Odisha News Portal

ପୁଣି ବିବାଦ ଘେରରେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ !ଜଗନ୍ନାଥ ଙ୍କ ମୁରୁଜ ଉପରେ ଚପଲ ପିନ୍ଧି ଚଢିଗଲେ ଅପରାଜିତା ଷଢଙ୍ଗୀ ,! ଭାଇରାଲ ହେଉଛି ଭିଡିଓ……

ବର୍ତ୍ତମାନର ସବୁଠୁ ବହୁତ ବଡ ଖବର । ପୁଣି ବିବାଦ ଘେରରେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ । ତେବେ ଚାଲନ୍ତୁ ଜାଣିନେବା ସଂମ୍ପୂର୍ଣ୍ଣ ଘଟଣାଟି ବିଷୟରେ । ସେଥିପାଇଂ ଆପଣ ମାନେ ଆମର ଏହି ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିହାତି ଭାବରେ ଥରେ ପଢନ୍ତୁ ।
ତେବେ ମହାପ୍ରଭୁଙ୍କର ମୂରୁଜ ଚିତ୍ର ମାଡିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଆଇ ଏ ନେଇ ବାରିପଦା ଟାଉନ ଥାନା ରେ ସାଂସଦଙ୍କ ନାଁ ରେ ଲିଖିତ ଅଭିଯୋଗ ମଧ୍ୟ ଦିଆ ଯାଇଛି । ତେବେ ଆଜି ଥିଲା ମହା ପ୍ରଭୁଙ୍କର ଦୁର୍ଲଭ ଲାଗାର୍ଜୁନ ବେଶ । ଆଉ ଦ୍ବିତୀୟ ଶ୍ରୀ କ୍ଷେତ୍ର କୁହା ଯାଉ ଥିବା ବାରିପଦା ଏ ନେଇ ଭକ୍ତି ଭାବମୟ ପରିବେଶ ମଧ୍ୟ ଥିଲା ।

ମାତ୍ର ଭୂବନେଶ୍ବର ର ସାଂସଦ ତଥା ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ ଆଜି ଜିଲ୍ଲାପାଳ ଙ୍କ ର କାର୍ଯ୍ୟାଳୟ ମୁଖ୍ୟ ରେ ମୁରୁଜ ରେ ହୋଇ ଥିବା ତିନି ଠାକୁର ଙ୍କ ପ୍ରତିମା ଉପରେ ପାଦ ରଖି ଥିବା ଅଭିଯୋଗ କରି ବାରିପଦା ଟାଉନ୍ ଥାନା ରେ ଏତେଲା ଦେଇଛନ୍ତି ସମାଜ ସେବୀ ଅରୁଣ କୁମାର ମେହେରା ।


ତେବେ ଏ ନେଇ ଉପସ୍ଥିତି ଜନ ସାଧାରଣ ବିରୋଧ କରି ବାରୁ ବିଜେପି ସାଂସଦ ଫେରି ଯାଇ ଥିଲେ । ମାତ୍ର ସବୁଠାରୁ ଦୁଃଖର ବିଷୟ ହେଉଛି ଯେ ସେ ଏନେଇ କୋଣସି ପ୍ରକାର ଦୁଃଖ ପ୍ରକାଶ କରି ନ ଥିଲେ କିମ୍ବା କୌଣସି ପ୍ରକାର ଅନୁଶୋଚନା ଦେଖାଇ ନ ଥିବାର ବୋଲି ଅରୁଣ ଅଭିଯୋଗ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ଙ୍କ ବିରୋଧ ରେ ଏବଂ ସେଥି ପାଇଁ ତାଙ୍କ ବିରୋଧ ରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବାକୁ ସେ ଦାବି କରି ଛନ୍ତି ।


ତେବେ ସେହି ପରି ଏହି ଘଟଣା କୁ ନେଇ ସେବାୟତ ମହାସଂଘ ର ସଭାପତି ଆମେଶ୍ବରି ତ୍ରିପାଠି କଢା ପ୍ରତିକ୍ରିୟା ପ୍ରକାଶ ମଧ୍ୟ କରିଛନ୍ତି । ଆଉ ଏ ନେଇ ଆସନ୍ତା କାଲି ସାମ୍ବାଦିକ ସମ୍ବିଳନୀ କରିବେ ବୋଲି ସୂଚନା ମଧ୍ୟ ଦେଇ ଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।
ତେବେ ବର୍ତ୍ତମାନ ସମୟ ରେ ପୁଣି ଥରେ ବିବାଦ ଘେର ରେ ଆସିଛନ୍ତି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ । ଆଉ ଯାହା ବର୍ତ୍ତମାନ ର ସବୁଠୁ ବହୁତ ବଡ ଖବର ।

 

 ଯାହା ବର୍ତ୍ତମାନ ସବୁଠି ଏକ ଚାଞ୍ଚଲ୍ୟକର ପରିବେଶ ସୃଷ୍ଟି କରିଛି । କାହିଁକି ନାଁ ଜଣେ ସାଂସଦ ହୋଇ ଏପରି କାର୍ଯ୍ୟ କଳାପ ଦେଖାଇବା ପୁଣି ଏ ନେଇ ତାଙ୍କ ମନରେ କୌଣସି ପ୍ରକାର ପ୍ରତିକ୍ରିୟା କିମ୍ବା ଅନୁଶୋଚନା ଦେଖା ନ ଦେବା ସତରେ ବହୁତ ଆଶ୍ଚର୍ଯ୍ୟକର ତଥା ନିନ୍ଦନୀୟ ଘଟଣା ଅଟେ । ଅପରାଜିତା ଷଡଙ୍ଗୀ ଜଣେ ଆଇଏସ୍ ଅଫିସର ଆଉ ସେତେବେଳେ ମଧ୍ୟ ସେ ଅନେକ ବିବାଦ ଘେରରେ ପଡିଥିଲେ ଆଉ ସାଂସଦ ହେବା ପରେ ମଧ୍ୟ ଥରକୁ ଥର ଗୋଟିଏ ଗୋଟିଏ ବିବାଦରେ ଫଶି ଚାଲିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।