Odisha News Portal

ସାଧାରଣଜ୍ଞାନ ପ୍ରଶ୍ନ ଓ ଉତ୍ତର – କେଉଁ ବାନର ବାଳି ଏବଂ ସୁଗ୍ରୀବଙ୍କର ପିତା ଅଟନ୍ତି ?ସଠିକ୍ ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ

ଆଜି ଆମେ ଆପଣ ମାନଙ୍କୁ କିଛି ମଜାଦାର ପ୍ରଶ୍ନ ସମ୍ବଦ୍ଧରେ ଆଲୋଚନା କରିବୁ , ଯାହାକୁ ଆପଣ ମାନେ ଜାଣିରଖିବା ନିତାନ୍ତ ଆବସ୍ୟକ । ଯେତେ ପ୍ରକାର ଜ୍ଞାନ ଜାଣିଲେ ମଧ୍ୟ ଏମିତି କିଛି ପାଠ ରହିଥାଏ ଯାହା ବିଷୟରେ ଜାଣିବା ଅତ୍ୟନ୍ତ ଆବଶ୍ୟକ ହୋଇ ଥାଏ l କେତେକ ପ୍ରଶ୍ନ ର ଉତ୍ତର ଜାଣିଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ l ସେମିତି କିଛି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ କିନ୍ତୁ ଏହା ର ଉତ୍ତର ବହୁତ ସହଜ ହୋଇ ଥାଏ । ବହୁତ ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜର ପାଖରେ ବହୁତ ଡିଗ୍ରୀ ପରିଚୟ ପତ୍ର ରଖିଛନ୍ତି କିନ୍ତୁ ସେମାନଙ୍କୁ ସାଧାରଣ କିଛି ଜ୍ଞାନ ନଥାଏ ।

ଯାହା ଦ୍ୱାରା ସେମାନଙ୍କୁ ଅନେକ ସମୟରେ ଅପମାନିତ ହେବାକୁ ପଡିଥାଏ । ଆଜି ଆମେ ଆପଣ ମାନଙ୍କୁ ପୁରାଣ ସଂପର୍କରେ କିଛି ପ୍ରଶ୍ନ ବିଷୟରେ ଆଲୋଚନା କରିବୁ ଯାହାକୁ ଆପଣ ମାନେ ଜାଣିରଖିବା ନିତାନ୍ତ ଆବଶ୍ୟକ ।

କାରଣ ଅନେକ ସମୟର ଏହି ପ୍ରଶ୍ନ ପାଇଁ ଆମେ ମାନେ ଅନ୍ୟ ମାନଙ୍କ ଆଗରେ ଅପମାନିତ ହେଉ ଅର୍ଥାତ ସେମାନେ ପୁରାଣ ବିଷୟରେ କିଛି ସାଧାରଣ ପ୍ରଶ୍ନ ପଚାରିଲେ ଆମେ ମାନେ ତାହାର ଉତ୍ତର ଦେଇ ପାରିନଥାଉ , ଯାହା ଦ୍ୱାରା ସେଠାରେ ଆମ ମାନଙ୍କୁ ଅପମାନିତ ହେବାକୁ ପଡେ । ତେବେ ଆସନ୍ତୁ ଜାଣିବା ରାମାୟଣ ସଂପର୍କରେ କିଛି କଥା ।

1–କିଏ ଏକ ଗୋଡରେ ଛିଡା ହୋଇ 5000 ବର୍ଷ ପର୍ଯ୍ୟନ୍ତ ପ୍ରାର୍ଥନା କରିଥିଲେ ?

ଉତ୍ତର–ବିଭୀଷଣ

2–କେଉଁ ମୁନି ନିଜ ପିତାଙ୍କ ଆଦେଶରେ ନିଜ ମାତାର ମୁଣ୍ଡ କାଟି ଦେଇଥିଲେ ?

ଉତ୍ତର–ପର୍ଶୁରାମ

3–କେଉଁ ମୁନି ରାମଚନ୍ଦ୍ରଙ୍କୁ ବନବାସ ନପଠେଇବା ପାଇଁ ଚେଷ୍ଟା କରିଥିଲେ ?

ଉତ୍ତର–ଜାବାଳି

4–ରାବଣର କେଉଁ ପୁତ୍ରକୁ ହନୁମାନ ଅଶୋକ ବାଟିକାରେ ହତ୍ୟା କରିଥିଲେ ?

ଉତ୍ତର–ଅନ୍ଧକୁମାକ

5–କାହାର କହିବା ଅନୁସାରେ ରାମଚନ୍ଦ୍ର ମାତା ସୀତାଙ୍କୁ ତ୍ୟାଗ କରିଦେଇଥିଲେ ?

ଉତ୍ତର–ଦୂର୍ମୁଖ

6–କେଉଁ ବାନର ବାଳି ଏବଂ ସୁଗ୍ରୀବଙ୍କର ପିତା ଅଟନ୍ତି ?

ଉତ୍ତର–ରୁକ୍ଷରାଜ

7–ମହର୍ଷି ବାଲ୍ମିକିଙ୍କର ପିଲା ଦିନର ନାମ କଣ ଅଟେ ?

ଉତ୍ତର–ରତ୍ନାକର

8–ଲଙ୍କାରେ ଅଗ୍ନ ସଂଯୋଗ କରିବା ପରେ ହନୁମାର କେଉଁ ପର୍ବତରୁ ସମୁଦ୍ରକୁ ଲମ୍ଫ ପ୍ରଦାନ କରିଥିଲେ ?

ଉତ୍ତର–ଅରିଷ୍ଟ

9–ପିତାମହ ବ୍ରହ୍ମା କେଉଁ ବାୟୁ ବିମାନଟିକୁ କୁବେରଙ୍କୁ ପ୍ରଦାନ କରିଥିଲେ ?

ଉତ୍ତର–ପୁଷ୍ପକ ବିମାନ

10–କେଉଁ ଦେବତାଙ୍କୁ ସର୍ପମାଳି କୁହାଯାଏ ?

ଉତ୍ତର–ଶିବ

11–ଲକ୍ଷ୍ମଣଙ୍କର ଥରକରେ କେତୋଟି ଶର ମାରିବାର କ୍ଷମତା ରହିଥିଲା ?

ଉତ୍ତର–500 ଟି

12–ରାବଣ କାହାଠାରୁ ସିଦ୍ଧିମନ୍ତ୍ର ଲାଭ କରିଥିଲେ ?

ଉତ୍ତର–ବ୍ରହ୍ମା

13–ରାକ୍ଷସ କୁମ୍ଭକର୍ଣ୍ଣ ବ୍ରହ୍ମାଙ୍କୁ କେଉଁ ବର ମାଗିଥିଲେ ?

ଉତ୍ତର–ନିଦ୍ରାସନ

14–ରାମାୟଣର ଦ୍ୱିତୀୟ କାଣ୍ଡଟିର ନାମ କଣ ?

ଉତ୍ତର–ଅଯୋଦ୍ଧା କାଣ୍ଡ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।