କଟକ କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ ! ଜାଣନ୍ତୁ କଣ ଶୁଶାଣି ହୋଇଛି , କଣ ସତରେ ସେମାନେ ପରସ୍ପର କୁ….

ଆଜି ଆମେ ଆପଣ ମାନଙ୍କୁ ଓଲିଉଡର ସୁପରହିଟ ଯୋଡି ବର୍ଷା ଏବଂ ଅନୁଭବ ମହାନ୍ତିଙ୍କର କେସ ବିଷୟରେ କହିବୁ । ତେବେ ତାଙ୍କର କେସର ଶୁଣାଣି ହୋଇଛି ତେବେ କଣ ଶୁଣାଣି ହୋଇଚି ଆଜି ଆମେ ଆପଣ ମାନଙ୍କୁ କହିବୁ । ଆପଣ ମାନେ ତ ଜାଣିଛନ୍ତି କି ଓଲିଉଡର ଏହି ହିଟ ଯୋଡିଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା ଏବେ ଏହାପରେ ଦୁହେୱଁ ଦୁହିଂଙ୍କ ନାମରେ କୋର୍ଟରେ କେସ ଦାୟର କରିଥିଲେ । ତେବେ ଏବେ ସେହି କେସର ଶୁଣାଣି ହୋଇଛି ।

ବର୍ଷା ପ୍ରିୟ ଦର୍ଶିନୀ ଅନୁଭବଙ୍କ ନାମରେ ନିର୍ଯ୍ୟତନା ର କେସ ଦାୟର କରିଥିଲେ ଯାହାକି କଟକରେ କରିଥିଲେ ମାତ୍ର ଅନୁଭବ ମହାନ୍ତି ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ବିବାହ ବିଚ୍ଛେଦ ଅର୍ଥାତ ଛାଡପତ୍ର ପାଇଁ କେସ ଦାୟର କରିଥିଲେ । ତେବେ ଏହି ମାମଲା ଏବେ କଣ ହୋଇଛି ଏହି କେସରେ ଏବେ କଣ ଶୁଣାଣି ହୋଇଛି ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବୁ ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

କଟକ ଏସଡିଏମ କୋର୍ଟରେ ପାରିବାରିକ ହିଂସାକୁ ନେଇ କରି ବର୍ଷା ପ୍ରିୟ ଦର୍ଶିନୀଙ୍କର ମାମଲାର ଶୁମାଣି ହୋଇଛି । ନିଜର ଓକିଲ ଜରିଆରେ କୋର୍ଟରେ ହାଜର ହୋଇଥିଲେ ସାଂସଦ ଅନୁଭବ ମହାନ୍ତି । ଜବାବ ଦାଖଲ କରିବା ପାଇଁ ଅଧିକ ସମୟ ଦେବାକୁ ସେ ଆବେଦନ କରିଛନ୍ତି । ଆସନ୍ତା ଡିସେମ୍ବର 18 ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଧାର୍ଯ୍ୟ ହୋଇଛି । ପୂର୍ବରୁ କଟକ ସଦର ଏସିଡିଏମ କୋର୍ଟରେ ଅଧିକାରୀଙ୍କ ରିପ୍ଟୋଟ ଦାଖଲ ହୋଇଥିଲା ।

ଏହା ପରେ ପ୍ରତିପକ୍ଷ ଅନୁଭବଙ୍କୁ ନୋଟିସ ଜାରି କରିଥିଲେ କୋର୍ଟ । କଟକ ସଦର ଏସିଡିଜିଏମଙ୍କ ଅଦାଲତରେ ବର୍ଷା ପ୍ରିୟ ଦର୍ଶିନୀ ଭରଣପୋଷଣ ଏବଂ ପାରିବାରିକ ହିଂସାର ଅଭିଯୋଗ ଆଣିଛନ୍ତି । ସ୍ୱାମୀ ଅନୁଭବ ମହାନ୍ତିଙ୍କ ଉପରେ ନିର୍ଯ୍ୟାତାନର ଅଭିଯୋଗ କରିଛନ୍ତି ବର୍ଷା ପ୍ରିୟ ଦର୍ଶିନୀ । ପ୍ରୋଟେକସନ ଅଫ ଓମେନ ଫର୍ମ ଡୋମେଷ୍ଟିକ ଭାଓଲେନ୍ସ ଆକ୍ଟ 2005 ର ଧାରା 12 , 17 , 18 , 19 , 20 ଏବଂ 22 ଅନୁସାରେ ମକଦ୍ଦମା ଦାୟର କରିଛନ୍ତି ।

ଅନୁଭବ ମହାନ୍ତିଙ୍କ ପକ୍ଷରୁ ଦିଲ୍ଲୀ ପଟିଆଲା ହାଉସ ଫ୍ୟାମିଲି କୋର୍ଟରେ ବିବାହ ବିଚ୍ଛୋଦ ମାମଲା ଦାୟର କରିଥିବା ବେଳେ ମାମଲାକୁ କଟକକୁ ସ୍ଥାନନ୍ତର କରିବା ପାଇଁ ବର୍ଷା ପ୍ରିୟ ଦର୍ଶିନୀ ସୁପ୍ରିମ କୋର୍ଟରେ ସ୍ଥାନାନ୍ତର ପିଟିସନ ଦାୟର କରିଥିଲେ । ଟ୍ରାନ୍ସଫର ପିଟିସନରୁ ଶୁଣାଣି କରି ଉଭୟଙ୍କ ମଧ୍ୟରେ ସୁପ୍ରିମ କୋର୍ଟଙ୍କର ମଧ୍ୟସ୍ତତା କେନ୍ଦ୍ରେ ଆପୋଶ ସମାଧାନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ପରାମର୍ଶ ପ୍ରଦାନ କରିଛନ୍ତି । ଅନ୍ୟ ପଟେ ବର୍ଷା ପ୍ରିୟ ଦର୍ଶିନୀ କଟକ ପରିବାର ଅଦାଲତରେ ଅନ୍ୟ ଏକ ମାମଲା ମଧ୍ୟ ଦାୟର କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment