Odisha News Portal

ଆସିଲା ଓଡିଶାରେ ନିଯୁକ୍ତି ସୁଯୋଗ !! ଦଶମ ଶ୍ରେଣୀର ପିଲା ଆବେଦନ କରିପାରିବେ , ସବୁ ଜିଲ୍ଲାର ପାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ……

0 5

ଆପଣ ମାନଙ୍କ ପାଇଁ ଏକ ବହୁତ ବଡ ପଦବୀ ଆସିଛି ଯେଉଁଥିରେ ବହୁତ ଗୁଡିଏ ନିଯୁକ୍ତିର ସୁଯୋଗ ମଧ୍ୟ ମିଳିଛି ଅର୍ଥାତ ପଦବୀ ସଂଖ୍ୟା ବା ସିଟ ସଂଖ୍ୟା ବହୁତ ଗୁଡିଏ ରହିଛି । ଆପଣ ମାନଙ୍କ ପାଇଁ ଏକ ବହୁତ ବଡ ସୁଯୋଗ ଆସିଛି ଯାହା ହେଉଛି କି ଏକ ପଦବୀ ଆପଣ ମାନଙ୍କ ପାଇଁ ଆସିଛି ଯେଉଁଥିରେ 6432 ସିଟ ଖାଲି ରହିଛି । ତେବେ ସେହି ପଦବୀ ହେଉଛି ଓଡିଶା ସବ ଓଡିନାରୀ ଷ୍ଟାଫ ସିଲେକସନ କମିଶନ । ଯାହା ହେଉଛି କି ଓଡିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ରେ ଆପଣ ମାନଙ୍କୁ ନିଯୁକ୍ତି ମିଳିପାରିବ , ଯାହାର ସର୍ଟ ନୋଟିଫିକେସନ ଆସିଛି ।

ଏହାର ବହୁତ ଗୁଡିଏ ଭୋକେନସି ରହିଛି ଏଥିରେ ଓଡିଶାର ପ୍ରାର୍ଥୀ ମାନେ ଆପ୍ଲାୟ କରିବେ । ଯେଉଁଥିରେ 6432 ଟି ପଦବୀ ଖାଲି ରହିଛି ତେବେ ଲାଗୁଛି ଏଥର ସମସ୍ତଙ୍କୁ ନିଯୁକ୍ତି ମିଳିପାରେ । ତେବେ ଆପଣ ମାନେ ଚାହିଁଲେ ଏହାର ଯେଉଁ ୱେବ ସାଇଟ ରହିଛି www.osssc.gov.in ଏଥିରେ ଯାଇ କରି ସମସ୍ତ କଥା ଜାଣିପାରିବେ ।

ତେବେ ଏଥିରେ ଆପଣ ମାନଙ୍କୁ 8 ଟି ମେଡିକାଲ କଲେଜଏବଂ ହସ୍ପିଟାଲରେ ନିଯୁକ୍ତି ମିଳିବ । ତେବେ ଏହା ହେଲଥ ଏବଂ ୱେଲଫେୟାର ତରଫରୁ ଏହି ନିଯୁକ୍ତି ଆସିଛି , ଯାହା ହେଉଚି କି ଓଡିଶା ସରକାରଙ୍କ ଦ୍ୱାରା ଯେଉଁଥିରେ କି ବହୁତ ଗୁଡିଏ ଭେକେନସି ରହିଛି ।

ଆପଣ ମାନେ ଏହାକୁ ଅନଲାଇନ ଆପ୍ଲାୟ କରିବେ , ତେବେ ଏହାର ଅନଲାଇନ ଆପ୍ଲାୟ ଡେଟ ହେଉଛି 7 /12 / 2020 ଏବଂ ଆପ୍ଲାୟ କରିବାର ଶେଷ ତାରିଖ ରହିଛି 24/12/2020 । ଅନଲାଇନ ଡେଟ ଇଫ ଏକ୍ଜାମିୱନେସନ ଫି ମଧ୍ୟ ଆପଣ ମାନେ 7/12/2020 ରୁ ଆରମ୍ଭ କରି 24/12/2020 ପର୍ଯ୍ୟନ୍ତ କରିପାରିବେ । ତେବେ ଆପଣ ମାନେ ଚାହିଁଲେ ଏହାକୁ ଡାଉଲ ଲୋଜ କରି ଏହାର ସମସ୍ତ ତଥ୍ୟ ବିଷୟରେ ବହୁତ ଭଲ ଭବାରେ ଜାଣିପାରିବେ ।

ତେବେ ଏହିପରି କିଛି ସଟ ନୋଟିଫିକେସନ ଆସିଛି ଆପଣ ମାନଙ୍କ ପାଇଁ । ଯାହାକି ହେଉଛି ଓଡିଶା ଅଧନସ୍ତ କ୍ରମଚାରୀ ଚୟନ । ତେବେ ଏହି ଥର ବହୁତ ଗୁଡିଏ ଭେକେନ୍ସି ରହିଛି । ତେବେ ଯଦି ଆପଣ ମାନେ ଏହାକୁ ଆପ୍ଲାୟ କରିବା ପାଇଁ ଚାହିଁଛନ୍ତି ତେବେ ଏହାକୁ 7/12/2020 ରୁ 24/12/2020 ମଧ୍ୟରେ ଆପ୍ଲାୟ କରିପାରିବେ । ତେବେ ସମସ୍ତ ଜିଲ୍ଲାର ପ୍ରାର୍ଥୀ ଏହାକୁ ଆପ୍ଲାୟ କରିପାରିବେ । ଯଦି ଆପଣ ମାନେ ଏହି ପଦବୀରେ ରହିବା ପାଇଁ ଚାହିଁଛନ୍ତି ତେବେ ଏହାକୁ ବହୁତ ଶୀଘ୍ର ହିଁ ଆପ୍ଲାୟ କରିଦେବେ । କାହିଁକିନା ଏଥିରେ ବହୁତ ଭେକେନ୍ସି ଏବେ ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।