ଛାତ୍ରଛାତ୍ରୀ ଙ୍କ ପାଇଁ ବଡ ଖୁସି ଖବର ! ରାଜ୍ୟସରକାର କଲେ ବଡ ଘୋଷଣା ଜାନୁଆରୀ 4 ରୁ ଖୋଲିବ ସ୍କୁଲ କଲେଜ……

ଆପଣ ମାନେ ତ ଜାଣଇଛନ୍ତି କି ଏବେ କୋବିଡ ପାଇଁ ବାରତରେ ସମସ୍ତ ସ୍କୁଲ କଲେଜ ବନ୍ଦ ରହିଥିବା ବେଳେ ଛାତ୍ରଚାତ୍ରୀ ମାନଙ୍କ ମନରେ ଏ ନେଇ ବହୁତ ସାରା ଡାଉଟ ଆସୁଛି କି କେବେ ସ୍କୁଲ ଖୋଲିବ । ତେବେ ଏ ସଂପର୍କୁ ନେଇ ରାଜ୍ୟ ସରକାର ମଧ୍ୟ ବହୁତ ସାରା ଡେଟ ଘୋଷଣା କରୁଛନ୍ତି । ତେବେ ଏବେ ଏକ କଥା ସାମ୍ନାକୁ ଆସିଛି କି ଜାନୁଆରୀ 4 ରୁ ଖୋଲିବାକୁ ଯାଉଛି ସ୍କୁଲ ଏବଂ କଲେଜ । କୋଭିଡ ଗାଇଡ ଲାଇନ ସହ ଆରମ୍ଭ ହେବ ପାଠପଢା । ତେବେ ଆସନ୍ତୁ ଜାଣିବା କି ଏହି କଥାରେ କେତେ ସତ୍ୟତା ରହିଛି ଏବଂ କେଉଁ ରାଜ୍ୟରେ ସ୍କୁଲ ଏବଂ କଲେଜ ଖୋଲିବା ପାଇଁ ଯାଉଛି ।

ଜାନୁଆରୀ 4 ରୁ ଖୋଲିବ ସ୍କୁଲ ଏବଂ କଲେଜ , କୋଭିଡ ଗାଇଡ ଲାଇନ ସହ ଆରମ୍ଭ ହୋବ ପାଠପଢା । ବିହାର ସରକାର ଏପରି ଘୋଷଣା କରିଛନ୍ତି ତେବେ ବିହାରରେ ଆସନ୍ତା ଜାନୁଆରୀ 4 ରୁ ଖୋଲିବ ସ୍କୁଲ ଏବଂ କଲେଜ । ପ୍ରଥମ ପର୍ୟ୍ୟାୟରେ ନବମରୁ ଦ୍ୱାଦଶ ଶ୍ରେମୀର ପିଲା ମାନଙ୍କୁ ସ୍କୁଲ ଆସିବା ପାଇଁ ଅନୁମତି ପ୍ରଦାନ କରାଯିବ ।

କରୋନାର ନିୟମ ପାଳନ ବାଧ୍ୟତା ମୂଳକ କରାଯାଇଛି । ସେହିପରି ବିହାରର ମୁଖ୍ୟ ସଚିବ ଦୀପକ କୁମାରଙ୍କର ଅଧ୍ୟକ୍ଷତାରେ ଅନୁଷ୍ଟିତ ବୈଠକରେ ଏପରି ଏକ ନିଷ୍ପତ୍ତି ନିଆଯାଇଛି । ତେବେ ବୈଠକ ପରେ ମୁଖ୍ୟ ସଚିବ କହିଛନ୍ତି କି ସ୍କୁଲ ଏବଂ ପ୍ରାଶାସନର ଦାୟିତ୍ୱ ଶ୍ରେମୀ ଗୃହ ଏବଂ ସ୍କୁଲ , କଲେଜ ପରିସରକୁ ସଫାସୁତୁରା ରଖିବା । ଏହା ସହ ସାମାଜିକ ଦୂରତା ପାଳନ ପୂର୍ବକ ପାଠପଢା ଆରମ୍ଭ ହେବ । ଜାୁଆରୀ 18 ତାରିଖରୁ ପ୍ରଥମରୁ ଅଷ୍ଟମ ସ୍ରୀଣୀର ପିଲା ମାନଙ୍କ ପାଇଁ ସ୍କୁଲ ଖୋଲାଯିବ ।

ଏହା ପୂର୍ବରୁ ଯଦି କୌଣସି ସ୍କୁଲ ବା କଲେଜର ସମସ୍ୟା ରହିଥାଏ ତେବେ ଏହା ପୂର୍ବରୁ ନେଇ ସରକାର ପରୀକ୍ଷା କରିବେ । ହଷ୍ଟେଲ ଖୋଲାଯିବ କି ନାହିଁ ସେ ନେଇ ମୁଖ୍ୟ ସଚିବ କହିଛନ୍ତି କି ସଂପୃକ୍ତ ସ୍କୁଲ ଏବଂ କଲେଜ କର୍ତ୍ତୃପକ୍ଷ ହୋଷ୍ଟେଲ ଗୁଡିକ କିପରି ଖୋଲାଯିବ ସେ ନେଇ ଏକ ଖସଡା ପ୍ରସ୍ତୁତ କରି ଜିଲ୍ଲାପାଳଙ୍କର ନିକଟରେ ଦାଖଲ କରିବେ । ଏହା ପରେ ଜିଲ୍ଲାପାଳଙ୍କର ନିର୍ଦ୍ଦେଳ କ୍ରମେ ହଷ୍ଟେଲ ଏବଂ କୋଚିଂ ସେଣ୍ଟର ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯିବ ।


କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୋଟିଏ ଦିନରେ 50 ପ୍ରତିଶତ ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ ଆସିବା ପାଇଁ ଅନୁମତି ପ୍ରଦାନ କରାଯିବ । ଯଦି ଗୋଟିଏ ସ୍କୁଲରେ 50 ଜଣ ପିଲାଥିବେ ତେବେ ଗୋଟିଏ ଦିନରେ 25 ଜଣ ଏବଂ ଅନ୍ୟ ଗୋଟିଏ ଦିନରେ 25 ଜଣ ପିଲା ସ୍କୁଲ ଯିବେ । ତେବେ ଏହି କଥା ବିହାର ସରକାର କଟକଣା ଜାରି କରିଛନ୍ତି । ତେବେ କୋଭିଡ କଟକଣା ଭିତରେ ସ୍କୁଲ ଖୋଲିବାକୁ ନେଇ ବିହାର ସରକାର ଜାରି କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment