ଆପଣ ମାନେ ତ ଜାଣିଛନ୍ତି କି ଏବେ ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବ ମହାନ୍ତିଙ୍କ ମଧ୍ୟରେ କିଛି ସମସ୍ୟା ଲାଗି ରହିଛି । ବର୍ଷା କହିଥିଲେ କି ଅନୁଭବ ତାଙ୍କୁ ଶାରିରୀକ ଏବଂ ମାନସିକ ନିର୍ଯ୍ୟାତନା ପ୍ରଦାନ କରୁଛନ୍ତି ବୋଲି । ପ୍ରତ୍ୟେକ ଦିନ ରାତିରେ ସେ ମଦ୍ୟପାନ କରିଥାନ୍ତି ଏବଂ ବର୍ଷାଙ୍କୁ ମାଡ ମଧ୍ୟ ମାରିଥାନ୍ତି । ଏପରି ଆହୁରି ଅନେକ କେତେକ କଥାରେ ବର୍ଷା କଟକର ଏସଡିଜିଏମ କୋର୍ଟରେ ଅନୁଭବଙ୍କ ନାମରେ ଏତେଲା ଦୋଇଥିଲେ । ଯାହା ପରେ ଏହି ମାମଲା ଆଗକୁ ବଢିବାରେ ଲାଗିଥିଲା ।
ଏହି ମାମଲା ପରେ ଅନୁଭବ ମଧ୍ୟ ଦିଲ୍ଲୀର ପିଟିଆଲା ହାଉସ କୋର୍ଟରେ ଛାଡପତ୍ର ମାମାଲ ରୁଜୁ କରିଥିଲେ । ତେବେ ଏହି ସମସ୍ତ କଥା ପରେ ମଧ୍ୟ ବର୍ଷା ଅନୁଭବଙ୍କର ଘର ଛାଡି ଯାଇନଥିଲେ ବରଂ ସେ କହିଥିଲେ କି ସେ ତାଙ୍କର ଶାଶୁଘରେ ରହିକରି ଏହି କେସ ଲଢିବେ ବୋଲି ।
ତେବେ ପୁଣି ଏହି ମାମଲରେ ଅନ୍ୟ ଏକ ମୋଜ ଆସିଥିଲା ୟେଉଁଥିରେ ବର୍ଷା ପୁଣି ପୁରୀ ଘାଟ ଥାନାରେ ଅନୁଭବଙ୍କ ନାମରେ ଏତେଲା ଦେଇଥିଲେ । ଏହା ସହିତ ତାଙ୍କର ଦୁଇ ଜଣ ସହଯୋଗୀଙ୍କର ନାମରେ ମଧ୍ୟ ଅବିଯୋଗ ହୋଇଛି । ଗତ କାଲି ରାତିରେ ଅନୁଭବ ରୁମରେ ତାଲା ପକାଇଦେବା ଅଭିଯୋଗ କରିଛନ୍ତି ବର୍ଷା । ଯାହା ଫଳରେ କି ରୁମରେ ତାଲା ପକେଇଦେବା କାରଣରୁ ରାସ୍ତାରେ ପ୍ରାୟ 1 ଘଣ୍ଟା ଛିଡା ହେବାପରେ ଥାନାର ଦ୍ୱାରସ୍ତ ହୋଇଥିଲେ । ଅନୁଭବ ଘରେ ରହିବା ପାଇଁ ବାଧା ଦେଉଥିବା ଅଭିଯୋଗ କରିଛନ୍ତି ବର୍ଷା , ଏତେଲା ପରେ ଅନୁଭବ ମହାନ୍ତିଙ୍କ ଘରେ ପୋଲିସ ପହଞ୍ଚିଥିଲା ।
ଏତେ ସମସ୍ତ ମାମଲା ମଧ୍ୟରେ ମଧ୍ୟ ଆଜି ହେଉଛି ଅନୁଭବଙ୍କର ପାଇଁ ବହୁତ ବଡ ଦିନ ଅଟେ , ଅର୍ଥାତ ଆଜି ହେଉଛି ଓଡିଆ ପିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅନୁଭବ ମହାନ୍ତିଙ୍କର ଜନ୍ମଦିନ । । ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରରି ସୁପରଷ୍ଟାର ଅନୁଭବ ମହାନ୍ତିଙ୍କର ସ୍ତ୍ରୀ ବର୍ଷା ପ୍ରିୟ ଦର୍ସିନୀ ଅନୁଭବ ମହାନ୍ତିଙ୍କ ନାମରେ ଶାରିରୀକ ଏବଂ ମାନସିକ ନିର୍ଯ୍ୟତନା ଦେଖାଇ କ୍ଷତି ପୂରଣ ବାବଦରେ 15 କୋଟି ଟଙ୍କା ଦାବି କରିଛନ୍ତି ।
ଗତ କାଲି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅନୁଭଭଙ୍କର ଧର୍ମପତ୍ନୀ ବର୍ଷା ପ୍ରିୟ ଦର୍ଶିନୀ ନିଜର ବୟାନ ରେକର୍ଡ କରିଛନ୍ତି । ସେ ଏପରି ଅସନ୍ତା 29 ତାରିଖ ଦିନ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ତାଙ୍କର ସପରିବାରଙ୍କର ବୟାନ ରେକର୍ଡ କରାଯିବ । ସେ ନିଜ ଘରେ ରହିକରି ନିଜର କେସ ଲଢିବେ । ଆଜି ସକାଳେ ଅନୁଭବ ମହାନ୍ତିଙ୍କର ଘରେ ବର୍ଷା ପ୍ରିୟ ଦର୍ଶିନୀ ଝୁଟି ପକାଇବା ସହ ଘରେ ଲକ୍ଷ୍ମୀ ପୂଜା ମଧ୍ୟ ପାଳନ କରିଛନ୍ତି । ଆଜି ସକାଳେ ବାବୁସାନ ମହାନ୍ତି ଅନୁଭବ ମହାନ୍ତିଙ୍କୁ ତାଙ୍କର ଜନ୍ମ ଦିନର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା ଜମାଇଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।