Odisha News Portal

କେତୋଟି ଚାନସରେ IAS ପାଇଥିଲେ ଅପରାଜିତା ! ଜାଣନ୍ତୁ କଣ କହିଲେ ଅପରାଜିତା ତାଙ୍କର ଜୀବନୀ ବିଷୟରେ….

ଆଜି ଆମେ ଆପଣ ମାନଙ୍କୁ ଏମିତି ଜଣେ ନାରୀଙ୍କ ସଂପର୍କରେ କହିବୁ ଯିଏ କି ଦିନେ ସାହେବାଣୀ ଥିଲେ , ପ୍ରଶାସିକା ଥିଲେ ମାତ୍ର ନିଜ ଇଚ୍ଛାରେ ଚାକିରୀ ଛାଡିଦେଇଥିଲେ । ତାପରେ ସେମାନେ ଲୋକଙ୍କ ସହିତ ମିଶିଲେ ରାଜୀତିରେ ଯୋଗ ଦେଲେ ନିର୍ବାଚନ ଲଢିଲେ ଏବଂ ଜିତିମଧ୍ୟ ଗଲେ । ସେ ହେଉଛନ୍ତି ଅପରାଜୟ ଏବଂ ତାଙ୍କର ନାମ ହେଉଛି ଅପରାଜିତା , ତେବେ ଆଜି ଆମେ ଆପଣ ମାନଙ୍କୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗିଙ୍କ ବିଷୟରେ କହିଛି କହିବୁ ।

ଅପରାଜିତା କହିଥିଲେ କି ଯେତେବେଲେ ସେ ଭାବିଥିଲେ ବା ଚିନ୍ତା କରିଥିଲେ ରାଜନୀତିକୁ ଯିବେ ବୋଲି ସେହି ସମୟରେ ତାଙ୍କୁ ଟିକେ ଡର ଲାଗିଥିଲା । ମାତ୍ର ସେ ଚାହିଁଥିଲେ କି ଲୋକମାନଙ୍କର ସେବା କରିବାର ଦରକାର ଏକ ଭଲ କ୍ୟାମ୍ପସ ଦରକାର , ତେବେ ରାଜନୀତି ହେଉଛି ଲୋକମାନଙ୍କର କ୍ୟାମ୍ପସ ତେଣୁ ସେ ରାଜନୀତିକୁ ଆସିଥିଲେ ।

ତେବେ ରାଜନୀତିକୁ ଆସିବା ପରେ ସେ ଖୋଲିକରି କହିଛନ୍ତି କି ତାଙ୍କୁ ବହୁତ ଖୁସି ଲାଗୁଛି କାରଣ ଏମିତି ଏକ କ୍ୟାନଭସ ତାଙ୍କୁ କେବେ ମିଳିନଥାନ୍ତି । ଅପରାଜିତା କହିଛନ୍ତି କି ତାଙ୍କର ବାପା ଜଣେ ଇଂରାଜୀର ପ୍ରଫେସର ଥିଲେ ଏବଂ ମା ହାଇସ୍କୁଲର ଟିଚର , ତେବେ ପିଲା ସମୟରେ ପରୀକ୍ଷା ହେବା ଟାଇମରେ ସେ ଘରୁ ବାହାରକୁ ବାହାରୁନଥିଲେ ।

ସେ ଜଣେ ବ୍ରାହ୍ମଣ ଝିଅ ଥିଲେ ଏବଂ ଘରର ବଡ ଝିଅ ଥିଲେ ତେବେ ସେ ସମୟରେ ଘରେ କହୁଥିଲେ କି ତାଙ୍କର ବହୁତ ଜଲଦି ବିବାହ ହେବାର କଥା । ମାତ୍ର ସେ ଭଲ ପାଠ ପଢୁଥିବାରୁ ତାଙ୍କର ଘର ଲୋକମାନେ ତାଙ୍କୁ ଏକ ଚାନ୍ସ ଦେଇଥିଲେ କି ଜୀବନରେ ଯାହା କରିବା ପାଇଁ ଚାହୁଁଛ ତାହା କର । ଯଦି ସେ ପ୍ରଥମ ଚାନ୍ସରେ ଫେଲ କରିବେ ତେବେ ତାଙ୍କୁ ଆଉ ଚାନ୍ସ ଦିଆଯିବ ନାହିଁ । 

ସେ ହେଉଛନ୍ତି ଭୁବନେଶ୍ୱରର ସାଂସଦ ତେଣୁ ସମସ୍ତଙ୍କ ଠାରୁ ତାଙ୍କର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ । ସେ ମଧ୍ୟ କହିଛନ୍ତି କି ତାଙ୍କର ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି , ସେ ଜାଣଇଛନ୍ତି କି ଜଟଣିଲେ ଡ୍ରିକିଙ୍ଗର ଅସୁବିଧା ରହିଛି । ଏହା ସହ ଜୟଦେବ ରେ କଲଷ୍ଟୋରେଜ ଦରକାର ବୋଲି ସେ କହିଛନ୍ତି ।

ସେ କହିଛନ୍ତି କି ଭୁବନେସ୍ୱରର ଯେଉଁ ଅରବନ ଏରିଆ ସେହିଠାରେ କଣ ସମସ୍ତ ଅସୁବିଧା ରହିଛି ତାହାକୁ ସେ ବହୁତ ଭାବେ ଜାଣିଛନ୍ତି । ବେଗୁନିଆରେ କଣ ଅସୁବିଧା , କୃଷିରେ କଣ ଅସୁବିଧା ସେ ଜାଣିଛନ୍ତି । ମାତ୍ର ସେ କହିଛନ୍ତି ଏହି ପାଞ୍ଚ ବର୍ଷ ସେ ବହୁତ ଯୋଜନା ବନ୍ଧ ଭାବରେ କାମ କରିବା ପାଇଁ ଚାହିଁଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।