Odisha News Portal

ଅପରାଧୀ କୁ ଫାଶୀ ଟାଙ୍ଗୀ ବା ପୂର୍ବରୁ ଘାତକ ଶେଷ ଥର କଣ କୁହେ ଅପରାଧୀ ର କାନ ରେ ଶୀଘ୍ର ଦେଖନ୍ତୁ…

ଆଜି ଆମେ ଆପଣ ମାନଙ୍କୁ ଗୋଟିଏ ବିଶେଷ କଥା ବିଷୟରେ ଜଣାଇବାକୁ ଯାଉଛୁ । ତେବେ ଆପଣ ମାନଙ୍କ ମନରେ ନିଶ୍ଚୟ ସବୁ ବେଳେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥି୍ବ ଯେ ଯେତେବେଳେ କାହାକୁ ଫାଶିରେ ଚଢାଯାଏ ସେହି୍ ସମୟରେ ଘାତକ ଅପରାଧୀର କାନରେ କଣ କହିଥାଏ । ଏହା ନିଶ୍ଚୟ ମନରେ ପ୍ରଶ୍ନ ଆସୁଥିବ । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ବିଷୟରେ କହିବାକୁ ଯାଉଛୁ । କଣ କହିଥାଏ ଘାତକ ଅପରାଧୀର କାନରେ ?ଆପଣ ମାନେ ନିଶ୍ୟଚ ଜାଣିଥିବେ ଆମ ଦେଶର ପ୍ରତି ଦିନ କେଉଁଠି ନା କେଉଁଠି କୌଣସି ନାଁ କୌଣସି ଗୋଟିଏ ଅପରାଧ ଲୋକ ମାନେ କରୁଛନ୍ତି ।

ବର୍ତ୍ତମାନ ଦେଶରେ ଗଣ ଦୁଷ୍କର୍ମର ମାତ୍ରା ବହୁତ ଅଧିକ ହୋଇ ଗଲାଣି । ଦେଶରେ କୌଣସି ନାରୀ ବର୍ତ୍ତମାନ ଟିକିଏ ବି ସୁରକ୍ଷିତ ନୁହଁନ୍ତି । ମହିଳା ମାନେ ପ୍ରତି ମୂହୂର୍ତ୍ତରେ ଦୁଷ୍କର୍ମ ତଥା ନିର୍ଯ୍ୟାତନାର ଶିକାର ହେଉଛନ୍ତି । ତେବେ ସେହି ସବୁ ଅପରାଧ କିଛି ସମୟରେ ସମସ୍ତଙ୍କ ସାମ୍ନାକୁ ଆସି ଥାଏ ତ ପୁଣି କିଛି ଅପରାଧ ସବୁଦିନ ପାଇଁ ଲୁଚି ରହି ଯାଇ ଥାଏ । ଆମ ଦେଶରେ ଅନେକ ମହିଳା, ଝିଅ, ନାବାଳିକାଙ୍କ ସହ ଦୁଷ୍କର୍ମ ହେଉଛି l ସେମାନ ପ୍ରତି ମୂହୂର୍ତ୍ତରେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ।

ଦେଶର ନାରୀ ମାନେ ରାତିରେ ତ ଦୂରର କଥା ଦିନରେ ମଧ୍ୟ କେଉଁଠି କୁ ଯିବାକୁ ଭୟ କରୁଛନ୍ତି । ଏହି ସବୁ ଘଟଣା ପାଇଁ ସରକାର ଅପରାଧୀଙ୍କୁ ଦଣ୍ଡ ସ୍ବରୂପ ଫାଶି ଦଣ୍ଡ ଦେବା ପାଇଁ ଆଦେଶ ଦେଇଛନ୍ତି । ତେବେ ଏହି ଚଳିତ ବର୍ଷ ମଧ୍ୟ ଅନେକଙ୍କୁ ଫାଶି ଦଣ୍ଡରେ ଦଣ୍ଡିତ ମଧ୍ୟ କରା ଯାଇଛି ।

ଆପଣ ମାନେ ଫାଶି ଦଣ୍ଡ ଦେବା ଦେଖିଥିବେ ତେବେ ସତରେ ନ ଦେଖିଲେ ମଧ୍ୟ ଅନେକ ଟିଭିରେ ମଧ୍ୟ ଦେଖିଥିବେ ଏବଂ ବହୁତ ଥର ଶୁଣିଥିବେ ମଧ୍ୟ । ତେବେ ବହୁତ ଥର ଦେଖିଥିବେ କିମ୍ବା ଶୁଣିଥିବେ ଯେ ଅପରାଧୀକୁ ଫାଶି ଦେବା ପୂର୍ବରୁ ତାଙ୍କୁ ତାଙ୍କର ଶେଷ ଇଚ୍ଛା କିମ୍ବା ଶେଷ ମନ କଥା ପଚରାଯାଏ । କଣ ରହିଛି ତାଙ୍କର ଶେଷ ଇଚ୍ଛା ତାହା ଜାଣି ସାରିବା ପରେ ତାଙ୍କୁ ଫାଶି ଦିଆ ଯାଇଥାଏ ।

ଅପରାଧୀଙ୍କୁ ତାଙ୍କର ମନ ପସନ୍ଦର ଖାଦ୍ୟ ଖାଇବାକୁ ଦିଅଯାଏ ଏବଂ ତାଙ୍କର ମନର ସମସ୍ତ ଇଚ୍ଛା ପୁରଣ କରା ଯାଏ l ଏହାପରେ କଏଦୀକୁ ଫାଶୀ ଟାଣିବା ପୂର୍ବରୁ ସେମାନଙ୍କୁ କଳା ପୋଷାକ ପିନ୍ଧି ତାଙ୍କୁ ଫାଶୀ ଟାଙ୍ଗl ଯାଉଥିବା ଗୃହକୁ ଅଣାଯାଏ l କିନ୍ତୁ ଫାଶୀ ଟାଙ୍ଗିବା ପୂର୍ବରୁ କଏଦୀ କାନରେ ଘାତକ ଆସି କିଛି କହିଥାଏ l


ତେବେ ଘାତକ ଆସି କଏଦିର କାନରେ ଧୀରେ ଧୀରେ କହେ ଯେ ମୋତେ କ୍ଷମା କରିଦିଅ l ଏହା ସରକାରଙ୍କର ଆଦେଶ ମୁଁ କିଛି କରି ପାରିବି ନାହିଁ l ଆଉ ଯଦି ସେହି କଏଦୀ ବା ଅପରାଧୀ ହିନ୍ଦୁ ହୋଇ ଥିବ ତେବେ ତାଙ୍କ କାନରେ ଧୀରେ ଧୀରେ’ ରାମ ରାମ କୃଷ୍ଣ କୃଷ୍ଣ ‘କୁହନ୍ତି ଘାତକ l ଅପରାଧୀ ମୁସଲମାନ ହୋଇଥିବା ତେବେ ତାଙ୍କ କାନରେ ଶେଷ ସଲାମ ବା ଆଲ୍ଲାକୁ ସଲାମ କରିଥାନ୍ତି l ଶେଷରେ ତାଙ୍କ ମୁହଁରେ କଳା କପଡା ଦେଇ ତାଙ୍କୁ ଫାଶୀ ଟାଙ୍ଗି ଦିଆଯାଏ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।