Odisha News Portal

ଦେଖନ୍ତୁ ଭିଡ଼ିଓ – ଓଡିଶା ଛାଡିବା ପରେ ହୋଟେଲ ରେ ଜବରଦସ୍ତ ଡ୍ୟାନ୍ସ କଲେ ଆଇଟମ ଗାର୍ଲ ରାଣୀ ପଣ୍ଡା…

ଆପଣ ମାନେ ତ ଜାଣିଛନ୍ତି କି ଏବେକା ସମୟରେ ରାନୀ ପଣ୍ଡା ବହୁତ ଚର୍ଚ୍ଚାରେ ରହିଛନ୍ତି ଏହା ସହ ସେ ବହୁତ ସମୟରେ ବିବାଦ ଘେରକୁ ମଧ୍ୟ ଆସିଥାନ୍ତି ଯେଉଁଥିପାଇଁ ତାଙ୍କୁ ବିବାଦୀୟ ଅଭିନେତ୍ରୀ ମଧ୍ୟ କୁହାଯାଏ । ଆପଣଙ୍କର ପ୍ରିୟ ଯାତ୍ରୀ ଆର୍ଟିଷ୍ଟ ରାନୀ ପଣ୍ଡା ଏବେକା ସମୟରେ ପିଲ୍ମ ଏବଂ ସିରିଏଲରେ ମଧ୍ୟ ନଜର ଆସିଛନ୍ତି । ତାଙ୍କର ଅଭିନୟକୁ ଲୋକମାନେ ବହୁତ ପସନ୍ଦ ମଧ୍ୟ କରନ୍ତି । ତେବେ ରାନୀ ପଣ୍ଡା ଅଭିନୟ କରିବା ସହ ବହୁତ ଭଲ ଗୀତ ମଧ୍ୟ ଗାଆନ୍ତି । ଆମ ଓଡିଶାର ଲୋକମାନେ ତାଙ୍କୁ ବହୁତ ପସନ୍ଦ କରିବାର କାରଣ ହେଉଛି ସେ କେବବେି ଗରିବ ଲୋକମାନଙ୍କର ଦୁଃଖ ସହ୍ୟ କରିପାରନ୍ତି ନାହିଁ ।

ଯେଉଁଥିପାଇଁ ସେ ଗରିବ ଲୋକଙ୍କୁ ସର୍ବଦା ସାହାର୍ଯ୍ୟ କରିବା ପାଇଁ ଆଗେଇ ଆସିଥାନ୍ତି । ଏପରିକି ଆମ ଓଡିଶାର ବିଭିନ୍ନ ବାତ୍ୟା ସମୟରେ ସେ ଲୋକମାନଙ୍କ ପାଖକୁ ଯାଇ ପହଞ୍ଚୁଥିଲେ ଏବେ ସେ ଗରିବ ଲୋକଙ୍କୁ ଚିନି , ଚୁଡା ହେବା ସହ ବହୁତ ଟଙ୍କା ମଧ୍ୟ ସାହାର୍ଯ୍ୟ କରିଛନ୍ତି ।

ସେ ଯାତ୍ରା ଦୁନିଆର ରାନୀ ବୋଲି ଲୋକମାନେ ତାଙ୍କୁ ବହୁତ ପସନ୍ଦ କରନ୍ତି ଏବଂ ଯାତ୍ରାରେ ତାଙ୍କର ଡ୍ୟାନ୍ସ ଦେଖିବାକୁ ବହୁତ ପସନ୍ଦ କରନ୍ତି । ଆପଣ ମାନେ ମଧ୍ୟ ଜାଣିଥିବେ କି ସେ ଏବେ ଭୁବନେସ୍ୱରରେ ରହୁଥିଲେ ମାତ୍ର ସେ ଏବେ ସେ ନିଜର ବ୍ୟକ୍ତିହତ କାମ ପାଇଁ ଓଡିଶା ଛାଡି ପଲେଇଛନ୍ତି ।

ତେବେ ଏବେକା ସମୟରେ ସୋସିଆଲ ମିଜିଆରେ ଏକ ବିଡିଓ ବାଇରାଲ ହେଉଛି ୟେଉଁଥିରେ ରାନୀ ଓଡିସା ଚାଡି ୟିବା ପରେ ଏକ ବାରରେ ଜ୍ୟାନ୍ସ କରୁଥିବା ଦେକିବାକୁ ମିଳିଛି । ରାନୀ ପଣ୍ଡା ଓଡିଶା ଛାଡି ଯିବା ପରେ କହିଥିଲେ କି ସେ କିଚି କାରଣ ପାଇଁ ଓଡିଶା ଛାଡିଛନ୍ତି ଏବଂ ସେ ଯେଉଁଠିକୁ ବି ଯାଇଛନ୍ତି ସେଠାରେ ନିଜେ ବହୁତ କାମ କରିବେ ବହୁତ ଷ୍ଟଗଲ କରି ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ ।

ରାନୀ କହିଥିଲେ ସେ ହେଉଛନ୍ତି ଜଣେ ବାର ଡ୍ୟାନସର ତେଣୁ ତାଙ୍କୁ କିଛି ବଡ କାମ କରିବା ପାଇଁ ହେଲେ ବହୁତ ଟଙ୍କା ଦରକାର ତେବେ ଏହି ଟଙ୍କା କମେଇବା ପାଇଁ ସେ ବହୁତ କଷ୍ଟ କରିବେ ସେ ବାରରେ ଡ୍ୟାନ୍ସ କରନ୍ତୁ କି କିଛି କାମ କରନ୍ତି କିନ୍ତୁ ନିଜ ଜୀବନର ଲକ୍ଷ୍ୟ ସ୍ଥଳରେ ସେ ପହଞ୍ଚିବେ । ତେବେ ଏବେ ସୋସିଆଲ ମିଡିଆରେ ଯେଉଁ ଭିଡିଓ ଦେଖିବାକୁ ମିଳୁଛି ସେଠାରେ ଜଣା ପଡୁଛି କି ରାନୀ ଏକ ବାରରେ ଅଛନ୍ତି ଏବଂ ସେଠାରେ ସେ ଭିଡିଓ କରୁଛନ୍ତି ।

ତେବେ ରାନୀ ଏକ ଜିନ୍ସ ପ୍ୟାଣ୍ଟ ଏବଂ ଧଳା କଲରର ଡ୍ରେସ ପିନ୍ଧିଛନ୍ତି ଏବଂ ସେହି ବାରରେ ଡ୍ୟାନ୍ସ କରୁଥିବା ଝିଅ ମାନଙ୍କର ସେ ଭିଡିଓ କରୁଛନ୍ତି ଏବଂ ନିଜର ମଧ୍ୟ ଭିଡିଓ କରୁଛନ୍ତି ଏହା ସହ ବେଳେ ବେଳେ ଜ୍ୟାନ୍ସ ମଧ୍ୟ କରୁଛନ୍ତି । ତେବେ ସେହି ସମୟରେ ସେ ବହୁତ ଖୁସି ଥିବାର ଜଣାପଡୁଛି , ମାତ୍ର ଆଗକୁ ରାନୀ କମ କରିବେ ତାହା କେବଳ ସେ ହିଁ ଜାଣିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।