Odisha News Portal

ଦେଖନ୍ତୁ ଅଦ୍ଭୁତ ଘଟଣା ! ଏହି ମହିଳାଙ୍କ ଠାରୁ ଜନ୍ମ ନେଲା ଵିଷଧର ସାପ, ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ, ମନରେ ଭକ୍ତି ଥିଲେ ଗୋଟିଏ ସେୟାର ନିଶ୍ଚିତ କରିବେ

ଆଜିର ସମୟରେ ମନୁଷ୍ୟ ମାନେ ଏତେ ପରିବର୍ତ୍ତନ ହୋଇଗଲେଣି କି ତାହା କହିବା ଅସମ୍ଭବ ଅଟେ । କାହିଁକିନା ସମୟର ପରିବର୍ତ୍ତନ ହେବା ସଙ୍ଗେ ସଙ୍ଗେ ମନୁଷ୍ୟ ମାନେ ମଧ୍ୟ ତା ସହିତ ତାଳ ଦେଇ ପରିବର୍ତ୍ତନ ହେବରେ ଲାଗିଛନ୍ତି । ଏବେକା ସମୟରେ କାହା ପାଖରେ ସମୟ ନାହିଁ କି ସେ ପଦେଟିଏ ଭଲ କରି କଥା କହିପାରିବ ବି ନିଜର ଏବଂ ନିଜ ପରିବାରର ଯତ୍ନ ନେଇପାରିବ । କାରଣ ଏହି ବ୍ୟସ୍ତ ବହୁଳ ଦୁନିଆରେ ସମସ୍ତେ ବ୍ୟସ୍ତ ହୋଇଗଲେଣି କାହା ପାଖରେ ମାନବିକତା ଏବଂ ସାମାଜିକତା ଭଳି ଜିନିଷ ନାହିଁ ।

ତେବେ ଏଠାରେ ସମସ୍ତଙ୍କ କଥା କହିବାଠି ନୁହେଁ କାରଣ ଏବେ ମଧ୍ୟ ଏପରି କିଛି ମନୁଷ୍ୟ ମାନେ ରହିଛନ୍ତି ଯେଉଁମାନେ କି ନିଜର ପରିବାରର ପିଲା ମାନଙ୍କର ଯତ୍ନ ନେବା ସହିତ ଅନେକ ପଶୁ ପକ୍ଷୀ ମାନଙ୍କୁ ମଧ୍ୟ ଘରେ ଆଣିକରି ପାଳନ କରୁଛନ୍ତି ।

ଆପଣ ମାନେ ତ ନିଜ ଘରେ ଗୃହପାଳିତ ପଶୁକୁ ରଖୁଥିବେ ତେବେ ଅନେକଙ୍କ ଘରେ ଗୃହପାଳିତ ପଶୁ ଗାଈ ତ ନିଶ୍ଚିତ ରୂପରେ ଥିବ ଏହା ସହିତ ଅନେକ ବ୍ୟକ୍ତି କୁକୁରଙ୍କୁ ମଧ୍ୟ ନିଜ ପିଲା ପରି ଘରେ ରଖନ୍ତି ଏବଂ ତାର ଆଦର କରନ୍ତି ଏବଂ ଅନ୍ୟ କେତେକ ଲୋକମାନେ ବିଲେଇକୁ ବହୁତ ପସନ୍ଦ କରନ୍ତି ଏବଂ ତାହାକୁ ଘରେ ରଖନ୍ତି । ତେବେ ସମସ୍ତଙ୍କର ପସନ୍ଦ ଏକା ନୁହେଁ କାରଣ ସମସ୍ତେ ଏକା ନୁହନ୍ତି ।

ତେବେ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଘଟଣା ସଂପର୍କରେ କହିବୁ ଯେଉଁ ଘଟଣାରେ ଜଣେ ବ୍ୟକ୍ତି ଏପରି ଗୃହ ପାଳିତ ପଶୁକୁ ଘରେ ରଖିଛନ୍ତି ଅର୍ଥାତ ସେ ତାହାକୁ ନିଜର ଗୃହ ପାଳୁିତ ପଶୁ ବୋଲି କହିଥାନ୍ତି ମାତ୍ର ତାହା ଦେଉଛି ବିଷଧର ଜୀବ । ଅନ୍ୟ ମାନେ ତାହାକୁ ଦେଖିଲେ ବହୁତ ଜରନ୍ତି ଏବଂ ମାରିଦିଅନ୍ତି ମଧ୍ୟ ।

ଆମେ ଆପଣ ମାନଙ୍କୁ ଯେଉ ବିଷଧର ଜୀବ ବିଷୟରେ କହୁଛୁ ସେ ହେଉଛି ସାପ । ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯାଉଥିବେ ମାତ୍ର କଥାଟି ସତ କି ଏହି ମହିଲା ଜଣକ ସେହି ସାପକୁ ନିଜର ପରିବାରର ସଦସ୍ୟ ମାନି ନେଇଛନ୍ତି ଏବଂ ତାହାକୁ ବହୁତ ଲାଳନ ପାଳନ ମଧ୍ୟ କରୁଛନ୍ତି । ତେବେ ସେହି ମହିଳାଙ୍କର ଘରେ ସ୍ୱାମୀ ଏବଂ ଦୁଇ ପୁଅ ରହିବା ସହ ଏହି ସାପଟିଏ ଅଠଛି ଯାହାକୁ ସେ ପ୍ରତ୍ୟେକ ଦିନ କ୍ଷୀର ପିଇବାକୁ ଦିଅନ୍ତି ଏବଂ ସେ ଘରର ସଦସ୍ୟ ପରି ସମସ୍ତ କ୍ଷୀର ପିଇଦିଏ ।

ସେହି ମହିଲା ଜଣକ କହିଛନ୍ତି କି ଏପରି ତିନିଟି ସାପ ଥିଲେ ମାତ୍ର ସେଥିମଧ୍ୟରୁ ଦୁଇଜଣଙ୍କର ଅକାଳ ମୃତ୍ୟୁ ହୋଇଗଲା ଆଉ ଜଣେ ରହିଛି । ତେବେ ସେ ମନୁଷ୍ୟ ମାନଙ୍କର ସମସ୍ତ କଥା ବୁଝିପାରୁଛି , ସବୁ ଜାଣିପାରୁଛି ତାର ସ୍ୱଭବା ମଣିଷ ପରି ସେ ମହିଳା ଜଣକ କହିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।