ଅର୍ଚ୍ଚିତା ସାହୁ ଙ୍କ ଭଉଣୀ ଙ୍କୁ ଦେଖିବା ପାଇଁ ବହୁତ ହଟ୍ ଏବଂ ସୁନ୍ଦର ଦେଖିଲେ ଆପଣ ମଧ୍ୟ ହୋଇଯିବେ ଦିୱାନା ….

ଆପଣ ମାନେ ସମସ୍ତେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିବା କଳାକାର ମାନଙ୍କୁ ଜାଣିଥିବେ । ତେବେ ତାଙ୍କର ପର୍ସନାଲ ଲାଇଫ୍ କଥା ମଧ୍ୟ ଅଳ୍ପ ବହୁତ ଜାଣିଥିବେ । ଓଡିଆ ଜଗତର କଳାକାର ମାନେ ନିଜର ଚେଷ୍ଠା, ନିଷ୍ଠା ଏବଂ ସଂଘର୍ଷ ମାଧ୍ୟମରେ ଆଜି ଏପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି । ତେବେ ଆଜି ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି କେବଳ ନିଜର ଆତ୍ମ ବିଶ୍ବାସ , ଦୃଢ ମନୋବଳ ଏବଂ କଠିନ ପରିଶ୍ରମ ବଳରେ । ଏହି କଳାକାର ମାନଙ୍କର ଅବଦାନ ମଧ୍ୟ ଅନେକ ରହିଛି ଓଡିଆ ଇଣ୍ଡଷ୍ଟ୍ରିକୁ ।

ଆଜି ଆମେ ଆପଣ ମାନଙ୍କj ପ୍ରିୟ ଓଲିଉଡର ହିରୋଇନ ଅର୍ଚ୍ଚିତା ସାହୁଙ୍କ ବିଷୟରେ କିଛି କହିବାକୁ ଯାଉଛୁ ।

ତାହେଲେ ଆପଣ ମାନେ ଜାଣିଥିବେ ଅର୍ଚ୍ଚିତା ସାହୁ ଚଳଚ୍ଚିତ୍ର ଜଗତକୁ ଆସିବା ପୂର୍ବରୁ ଜଣେ ବହୁତ ବଡ଼ କ୍ଲାସିକାଲ ନର୍ତ୍ତକୀ ଥିଲେ । କହିରଖୁଛୁ କି ଅର୍ଚ୍ଚିତା ସାହୁ ତାଙ୍କ ସମୟରେ ଓଡ଼ିଶୀର ଜଣେ ଏକ ନମ୍ବର୍ ଡ୍ୟାନସର୍ ଥିଲେ ।ଏହାର କାରଣ ହେଲା ଅର୍ଚ୍ଚିତା ସାହୁ ନିଜର ଛଅ ବର୍ଷ ବୟସରୁ ପ୍ରାୟ ଓଡିଶୀ ଡ୍ୟାନ୍ସ କରି ଆସିଛନ୍ତି । ଅର୍ଚ୍ଚିତା 2005 ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଦେଇଥିଲେ।


ଅର୍ଚ୍ଚିତା ସାହୁଙ୍କ ଜୀବନର ପ୍ରଥମ ଫିଲ୍ମର ନାମ ହେଉଛି ଓ ମାଇଁ ଲଭ୍ । ତାଙ୍କର ପ୍ରାୟ ତିନି ଗୋଟି ଫିଲ୍ମ ବାବୁ ଆଇ ଲଭ ୟୁ,ଓ ମାଇଁ ଲଭ,ଆକାଶେ କି ରଙ୍ଗ ଲାଗିଲା । ତେବେ ତାଙ୍କର ଓ ମାଇଁ ଲଭ ଚଳଚିତ୍ରଟି କେବଳ ସମ୍ପୂର୍ଣ୍ଣ ଓଡିଶା ବର୍ଷରେ ନୁହଁବରଂ ସମ୍ପୂର୍ଣ୍ଣ ଭାରତ ବର୍ଷରେ ପ୍ରସିଦ୍ଧ ଲାଭ କରିଥିଲା । ପ୍ରକୃତରେ ଦେଖିବାକୁ ଗଲେ ଅର୍ଚ୍ଚିତା ସାହୁ ଆମ ଓଡ଼ିଶା ପାଇଁ ଅନେକ ଗୁଡିଏ ସୁନାମ ଅର୍ଜନ କରିଛନ୍ତି ।

