Odisha News Portal

ଅନୁଭବ ମହାନ୍ତି ସେୟାର କଲେ ହିଲ୍ଲୀ ସାମ୍ବାଦିକ ଜାଗୃତିଙ୍କର ଫଟୋ ତା ପରେ ଯାହା ହେଲା , ଜାଣିଲେ ଆପଣ ଅନୁଭବ ଙ୍କୁ ଘ଼ୃଣା କରିବସିବେ….

0 1

ଆପଣ ମାନେ ତ ଜାଣିଛନ୍ତି କି ବର୍ଷା ଅନୁଭବଙ୍କର ବିବାଦ ଭିତରେ ଏକ ଝିଅ ସାମ୍ନାକୁ ଆସିଥିଲା । ସେ ହେଉଛନ୍ତି ଅନୁଭବଙ୍କର କଥା କଥିତ ପ୍ରେମିକା ବା ଦିଲ୍ଲୀ ସାମ୍ବାଦିକା ଜାଗୃତି ଶୁକ୍ଲା । ତେବେ ଏହି ଜାଗୃତି ଶୁକ୍ଲାଙ୍କୁ ନେଇ କରି ସେହି ସମୟରେ ବହୁତ ଆରୋପ ପ୍ରତ୍ୟାରୋପ ଆଦି ଚାଲିଥିଲା । କାହିଁକିନା ଅନୁଭବ ମହାନ୍ତି ଦିଲ୍ଲୀରେ ଜାଗୃତିଙ୍କ ସହିତ ରହୁଥିବା ଏବଂ ଜାଗୃତିଙ୍କୁ ଭଲ ପାଉଥିବା ଏହା ସହିତ ଅନେକ କଥା ସେହି ସମୟରେ ବାଦ ବିବାଦରେ ସାମ୍ନାକୁ ଆସିଥିଲା । ତେବେ ଅନୁଭବ ମହାନ୍ତି ଜାଗୃତି ଶୁକ୍ଳା ପୋଷ୍ଟ କରିଥିବା ଏକ ଫୋଟକୁ ନିଜର ସୋସିଆଲ ମିଡିଆ ଏକାଉଣ୍ଟରେ ପୋଷ୍ଟ କରିଛନ୍ତି ।

ଏହା ସହିତ ଲେଖିଛନ୍ତି କି ପ୍ରାଇଡ ଅଫ ଓଡିଶା ଏବଂ ଥ୍ୟାଙ୍କୟୁ ଜାଗୃତି ଜି । କାରଣ ଏତିରେ ମର୍ଡନ ନୁହେଁ କି କିଛି ନୁହେଁ ଏଥିରେ ସମ୍ବଲପୁରୀ ଶାଢୀରେ ନଜର ଆସିଛନ୍ତି ଅନୁଭବଙ୍କର କଥା କଥିତ ପ୍ରେମିକା ବା ଦିଲ୍ଲୀ ସାମ୍ବାଦିକା ଜାଗୃତି ଶୁକ୍ଳା । ଯାହାକି ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରି ଅନୁଭବ ମହାନ୍ତି ଥ୍ୟାଙ୍କସ ଜଣାଇଛନ୍ତି ।

ତେବେ ଅନୁଭବ ମହାନ୍ତି ଏବଂ ଜାଗୃତି ଶୁକ୍ଳାଙ୍କ କଥାକୁ ନେଇ ଆଗରୁ ବହୁତ ଆରୋପ ଏବଂ ପ୍ରତ୍ୟାରୋପ ସାମ୍ନାକୁ ଆସିଛି । ତେବେ ଏତେ ଆରୋପ ପ୍ରତ୍ୟାରୋପ ପରେ ତଥାପି ଅନୁଭବ ମହାନ୍ତି ଜାଗୃତି ଶୁକ୍ଳାଙ୍କ ଫଟୋକୁ ପୋଷ୍ଟ କରିଛନ୍ତି ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଖୁଲମ ଖୁଲା ଭାବରେ । ତେବେ କେବଳ ପୋଷ୍ଟ ନୁହେଁ ଏହା ସହିତ ତାଙ୍କୁ ଥ୍ୟାଙ୍କସ ମଧ୍ୟ ଜଣାଇଛନ୍ତି ।

ତେବେ ଆନୁଭବ ମହାନ୍ତି ଏତେ କଥା ଜାଣି ସାରିବା ପରେ ମଧ୍ୟ କଣ ପାଇଁ ଜାଗୃତି ଶୁକ୍ଲାଙ୍କ ଫଟୋକୁ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କଲେ ତାହା ଏବେ ପର୍ଯ୍ୟନ୍ତ ଜଣା ପଡିନାହିଁ । ତେବେ ଅନୁଭବ ମହାନ୍ତି ପ୍ରାଇଡ ଅଫ ଓଡିଶା ଲେଖିଛନ୍ତି ଯାହାକି ମର୍ଡନ ଡ୍ରେସ ନପିନ୍ଧି ଜାଗୃତି ଶୁକ୍ଲା ଏକତ ସମ୍ବଲପୁରୀ ଶାଢୀ ପିନ୍ଧିଛନ୍ତି । ତାହା ଏବେ ଅନୁଭବ ମହାନ୍ତି ଛାଡିଥିବାର ଶୁଣିବାକୁ ମିଳୁଛି ।

ଅନୁଭବ ମହାନ୍ତି ଜାଗୃତିଙ୍କର ଶାଢୀଙ୍କୁ ପ୍ରସଂସା କରିବା ସହିତ ତାଙ୍କର ପିନ୍ଧିବା ଷ୍ଟାଇଲକୁ ସୁକିଙ୍ଗ ଗୁଡ ବୋଲି ଲେଖିଛନ୍ତି । ଏହା ସହିତ ଓଡିଶା ଏହିପରି ଆଗକୁ ଆଗକୁ ପ୍ରାଇଡ ହେଉ ବୋଲି ଅନୁଭବ ମହାନ୍ତିଙ୍କର ସୋସିଆଲ ମିଡିଆ ଆକାଉଣ୍ଟରେ ବହୁତ କମେଣ୍ଟ ଆସିଛି । ତେବେ ଜାଗୃତି ମଧ୍ୟ ଏହି ଶାଢୀରେ ବହୁତ ହିଁ ସୁନ୍ଦର ଲାଗୁଛନ୍ତି ।

ଏହା ସହିତ ଅନୁଭବ ମହାନ୍ତି ଏହି ଫଟୋ ସେୟାର କରିବା ପରେ ଏହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ତେବେ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ କେବେ ଏକାଠି ହେବେ ତାହା ଜଣାନଥିବା ବେଳେ ଏବେ ଗୋଟିଏ ପରେ ଗୋଟିଏ ଟ୍ୱିଷ୍ଟ ତାଙ୍କର ସଂପର୍କରେ ନୂଆ ନୂଆ ମୋଡ ଆଣୁଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।