Odisha News Portal

ଆପଣ ମାନଙ୍କୁ ଡାଇବେଟିସ ଅଛି କି ତେବେ ଏହି ଉପାୟରେ ସାତ ଦିନରେ ଶେଷ ହେବ ଡାଇବେଟିସ…..

ଆପଣ ମାନଙ୍କର ସୁଗାର 380 ହେଉ କିମ୍ବା 480 ଯେତେ ପୁରୁଣା ହେଇଥାଉ ନା କାହିଁକି ଯଦି ଆପଣ ମାନେ ଏହି କାଢାକୁ ସାତ ଦିନରେ ପିଅନ୍ତି ତେବେ ଆପଣଙ୍କର ସୁଗାର ନିଜର କଣ୍ଟ୍ରୋଲରେ ଆସିଯିବ । ଡାଇବେଟିସ ବା ମଧୁମେହ ଏକ ବହୁତ ହିଁ ବଡ ଗମ୍ଭୀର ରୋଗ ଅଟେ ଏହା ଆପଣ ମାନଙ୍କୁ ଭିତରୁ ଫମ୍ପା କରିଦିଏ । ଭାରତରେ ପ୍ରାୟତଃ ସାତ କୋଟି ଲୋକ ଡାଇବେଟିସ ଦ୍ୱାରା ବସିତ । ଡାଇବେଟିସ କାରଣରୁ ଲୋକମାନେ ଏମିତି ଜୀବନ ବଞ୍ଚିବାକୁ ଲାଗନ୍ତି ଯେଉଁଥିରେ ସ୍ୱାଦ ଥାଏ ନାହିଁ ସ୍ୱାସ୍ଥ୍ୟ ଠିକ ରହେ ।

ଯେତେବେଳେ ଆପଣଙ୍କର ଶରୀରରେ ଗ୍ଲୁକୋଜର ମାତ୍ରା ବଢିଯାଏ ତେବେ ଡାକ୍ତରଙ୍କ ଭାଷାରେ ତାହାକୁ ଡାଇବେଟିସ କୁହାଯାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଉପାୟ ନେଇକରି ଆସିଛୁ ଯାହା ଆପଣ ମାନଙ୍କ ଡାଇବେଟିସକୁ କଣ୍ଟ୍ରୋଲରେ ରଖିବା ସହିତ ନରମାଲ ମଧ୍ୟ ରଖିଥାଏ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ।


ଏହି ଉପାୟଟି ବନିବା ପାଇଁ ଆପଣ ମାନେ ଏକ ପାତ୍ରରେ ଦୁଇ ଗ୍ଲାସ ପାଣି ନିଅନ୍ତୁ । ଏହା ପରେ ଏଥିରେ ଆପଣ ମାନେ ଏକ ଚାମୁଚ ମେଥିର ସେବନ କରନ୍ତୁ । ମେଥିରେ ଦୁଇ ପ୍ରକାର ପାଇବର ମିଳିଥାଏ ସାଥିରେ ଏହି ମେଥି ଦାନା ଏହା ଦୁଇ ପ୍ରକାର ସେନସିଟିଭକୁ ବଢାଇଥାଏ ।

ପେନକ୍ରେଜର ସ୍ଥିତିକୁ ସୁଧାରି ଥାଏ । ଆପଣ ମାନେ ସେହି ପାଣିରେ ଏକ ଚାମୁଚ ମେଥି ଦାନା ମିଶାନ୍ତି । ତାହାପରେ ଆପଣ ମାନେ ସେଥିରେ କରି ପତ୍ର ବା ଯାହାକୁ ଭୃଷଙ୍ଗ ପତ୍ର ମଧ୍ୟ କହିଥାଉ । ଭୃଷଙ୍ଗା ପତ୍ର ବା କରି ପତ୍ର ଆପଣଙ୍କର ଶରୀରର ଇନସୁଲିନ ସେନ୍ସକୁ ବଢାଇଥାଏ । ଯାହା ଦ୍ୱାରା ଆପଣ ମାନଙ୍କର ବ୍ଲଡ ସୁଗାର ଲେବଲ କମ ରହିଥାଏ ।

ଆପଣ ମାନେ ସେହି ପାଣିରେ 15 ରୁ 20 ଟି ପତ୍ର ସେଥିରେ ମିଶାନ୍ତୁ । ତୃତୀୟରେ ଆପଣ ମାନେ ସେହି ପାଣିରେ ଅଦା ପକାନ୍ତୁ । ଅଦା ଆପଣ ମାନଙ୍କର ମେଟାବଲି କ୍ରିଏଟରକୁ ହାଏ କରିଥାଏ । ବ୍ଲଡ ସୁଗାର ଲେବୁଲର ମାତ୍ରାକୁ ଏହା କମ କରିବାରେ କାମ କରିଥାଏ । ସାଥିରେ ଏହା ଏକ ନେଚୁରାଲ ପେନ କ୍ଲିୟରର ମଧ୍ୟ କାମ କରିଥାଏ । ଡାଇବେଟିସ କାରଣରୁ ଯଦି ଆପଣ ମାନଙ୍କର ମଶଲ ପେନ ହେଉଥାଏ , ତେବେ ଏହା ସେଥିପାଇଁ ବହୁତ ଅଧିକ ଲାଭ ଦାୟକ ଅଟେ ।

ଏକ ଇଞ୍ଚର ଅଦା ନେଇ ତାହାକୁ ଛେଞ୍ଚି ଆପଣ ମାନେ ସେହି ପାଣିରେ ପକାନ୍ତୁ । ଚତୁର୍ଥରେ ଆପଣ ମାନେ ଡାଲଚିନି ପାଉଡରକୁ ଅଲ୍ପ ମାତ୍ରାରେ ସେଥିରେ ପକାନ୍ତୁ । ଆୟୁବେଦରେ ଡାଲଚିନି ପାଉଡର ଡାଇବେଟିସକୁ ଦୂର କରିବା ପାଇଁ ଏକ ରାମବାଣ ସଦୃଶ ଅଟେ । ଏବେ ଆପଣ ମାନେ ସେହି ପାଣିକୁ ସେତେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେତେ ବେଳ ଯାଏ ସେହି ପାଣି ଅଧା ନହୋଇଯିବ ।

ଏହାପରେ ତାହାକୁ ବନ୍ଦ କରି ପାଣିକୁ ହାଲକା ଉଷୁମ ହେବାକୁ ଦିଅନ୍ତୁ । ଏହା ପରେ ଆପଣ ମାନେ ତାହାକୁ ଏକ ଗ୍ଲାସକୁ ଛାଣି ନିଅନ୍ତୁ । ସକାଳ ଖାଲି ପେଟରେ ଆପଣ ମାନେ ତାହାର ସେବନ କରନ୍ତୁ ଏବଂ ଏହାର ଅଧଘଣ୍ଟା ପରେ ଆପଣ ମାନେ ଖାଦ୍ୟ ସେବନ କରନ୍ତୁ । ଏହି ଦେଖି କାଢା ସୁଗାର ବା ଡାଇବେଟିସ ପାଇଁ ବହୁତ ପରିକ୍ଷିତ ଉପଚାର ଅଟେ । ଏହା ସହିତ ଏହା ଆପଣ ମାନଙ୍କର ଇମ୍ୟୁନିଟି ସିସଟମକୁ ଦୂର କରିବାରେ ସାହାର୍ଯ୍ୟ କରେ । ତେବେ ଆପଣ ମାନେ ନିଶ୍ଚିତ ରୂପରେ ଏହି କାଢାକୁ ଘରେ ପ୍ରସ୍ତୁତ କରି ଏହାର ସେବନ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।