Viral Video – ଅଙ୍ଗନବାଡ଼ି ଗୀତରେ ଅଣ୍ଟା ହଲାଇ ଜବରଦସ୍ତ ଡ୍ୟାନ୍ସ କଲେ ଅଙ୍ଗନବାଡି ଦିଦି…. ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ମାନ ଆମ ମାନଙ୍କ ସାମ୍ନା କୁ ଆସିଥାଏ ଜାହା ଆମ ମନକୁ ଖୁସି କରେଇ ଦେଇଥାଏ ଆଉ ସେହି ଭଳି ଭିଡ଼ିଓ ରୁ ଅନେକ କିଛି କଥା ଶିଖିବାକୁ ମଧ୍ୟ ମିଳିଥାଏ | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ଦେଖିବାକୁ ମିଳିଛି କି କେଉଁ ଭଳି ଭାବରେ ଅଙ୍ଗନବାଡି ଦିଦି ଜଣଙ୍କ ସୁନ୍ଦର ଭାବରେ ଗୀତ ଆଉ ନାଚ ମାଧ୍ୟମରେ ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି ତାହା ଏଠାରେ ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ସୂଚନା ଅନୁସାରେ ଏହି ଭଳି ଅଙ୍ଗନବାଡି ଦିଦି ଜଣଙ୍କର ଡାନ୍ସ କରୁଥିବାର ଦେଖିବାକୁ ମିଳିଛି ଛତ୍ରପୁର ରେ |ଆଉ ଯେଉଁଠି ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ଅଙ୍ଗନବାଡି ଦିଦି ଜଣଙ୍କ ସୁନ୍ଦର ଭାବରେ ପିଲାମାନଙ୍କୁ ଗୀତ ଆଉ ଡାନ୍ସ ମାଧ୍ୟମରେ ପାଠ ପଢାଇବା ପାଇଁ ଲାଗିଛନ୍ତି | ତାହା ସହିତ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଆଜି କାଲି ସରକାର ଙ୍କ ତରଫରୁ ପିଲାମାନଙ୍କର ପାଠ ପଢିବା ପାଇଁ ସରକାର ଙ୍କ ତରଫରୁ ବିଭିନ୍ନ ପ୍ରକାରର ବ୍ୟବସ୍ତା କରିବା ସହିତ ବିଭିନ୍ନ ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦିଆଯାଉଛି |

ଆଉ ଯାହା ଫଳରେ ପିଲାମାନଙ୍କର ପାଠ ପଢା ପ୍ରତି ଆଗ୍ରହ ଧୀରେ ଧୀରେ ବଢିବାକୁ ଲାଗୁଛି ବୋଲି ମଧ୍ୟ ଦେଖିବାକୁ ମିଳୁଛି |ବିଶେଷ କରିକି ଛୋଟ ଛୋଟ ଅଙ୍ଗନବାଡି ରେ ପଢ଼ୁଥିବା ପିଲାମାନେ ଗୀତ ଆଉ ନାଚ କୁ ଅଧିକ ପସନ୍ଦ କରିଥାନ୍ତି | ଆଉ ଯେଉଁଥିପାଇଁ ଅଙ୍ଗନବାଡି ଦିଦି ଜଣଙ୍କ “ମୁଁ ହେଉଛି ଗାଡ଼ି ” ଗୀତ ରେ ସୁନ୍ଦର ଭାବରେ ନାଚ ମାଧ୍ୟମରେ ପଢାଇବାକୁ ଲାଗିଥିଲେ ବୋଲି କୁହାଯାଉଛି | ତେବେ କେଉଁ ଭଳି ଭାବରେ ଗାଡ଼ି ଚାଲିଥାଏ ସେଥିରେ ତେଲ ପକାଇବା ର ଆବଶ୍ୟକତା ରହିଛି, ତାହା ସହିତ ଟ୍ରାଫିକ ନିୟମ ଗୁଡିକ ବିଷୟରେ ମଧ୍ୟ କୁହାଯାଇଛି |

ଟ୍ରାଫିକ ରେ ନାଲି, ନୀଳ ଓ ହଳଦିଆ ବତୀ କେଉଁ କେଉଁ ନିୟମ କୁ ବୁଝାଇଥାଏ ତାହା ଏହି ଭଳି ଗୀତ ଆଉ ନାଚ ମାଧ୍ୟମରେ ବୁଝାଇବାକୁ ଲାଗିଛନ୍ତି ଅଙ୍ଗନବାଡି ଦିଦି ଜଣଙ୍କ | ଆଉ ଦିଦି ଙ୍କର ନାଚ ଆଉ ଗୀତ ସହିତ ପିଲାମାନେ ମଧ୍ୟ ଦେଖି ଦେଖି ନାଚିବାକୁ ଲାଗିଛନ୍ତି ବୋଲି କୁହାଯାଉଛି | ଆଉ ଏହି ଭଳି ଭାବରେ ଛୋଟ ଛୋଟ ପିଲାମାନଙ୍କୁ ପାଠ ପଢାଇବାର ଶୌଳି ସମସ୍ତ ଙ୍କୁ ବେଶ ପସନ୍ଦ ଆସିଛି ଜାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment