Odisha News Portal

ଆପଣ ମାନେ ଚନ୍ଦା ହୋଇଯାଉଛନ୍ତି କି ତେବେ ଏହି ଉପାୟଟିକୁ ନିଶ୍ଚିତ ରୂପରେ ଆପଣାନ୍ତୁ …….

0 2

ଆଜିର ସମୟରେ ପ୍ରତ୍ୟେକ ଲୋକ ଚନ୍ଦାପଣ ବା ଏଲୋଲେସିଆ ସମସ୍ୟାର ସମ୍ମୁଖୀନ । ସମୟ ପୂର୍ବରୁ ଯେଉଁ ଲୋକମାନେ ଚନ୍ଦା ହୋଇଯାଆନ୍ତି ବା ସେମାନଙ୍କର କେଶ ଝଡିବା ଆରମ୍ଭ ହୋଇଯାଏ ସେମାନେ ବହୁତ ହିଁ ଅଧିକ ଅତ୍ମଗ୍ଲାନି ଆନୁଭବ କରିଥାନ୍ତି । ଏଲୋପେସିଆ ଏକ ଏମିତି ରୋଗ ଯାହା ହେବା ଦ୍ୱାରା ବ୍ୟକ୍ତିର ମୁଣ୍ଡ ସଂପୂର୍ଣ୍ଣ ରୂପେ ଚନ୍ଦା ହୋଇଯାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଘରୋଇ ଉପଚାର ବିଷୟରେ କହିବୁ ଯାହା ସଂପୂର୍ଣ୍ଣ ପ୍ରାକୃତିକ ଏବଂ ଏହା ଆପଣଙ୍କ ଚନ୍ଦା ମୁଣ୍ଡରେ କେଶ ଉଠାଇବା ପାଇଁ ବହୁତ ହିଁ ଅଧିକ ପ୍ରାକୃତିକ ହୋଇଥାଏ । ତେବେ ଆସନ୍ତୁ ଜାଣିବା କି ଆପମ ମାନେ ଏହାକୁ କେମିତି ବନେଇବେ ଏବଂ ଏହାର ପ୍ରୟୋଗ କେମିତି କରିବେ ।

ଏହି ଉପଚାର ବନେଇବା ପାଇଁ ପ୍ରଥମ ସାମଗ୍ରୀ ଆବଶ୍ୟକ ନଡିଆ ତେଲ , ଦ୍ୱିତୀୟ ସାମଗ୍ରୀ ଆପଣ ମାନଙ୍କୁ ଆବଶ୍ୟକ ମନ୍ଦାର ଫୁଲର ପତ୍ର । ଆପଣ ମାନଙ୍କୁ 10 ରୁ 20 ଟି ମନ୍ଦାର ପତ୍ରର ଆବଶ୍ୟକତା ପଡିବ । ଏହା ପରେ ଆପଣ ମାନେ ମନ୍ଦାର ପତ୍ରକୁ କୌଣସି ଛେଞ୍ଚା ସାହାର୍ଯ୍ୟରେ ଛେଞ୍ଚି ତାହାର ରସ ବାହାର କରିନିଅନ୍ତୁ ।

ତୃତୀୟ ସାମଗ୍ରୀ ଆବଶ୍ୟକ ବରୁଡି ବସା । ତେବେ ଆପଣ ମାନେ ଗୋଟିଏ ବରୁଡି ବସା ଆଣନ୍ତୁ । ଯଦି ପାଉଛନ୍ତି ତେବେ ତାହା ଆପଣ ମାନଙ୍କ ପାଇଁ ବହୁତ କାମ ଦେବ । ଯଦି ନପାଇବେ ତେବେ ଏହି ଦୁଇ ସାମଗ୍ରୀକୁ ନେଇ କରି କରିବେ । ତେବେ ଆପଣ ମାନେ ଏହି ଦୁଇଟିକୁ ମିସାଇ ଦିଅନ୍ତୁ ଏବଂ ତାହାକୁ ଗରମ କରିନିଅନ୍ତୁ । ଆପଣ ଏହାକୁ ପାଞ୍ଚ ମିନିଟ ଗରମ କରନ୍ତୁ ।

5 ମିନିଟ ଗ୍ୟାସରେ ବସାଇ ଫୁଟିବା ପରେ ଏହାକୁ ଥଣ୍ଡା ହେବାକୁ ଛାଡିଦିଅନ୍ତୁ । ଏହା ପରେ ଆପଣ ମାନେ ତାହାକୁ କୌଣସି ଏକ ପାତ୍ରକୁ ଢାଳି ନିଅନ୍ତୁ ବା ଛାଣି ନିଅନ୍ତୁ । ଏହା ପୂର୍ବରୁ ଆପଣ ମାନଙ୍କୁ ଅନ୍ୟ ଏକ ସାମଗ୍ରୀ ଆବଶ୍ୟକ ତାହା ହେଉଛି ପିଆଜ ରସ ।

ଏହି ଦୁଇ ସାମଗ୍ରୀ ପରେ ଆପମ ମାନେ ମନ୍ଦାର ଏବଂ ନଡିଆର ୟେଉଂ ସାମଗ୍ରୀ ପ୍ରସ୍ତୁତ ହୋଇଥିଲା ସେଥିରୁ ଆପଣ ମାନେ ଯେଉଁଠି ଚନ୍ଦା ହୋଇଛି ସେହିଠାରେ ଦିନରେ ଲଗାନ୍ତୁ ଏବଂ ରାତିରେ ସେହି ପିଆଜ ରସ ଏବଂ ସେହି ତେଲକୁ ନେଇ କରି ତାହାକୁ ଚନ୍ଦାପଣ ଜାଗାରେ ଲଗାନ୍ତୁ । ଏବେ ସକାଳୁ ଉଟିକରି ଆପମ ମାନେ ତାହାକୁ ଧୋଇ ଦିଅନ୍ତୁ । ତେବେ ଦେଖିବେ ଏହା ଆପଣଙ୍କ ପାଇଁ ରାମବାଣ ସଦୃଶ ହେବ ତେଣୁ ଆପଣ ମାନେ ନିଶ୍ଚିତ ରୂପରେ ଏହାର ପ୍ରୟୋଗ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।