ତେବେ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବିଶେଷ କରିକି ଅନେକ ସମୟରେ ଦେଖିବାକୁ ମିଳିଥାଏ ଫ୍ଲିମ ଇଣ୍ଡୋଷ୍ଟ୍ରି ରେ କାମ କଟୁଥିବା ଅବିନେତା ଆଉ ଅଭିନେତ୍ରୀ ମାନେ ଲୋକ ମାନଙ୍କୁ ଅନେକ ସମୟରେ ଗରିବ ଲୋକ ମାନଙ୍କ ପାଇଁ ଅନେକ କାମ କରିଥାନ୍ତି ଓ ସାହାଯ୍ୟ ମଧ୍ୟ କରିଥାନ୍ତି | ତେବେ ଆପଣ ମାନେ ଆଜି ସେହି ଭଳି ଜଣେ ଅଭିନେତା ଙ୍କ ବିଷୟରେ କହିବାକୁ ଯାଉଛି କିଏ କି ତାଙ୍କର ଅଙ୍ଗ କୁ ଦାନ କରିବେ ବୋଲି କହିଛନ୍ତି ଓ ତାହା ପାଇଁ ପାଞ୍ଜୋକରଣ ମଧ୍ୟ କରିଛନ୍ତି ସେ | ତେବେ ସେହି ଭଲି ଜଣେ ଏକ୍ଟର ହେଉଛନ୍ତି ସାଉଥ ଅଭିନେତା ବିଜୟ ଦେବରକୁଣ୍ଡା | ତେବେ ଆସନ୍ତୁ ଭାଇରାଲ ବେଉଥିବା ସେହି ଭିଡ଼ିଓ ଟି ଉପରେ ନଜର ପକାଇବା |
ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ନିଜର ଅଭିନୟ ମାଧ୍ୟମରେ ଲୋକ ମାନଙ୍କର ହୃଦୟରେ ସ୍ୱତନ୍ତ୍ର ଜାଗା ବନେଇ ପାରିଥିବା ଟେଲେଣ୍ଟେଣ୍ଟ ଅଭିନେତା ସାଉଥ ଅଭିନେତା ବିଜୟ ଦେବରକୁଣ୍ଡା ଙ୍କ ବିଷୟରେ | ଆଉ ଯାହା କୁହାଯାଉଛି କି ଅନେକ ପ୍ରକାରର ଫ୍ଲିମ କରି ସେ ଦର୍ଶକ ମାନଙ୍କର ପ୍ରସଂଶା ସାଉଟୁଥିବା ବେଳେ ବର୍ତ୍ତମାନ ସେ ପ୍ରସଂଶା ସଉଟୁ ଛନ୍ତି ତାଙ୍କର ପ୍ରତିଶୃତି କୁ ନେଇକି | ଆଉ ଯେଉଁଠି କୁହାଯାଉଛି କି ସେ ଏକ ମେଡିକାଲ ଇଭେଣ୍ଟ ରେ ତାଙ୍କର ଅଙ୍ଗ ଦାନ କରିବେ ବୋଲି କହିଛନ୍ତି |
ଖାଲି ଅଭିନେତା ବିଜୟ ଦେବରକୁଣ୍ଡା ନୁହନ୍ତି ତାଙ୍କର ମା ମାଧବୀ ଦେବରକୁଣ୍ଡା ମଧ୍ୟ ତାଙ୍କର ଅଙ୍ଗ ଦାନ କରିବେ ବୋଲି କହିଛନ୍ତି | ତେବେ ତାଙ୍କର କହିବା କଥା ଅନୁସାରେ ଡାକ୍ତର ମାନ ଙ୍କ କଥା ହେଉଛି କି ଆଜି କାଲି ମେଡିକାଲ ରେ ଅନେକ ପ୍ରକାରର ଅଷ୍ଟ୍ରପ୍ରଚାର ହେଉଛି | ତାହା ସହିତ ଅନେକ ଜିନିଷ ମଧ୍ୟ ଆବଶ୍ୟକ ହେଉଛି ତେଣୁ ତାଙ୍କର ଜୀବନ ଗଲା ପରେ ତାଙ୍କର ଅଙ୍ଗ ରେ ଆଉ କିଏ ଦୁନିଆ ଦେଖୁ ଆଉ କାମରେ ଲଗାନ୍ତୁ ସେ ଏମିତି କିଛି ଚାହିଁଛନ୍ତି | ଆଉ ତାହା ସହିତ ଅନେକ ସମୟରେ ଦେଖିବାକୁ ମିଳିଛି କି ଏହି ଅଭିନେତା ଅର୍ଜୁନ ଗରିବ ଲୋକ ମାନଙ୍କୁ ଅନେକ ସମୟରେ ସାହାଯ୍ୟ କରିଥାନ୍ତି |
ତାହା ସହିତ ତାଙ୍କର ଅଭିନୟ ହେଇ ବା ଅନ୍ୟ କୌଣସି କାମ ପାଇଁ ଯାହା ବି ଟଙ୍କା ପଇସା ମିଳେ ତାହାକୁ ସେ ଅନାଥ ଆଶ୍ରମକୁ ଦାନ କରି ଦେଇଥାନ୍ତି ବୋଲି | ଆଉ ତାଙ୍କର ଏହି ସବୁ କଥା ତାଙ୍କ ପାଖକୁ ଦର୍ଶକ ମାନଙ୍କୁ ଆକୃଷ୍ଟ କରେଇଥାଏ ବୋଲି କୁହାଯାଉଛି | ଆଉ ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ସହିତ ଅର୍ଜୁନ ଙ୍କର ବହୁତ ପ୍ରସଂଶା ମଧ୍ୟ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।