ସେ 2013 ମସିହାରେ ଫେମିନା ମିଶ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ ଏବଂ ସେ ପ୍ରଥମ ରନର୍ସ ଅପ ହୋଇଥିଲେ । ସେ ସେଠାରେ ମିସ୍ ଟ୍ୟାଲେଣ୍ଟଡ଼ ଓ ମିଶ ଷ୍ଟାଇଲିସ ହେୟାର ପଦ ଜିତିଥିଲେ । ଅର୍ଚ୍ଚିତା ସାହୁ ବର୍ତ୍ତମାନ 27 ବର୍ଷ ବୟସରେ ପଦାର୍ପଣ କରିସାରିଛନ୍ତି । ଅର୍ଚ୍ଚିତାଙ୍କ ଶରୀରର ଓଜନ ପ୍ରାୟ 55 କେଜି ଅଟେ ଏବଂ ତାଙ୍କ ଶରୀରର ଉଚ୍ଚତା ପ୍ରାୟ 5.9 ଇଞ୍ଚ ଅଟେ।
ଅର୍ଚ୍ଚିତା ସାହୁଙ୍କର ସମ୍ପତ୍ତି ଉପରେ ଯଦି ନଜର ପକେଇବେ ତାହେଲେ ଅର୍ଚ୍ଚିତାଙ୍କ ପାଖରେ 55 ଲକ୍ଷ ଟଙ୍କାର ଏକ ବିଏମ ଡବ୍ଲ୍ୟୁ କାର ରହି ଅଛି । ଆଉ ଏହା ସହିତ ଅର୍ଚ୍ଚିତାଙ୍କ ପାଖରେ ଏକ ସୁନ୍ଦର ଓ ଆଲିସାନ ଘର ରହି ଅଛି । ତେବେ ଅର୍ଚ୍ଚିତା ଗୋଟେ ଚଳଚ୍ଚିତ୍ରରେ କାମ କରିବା ପାଇଁ ପ୍ରାୟ 15-20 ଲକ୍ଷ ଟଙ୍କା ନେଇ ଥାଆନ୍ତି ।ଏହାସହିତ ସେ ଯେକୌଣସି ଏକ ବ୍ରାଣ୍ଡର ପ୍ରମୋସନ ପାଇଁ ପାଖାପାଖି 3-5 ଲକ୍ଷ ଟଙ୍କା ନେଇଥାଆନ୍ତି । ସେ 2005 ରୁ ଆଜି ପର୍ଯ୍ୟନ୍ତ ପାଖାପାଖି 35 ଟି ଫିଲ୍ମରେ କାମ କରି ସାରିଲେଣି।

ତେବେ ଓଡ଼ିଶାରେ ଅର୍ଚ୍ଚିତାଙ୍କ ପ୍ରସଂସକଙ୍କ ସଂଖ୍ୟା ବେଶ ଅଧିକ ରହିଥାଏ । ଆଉ ସେ ଗୋଟେ ଚଳଚ୍ଚିତ୍ର ପାଇଁ ଯେତେ ଟଙ୍କା ନେଇ ଥାଆନ୍ତି ପ୍ରାୟ ଓଡ଼ିଶାରେ ଅନ୍ୟ କୌଣସି ହିରୋଇନ ସେତେ ଟଙ୍କା ନେଇ ନଥାନ୍ତି । ଅର୍ଚ୍ଚିତା ସାହୁ ବର୍ତ୍ତମାନ ସମୟରେ ସିଙ୍ଗେଲ ଅଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment