା ନାଗ ଓ ତାଙ୍କର ସ୍ୱାମୀ ଜଗବନ୍ଧୁ ଙ୍କ ବିଷୟରେ ସୂଚନା | ଆଉ ଯାହା କୁହାଯାଉଛି କି ଲେଡି ବ୍ଲାକ ମେଲର ଜାଲରେ ଫୋସେଇଛନ୍ତି ଅନେକ ନେତା ଓ ରାଜନେତା ମାନେ | ସେମାନଙ୍କ ପାଖରୁ ମୋଟା ଅଙ୍କରେ ଟଙ୍କା ନେଇ ଅଏସ ଓ ଆରାମ ରେ ଜୀବନ ବିତାଇବାକୁ ଲାଗିଛନ୍ତି | ଆଉ ବର୍ତ୍ତମାନ ଅର୍ଚନା ନାଗ କୁ କୋଟ ଚାଲାଣ କରାଯାଉଛି ଓ ଅର୍ଚନା ନାଗ ସମସ୍ତ ଘଟଣା ର ସିବିଆଇ ତଦନ୍ତ କରିବା ପାଇଁ ମଧ୍ୟ କହିଛନ୍ତି |ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |
ତେବେ ଏଠାରେ କୁହାଯାଉଛି କି କଳାହାଣ୍ଡି ଓ କେସିଙ୍ଗା ଭଳି ଗୋଟିଏ ଛୋଟ ଜାଗା କୁ ଆସିକି ନିଜର ବେଣି କୁ ହଳାଇ ଭୁବନେଶ୍ୱର କୁ ଚହଲାଇ ଦେଉଥିବା କଥା କୁହାଯାଉଛି |ଆଉ ନିଜର ମାୟା ଜାଲରେ ଫୋସାଇ ବଡ ବଡ଼ ଧନି ଲୋକ ମାନଙ୍କୁ ସେମାନଙ୍କ ଟଙ୍କାରେ ନିଜର ଆଲିସାନ ଘର ତିଆରି କରୁଥିଲେ | ସେମାନଙ୍କୁ ଦେହ ସୁଖ ଦେଇ ପରେ ବ୍ଲାକ ମେଲିଂ କରି ଟଙ୍କା ନେବାକୁ ଲାଗିଥିଲେ ଅର୍ଚନା |ତେବେ ପାପ ର ଭାର ବେଶୀ ଦିନ ରହେନାହିଁ ବୋଲି କୁହାଯାଏ |
ତେବେ ସୂଚନା ଅନୁସାରେ ମାୟାବିନୀ ଅର୍ଚନା ନାଗ ଓ ତାଙ୍କର ସ୍ୱାମୀ ଜଗବନ୍ଧୁ ଙ୍କୁ ବର୍ତ୍ତମାନ ପୋଲିସ ଗିରଫ କରି କୋଟ ଚାଲାଣ କରିଛି | ଆଉ ଜେଲ ରୁ ବାହାରି କୋଟ କୁ ଯାଉଛନ୍ତି ଅର୍ଚନା କିନ୍ତୁ ମୁହଁ କମେଇ ନାହାନ୍ତି ସେ , ଯେତେବେଳେ ମିଡ଼ିଆ ଭାଇ ମାନେ ପଚାରୁଛନ୍ତି କି ଆପଣ ଗାଡ଼ି କିଣିବା ପାଇଁ ଏତେ ଟଙ୍କା କୋଉଠୁ ଆଣୁଛନ୍ତି ସେତେବେଳେ ମୁହଁ ଖୋଲିଛନ୍ତି ଅର୍ଚନା |କୁହାଯାଉଛି କି କି ସିବିଆଇ ତଦନ୍ତ କରିବା ପାଇଁ | ଆଉ ତଦନ୍ତ କରିଲେ ଯାଇ ମୁହଁ ଖୋଲିବେ ଅର୍ଚନା ଆଉ ସବୁ ଘଟଣା ର ସତ୍ୟା ସତ୍ୟ ପ୍ରକାଶ କରିବେ ବୋଲି ମଧ୍ୟ କହିଛନ୍ତି |
ଆଉ ଅର୍ଚନା ନାଗ ସମସ୍ତ ଘଟଣା ର କଥା କୁ ପ୍ରକାଶ କରିବେ ବୋଲି ମଧ୍ୟ କହିଛନ୍ତି ଅର୍ଚନା | ତେବେ ଜେଲ ରେ ସିନା ଅଛନ୍ତି ଅର୍ଚନା କିନ୍ତୁ ତାଙ୍କର ମୁହଁ ଆଜି ବି କମିନି, ଆଉ ସମସ୍ତଙ୍କ ଆଗରେ ହାର ମାନୁ ନାହାନ୍ତି | ଚୋର ମୁହଁ ସବୁବେଳେ ଟାଣ ରହିବା ଭଳି ଅର୍ଚନା ନାଗ ମଧ୍ୟ ସେହିଭଳି ମୁହଁ ଖୋଲିଛନ୍ତି ଗଣ ମାଧ୍ୟମ ଆଗରେ | ଆଉ ସମ୍ପୂର୍ଣ୍ଣ ଘଟଣା ର ତଦନ୍ତ ପରେ ଯାଇକି ଅର୍ଚନା ସମସ୍ତ ସତ କୁ ପ୍ରକାଶ କରିବେ ବୋଲି କହିଛନ୍ତି | ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।