ଅନୁଭବ ଓ ବର୍ଷା ଦୁହେଁ ମୋର ବହୁତ ଭଲ ବନ୍ଧୁ ,ଭଗବାନ କରନ୍ତୁ ସେମାନେ… ଶେଷରେ କଣ କହିଲେ ଅଭିନେତା ସବ୍ୟସାଚୀ ମିଶ୍ର… ଦେଖନ୍ତୁ Video

ଆଜିର ଏହି ସୋସିଆଲ ମିଡ଼ିଆ ଯୁଗରେ ବହୁତ ପ୍ରକାରର ଭିଡ଼ିଓ , ବହୁତ ପ୍ରକାରର ଖବର ଦେଖିବାକୁ ଆପଣ ନିଶ୍ଚୟ ପାଉଥିବେ | କିନ୍ତୁ ଯେତେ ବେଳେ ସେଲିବ୍ରିଟି ଙ୍କ କଥା ଉଠେ ଓ ସେମାନଙ୍କ ବିଷୟରେ କିଛି ସାମ୍ନାକୁ ଆସେ ସେତେବେଳେ ଲୋକ ମାନଙ୍କର ଆଗ୍ରହ ଆହୁରି ବଢିଯାଏ ସେ ଖବର ବିଷୟରେ ଜାଣିବା ପାଇଁ ଓ ଘଟଣାଟି କଣ କଣ ଚାଲିଛି ଓ ଆଗକୁ କଣ ହେବାର ଅଛି | ଠିକ ସେମିତି ଗୋଟେ ଖବର ହେଉଛି ବର୍ଷା ଓ ଅନୁଭବଙ୍କ କଥା ଯାହା ସୋସିଆଲ ମିଡ଼ିଆର ସବୁ ପେଜ ରେ ଏବେ ଭାଇରଲ ହେବାକୁ ଲାଗିଛି ଆସନ୍ତୁ ତାହେଲେ ଜାଣିବା ପୂରା ଘଟଣା |

ଆମେ ଜାଣିଛୁ କି ବର୍ଷା ଅନୁଭବଙ୍କ ଯୋଡି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବହୁତ ଦିନରୁ ଚର୍ଚ୍ଚାକୁ ଆସିଛି ଓ ଲୋକ ମାନେ ମଧ୍ୟ ସେମାନଙ୍କ ଯୋଡି କୁ ପସନ୍ଦ ବହୁତ କରିଛଅନ୍ତି ଓ ଭଲ ପାଇବା ବି ଦେଇ ଆସିଛନ୍ତି |ଆମେ ମଧ୍ୟ ଜାଣିଛି ଚଲୋଚିତ୍ର କରିବା ସହିତ ସେମାନେ ମଧ୍ୟ ପରସ୍ପରଙ୍କୁ ଭଲ ପାଉଥିଲେ ଓ ପରେ ଦୁଇଜଣ ବିବାହ ବନ୍ଧନରେ ମଧ୍ୟ ବାନ୍ଧି ହୋଇଥିଲେ | ଯାହାକୁ ନେଇ ବର୍ଷା ଓ ଅନୁଭବଙ୍କ ଫ୍ରେଣ୍ଡ ମାନେ ମଧ୍ୟ ବହୁତ ଖୁସି ଥିଲେ ଓ ବହୁତ ପ୍ରଶଂସାର ପାତ୍ର ମଧ୍ୟ ସେମାନେ ହୋଇଥିଲେ | କିନ୍ତୁ ପରେ ପୁଣି ଏକ ବିଷୟ ସୋସିଆଲ ମିଡ଼ିଆରେ ଖେଳିବାକୁ ଲାଗିଲା ଯାହା ହେଉଛି ବର୍ଷା ଓ ଅନୁଭବନଙ୍କୁ ଡିଭୋର୍ସ | ଯାହା ପୂରା ଓଡ଼ିଆ ଇଣ୍ଡଷ୍ଟ୍ରିକୁ ଦହଲାଇ ଦେଇଥିଲା ଓ ସେଇ ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଥିଲା କି କଣ ହେଇଥିଲା ତାଙ୍କ ଭିତରେ ଓ କଣ ପାଇଁ ସେମାନେ ଏପରି ଗୋଟିଏ ବଡ ନିଷ୍ପତି ନେଇଥିଲେ |

