Joint pain Tritment -( ଆଣ୍ଠୁ ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା ) ୩ଦିନରେ ଭଲ ହେବ | କରନ୍ତୁ ଏହି ଘରୋଇ ଉପାୟ…

ବନ୍ଧୁଗଣ ବର୍ତମାନ ସମୟରେ ପିଲା ଠାରୁ ବୃଦ୍ଧ ଯାଏଁ ସମସ୍ତଙ୍କ ଠାରେ ପ୍ରାୟ ଆଣ୍ଠୁ ଗଣ୍ଠି ପରି ସମସ୍ୟା ଦେଖା ଦେଉଛି, ଏହି ସମସ୍ୟା ଏପରି ଏକ ସମସ୍ୟା ଅଟେ ଯାହା ଲୋକେ ବହୁତ କଷ୍ଟ ଅନୁଭବ କରନ୍ତି |ଏହାର କୌଣସି ସ୍ଥାୟୀ ସମାଧାନ ନାହିଁ ଆପଣ ଯେତେ ଔଷଧ ଖାଇଲେ ମଧ୍ୟ୍ୟ ଆପଣଙ୍କ ଏହି ଜୋଏଣ୍ଟ ପେନ ସମ୍ପୂର୍ଣ ଭଲ ହୋଇନଥାଏ |ମୁଁ ଆଜି ଆପଣକୁ ଜୋଏଣ୍ଟ ପେନ ପରି ସମସ୍ୟାକୁ ସମ୍ପୂର୍ଣ ଦୂର କରିବା ପାଇଁ ଏକ ହୋମ ରିମିଡି ବିଷୟରେ କହିବି ଯାହାକୁ ଆପଣ କିଛି ଦିନ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ଏହି ସମସ୍ୟା ସମ୍ପୂର୍ଣ ଭଲ ହୋଇଯିବ |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଘରୋଇ ଉପଚାର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ ଜାଣିବା |

ଆବଶ୍ୟକ ସାମଗ୍ରୀ :-ସୋରିଷ ତେଲ, ରସୁଣ,କଳା ଜିରା ଏବଂ ସଜନା ଗଛର ଛାଲି

ପ୍ରସ୍ତୁତି :-ଆପଣ ଏହି ଘରୋଇ ଉପଚାରର ପ୍ରସ୍ତୁତି କରିବା ପାଇଁ ପ୍ରଥମେ ଏକ ପେନରେ ପଚାଶ ଗ୍ରାମର ସୋରିଷ ତେଲ ନିଅନ୍ତୁ ଏବଂ ଏଥିରେ ଚାରିରୁ ପାଞ୍ଚଟି ରସୁଣ କୋଷା ନେଇ ତାହାକୁ ହାଲକା ଭାବରେ ଛେଞ୍ଚି ସେହି ତେଲରେ ପକାନ୍ତୁ |ଏହି ତେଲରେ ଆପଣ ଏକ ଚାମୋଚ କଳା ଜିରା ଏବଂ ଏକ ଛୋଟ ଆକାରର ସୁଜନ ଗଛର ଛାଲି ନେଇ ତେଲରେ ପକାଇ ତାହାକୁ ସ୍ଲୋ ଫ୍ଲେମରେ ପଞ୍ଚରୁ ଛଅ ମିନିଟ ପ୍ରଯ୍ୟନ୍ତ ଫୁଟାନ୍ତୁ ଯେପରି ସମସ୍ତ ସାମଗ୍ରୀର ପୋଷାକ ତତ୍ୱ ଏଥିରେ ମିଶିଯିବ |ପରେ ଏହାକୁ ବାହାର କରି ହାଲକା ଥଣ୍ଡା ହେବା ପରେ ଏକ ପାତ୍ରକୁ ଛାଣି ନିଅନ୍ତୁ |

ବ୍ୟବହାର :-ଆପଣ ପ୍ରସ୍ତୁତ କରିଥିବା ତେଲକୁ ଆପଣଙ୍କ ଶରୀରର ଯେକୌଣସି ଜାଗାରେ ଜଏଣ୍ଟ ପେନ ହେଉଛି ସେହି ସ୍ଥାନରେ ଏହି ତେଲକୁ ଲଗାଇ ନିଅନ୍ତୁ |ରାତିରେ ସୁଇବା ସମୟରେ ଆପଣ ଏହି ତେଲ ହାଲକା ଉଷମ ଥିବା ସମୟରେ ଏହାକୁ ଜଏଣ୍ଟ ଜାଗାରେ ଲଗାଇ ମାଲିସ କରନ୍ତୁ |ଏହି ତେଲକୁ ଆପଣ ଦିନରେ ଯେକୌଣସି ସମୟରେ ମଧ୍ୟ ଲଗାଇ ପାରିବେ, ଏହିପରି ଆପଣ ଦିନରେ ଦୁଇରୁ ତିନିଥର ନିହାତି ଲଗାନ୍ତୁ |

ଏହିପରି ଆପଣ କିଛି ଦିନ ଲଗାତାର ଭାବରେ କରନ୍ତୁ ଦେଖିବେ ଏହି ପରି କିଛି ଦିନ କରିବା ଦ୍ଵାରା ଆପଣଙ୍କ ଜଏଣ୍ଟ ପେନ ପରି ସମସ୍ୟା ଧୀରେ ଧୀରେ ସମ୍ପୂର୍ଣ ଭଲ ହୋଇଯିବ |ଅପଣଂକର ଏହି ସମସ୍ୟା ଆଉ କେବେ ହେବ ନାହିଁ |ଏହି ଘରୋଇ ଉପଚାର ଏକ ଆୟୁର୍ବେଦି ଉପଚାର ଅଟେ, ଏଥିରେ ଆପଣ କୌଣସି ସାଇଡ ଇଫେକ୍ଟ ଦେଖିବାକୁ ପାଇବେ ନାହିଁ |ଏହା ଆପଣକୁ ଜଏଣ୍ଟ ପେନ ପରି ସମସ୍ୟା ପାଇଁ ରାମବାଣ ପରି କାମ କରିଥାଏ, ଏହି ଉପଚାର ବହୁତ ପୁରାତନ କାଳର ଘରୋଇ ଉପଚାର ଅଟେ |ଏହା ଉପଚାର କିଛି ଦିନ ବ୍ୟବହାର କରିବା ଦ୍ଵାରା ଆପଣ ସମ୍ପୂର୍ଣ ସୁସ୍ଥ ଅନୁଭବ କରିବେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Comment