ଯେପରି ଦର୍ଶକମନଙ୍କୁ ଏହା ଚିନ୍ତାରେ ପକାଇଥିଲା ଠିକ ସେହିପରି ଚିନ୍ତାରେ ପକାଇଥିଲା ଆମ ଓଡ଼ିଆ ଇଣ୍ଡଷ୍ଟ୍ରିର ସମସ୍ତ କଳାକାର ମାନଙ୍କୁ ଯାହାଙ୍କ ଭିତରେ ସବ୍ୟସାଚୀ ମଧ୍ୟ ସାମିଲ ଥିଲେ | ସବ୍ୟଙ୍କ କହିବା କଥାକି ବର୍ଷା ଓ ଆନୁଭବ ଦୁଇଜଣ ମୋର ଭଲ ବନ୍ଧୁ ଓ ସହକର୍ମୀ ମଧ୍ୟ ମୁ ସେମାନଙ୍କୁ ବହୁତ ଭଲ ପାଇବା ସହିତ ସେମାନଙ୍କୁ ଅନୁସରଣ ମଧ୍ୟ କରେ ଓ ବହୁତ ଫିଲ୍ମ ରେ ମଧ୍ୟ ମୁ ସେମାନଙ୍କ ସହିତ କାମ କରିଛି | ସେମାନଙ୍କ ଯୋଡିକୁ ଦର୍ଶକ ମାନେ ଯେତିକି ପସନ୍ଦ କରନ୍ତି ମୁ ମଧ୍ୟ ସେତିକି ପସନ୍ଦ କରେ ଓ ପ୍ରଶଂସା ମଧ୍ୟ କରେ | କିନ୍ତୁ ସେମାନଙ୍କର ଏପରି ବିଚ୍ଛେଦ ଆଉ ଡିଭୋର୍ସ ରୋ ନିଷ୍ପତି ଅଲଗା ରହିବାର କଥା ମୋତେ ବହୁତ ଖରାପ ଲାଗୁଛି |

ସବ୍ୟସାଚୀ ଆହୁରି ମଧ୍ୟ କହିଛନ୍ତୁ ଯେହେତୁ ମୁ ତୁମର ଜଣେ ଭଲ ବନ୍ଧୁ ଓ ଶୁଭାକାଂକ୍ଷୀ ମୁ ଯାହା ବର୍ଷା ଅନୁଭବ ଦୁଇଜଣ ଖୁସିରେ ରୁହ ଭଲରେ ରୁହ ଓ ତମ ଭିତରେ ଥିବା ଏହି ବିବାଦର ଅନ୍ତ ଘଟୁ ଓ ପୂର୍ଵ ପରି ତୁମମାନଙ୍କ ଜୀବନ ହସ ଖୁସି ଓ ଆନନ୍ଦରେ ପୁରିଉଠୁ, ଏତିକି ମୋର ଭଗବାନଙ୍କ ପାଖରେ କାମନା | ସବୁବେଳେ ଖୁସିରେ ରୁହନ୍ତୁ ଓ ମୁ ଯେମିତି କଷ୍ଟ ପାଉଛି ତୁମମାନଙ୍କ ବିଚ୍ଛେଦକୁ ଦେଖି ତମର ଫ୍ରେଣ୍ଡ ମାନେ ମଧ୍ୟ ସେମିତି କଷ୍ଟ ପାଉଛନ୍ତି ବୋଲି ସବ୍ୟସାଚୀ ମେଡ଼ିଆ ଆଗରେ ଜଣେଇଛଅନ୍ତି ଯାହା ଏବେ ଏହା ଗୋଟିଏ ବଡ ନିୟୁଜ ହୋଇ ସୋସିଆଲ ମେଡ଼ିଆରେ ଘୁରିବୁଲୁଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment