Odisha News Portal

ଏମିତି ଏକ ଚମତ୍କାର ମନ୍ଦିର ଯେଉଁଠାରେ ମୂର୍ତ୍ତି ର ଆକାର ଆଶ୍ଚର୍ଯ୍ୟ ଜନକ ଭାବେ ବଢ଼ି ଚାଲିଛି ! ବୈଜ୍ଞାନିକ ମାନେ କହିଲେ ଏମିତି ….

0 0

ଭାରତ ଦେଶ ତ ମନ୍ଦିର ରେ ଭର୍ତ୍ତି, ଭାରତର ପ୍ରତ୍ୟେକ ସ୍ଥାନ ରେ ଭଗବାନ ମାନଙ୍କର ମନ୍ଦିର ଏବଂ ସେମାନଙ୍କ ର ବିଭିନ୍ନ ରୂପ ସବୁ ଦେଖିବାକୁ ମିଳେ। ତେବେ ଆମ ହିନ୍ଦୁ ଧର୍ମ ରେ ଭଗବାନ ଏବଂ ସେମାନଙ୍କ ର ବାହାନ ମାନଙ୍କୁ ମଧ୍ୟ ପୂଜା କରାଯାଏ। ଲୋକ ମାନେ ଅନେକ ବିଶ୍ୱାସ ଏବଂ ଭକ୍ତି କରିଥାଆନ୍ତି ଠାକୁର ମାନଙ୍କୁ। ହିନ୍ଦୁ ଧର୍ମ ରେ ୩୩ କୋଟି ଦେବା ଦେବୀ ଅଛନ୍ତି ବୋଲି ବିଶ୍ୱାସ କରାଯାଏ। ତେବେ ସେମାନଙ୍କୁ ଅନେକ ରୂପ ରେ ଆମ ଦେଶର ବିଭିନ୍ନ ସ୍ଥାନରେ ପୂଜା କରାଯାଏ। ଭଗବାନ ମାନଙ୍କର ଭିନ୍ନ ଭିନ୍ନ ରୂପ ସହ ଅନେକ ପ୍ରକାର ର ଆଶ୍ଚର୍ଯ୍ୟକର ଚମତ୍କାରିତା ମଧ୍ୟ ରହିଛି।

ଅନେକ ମନ୍ଦିର ମାନଙ୍କ ରେ ତ ଏପରି କିଛି ଆଶ୍ଚର୍ଯ୍ୟ ର କଥା ଦେଖିବାକୁ ମିଳେ ଯାହାକୁ ଲୋକ ମାନେ ଶୁଣି ଆଶ୍ଚର୍ଯ୍ୟ ହୋଇଥାଆନ୍ତି ଏବଂ କହିଥାନ୍ତି ଭଗବାନ ଙ୍କ ର ଲୀଳା କେହି ଜାଣି ପାରିବେ ନାହିଁ। ଆମେ ଆମ ରାଜ୍ୟ ର ବଡଦେଉଳ ଜଗନ୍ନାଥ ଙ୍କ ମନ୍ଦିର ଦେଖିବା ଯଦି ସେହି ମନ୍ଦିର କୁ ନେଇ ଅନେକ ଇତିହାସ, ରହସ୍ୟମୟୀ କଥା ଏବଂ ଆଶ୍ଚର୍ଯ୍ୟକର କଥାକଳା ରହିଛି।

ଆମ ଦେଶରେ ଯେଉଁ ସବୁ ମନ୍ଦିର ଦେଖିବାକୁ ମିଳେ ସେହି ସବୁ ମନ୍ଦିର ରେ ଏକ ଏକ ଆଶ୍ଚର୍ଯ୍ୟକର କଥା ମଧ୍ୟ ଦେଖିବାକୁ ମିଳେ।ଏମିତି ଏକ ଚମତ୍କାର ମନ୍ଦିର ଯେଉଁଠାରେ ମୂର୍ତ୍ତି ର ଆକାର ଆଶ୍ଚର୍ଯ୍ୟ ଜନକ ଭାବେ ବଢ଼ି ଚାଲିଚି ।ଆଜି ଆମେ ଏମିତି ଏକ ମୂର୍ତ୍ତି ବିଷୟରେ କହିବୁ ଯାହାର ଆକାର ଆଶ୍ଚର୍ଯ୍ୟ ଜନକ ଭାବେ ବୃଦ୍ଧି ପାଇବାରେ ରହିଛି ।ବୈଜ୍ଞାନିକ ମାନେ ଭି ଏମିତି ହେବାର କାରଣ ଜାଣି ପାରୁନାହାନ୍ତି ।ଆଜି ଆମେ ଦକ୍ଷିଣ ଭାରତ ର ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ ଯାହାର ଆକାର ଆଶ୍ଚର୍ଯ୍ୟ ଜଣକ ଭାବେ ବଢ଼ିବାରେ ଲାଗିଛି ।

ଏହି ମନ୍ଦିର ଟି ହଉଚି ଶିବ ପାର୍ବତୀ ଙ୍କ ର କିନ୍ତୁ ଏଠାରେ ଥିବା ନନ୍ଦୀ ଙ୍କ ଆକାର ବଢ଼ିବାରେ ଲାଗିଚି ।ଆନ୍ଦ୍ରପ୍ରଦେଶ ର କୁର୍ନୂଲ ରେ ଅବସ୍ଥିତ ଏଇ ମନ୍ଦିର ର ନାମ ଶ୍ରୀ ୟଙ୍ଗତି ଉମା ମହେଶ୍ୱର ମନ୍ଦିର ।ଏହି ମନ୍ଦିର ରେ ଥିବା ମନ୍ଦିର ରେ ନନ୍ଦୀ ର ଆକାର ଏତେ ମାତ୍ର ରେ ବଢୁଛି ଯେ ସେଠାରେ ଥିବା ସ୍ତମ୍ଭ କୁ ଭାଙ୍ଗିବାକୁ ପଡୁଛି ।ଏହି ମନ୍ଦିର ଟି ବୈଷ୍ଣବ ପରମ୍ପରା ଅନୁଯାୟୀ ତିଆରି ହୋ।ଏହା ୧୫ତମ ଶତାବ୍ଦୀ ରେ ବିଜୟା ନଗର ସାମ୍ରାଜ୍ୟ ର ସଙ୍ଗମ ରାଜ ବଂଶ ରାଜା ହରିହର ବୁକା ରାୟ ନିର୍ମାଣ କରିଥିଲେ ।ଏହି ମନ୍ଦିର ହାଇଦ୍ରାବାଦ୍ ଠାରୁ ୩୦୮ କିଲୋମିଟର ଏବଂ ବିଜୟୱାଡା ଠାରୁ ୩୫୯ କିଲୋମିଟର ଦୂରରେ ଅବସ୍ଥିତ ।

ଭକ୍ତ ମାନେ ବିଶ୍ୱାସ କରନ୍ତି ଯେ ଏହି ମନ୍ଦିର ସାମ୍ନା ରେ ଥିବା ନନ୍ଦୀ ଙ୍କ ମୂର୍ତ୍ତି ପ୍ରଥମେ ବହୁତ୍ ଛୋଟ ଥିଲା କଳା କ୍ରମେ ତାହା ୨୦ ବର୍ଷ ରେ ୧ଇଞ୍ଚ୍ ବଢୁଛି ।ସେମାନେ କହିଛନ୍ତି କି ମୂର୍ତ୍ତି ଟି ଜଉ ପଥର ରେ ତିଆରି ହେଇଚି ତାହା କାଳ କ୍ରମେ ବିସ୍ତାରିତ ହୋଇଥାଏ ।ସ୍ଥାନୀୟ ଲୋକେ ଙ୍କ କହିବା ଅନୁଯାଇ ଏହି ମନ୍ଦିର ଟି ଅଗସ୍ତି ଋଷି ଙ୍କ ଏଠାରେ ତପସ୍ୟା କରୁଥିଲେ ଓ ସେ ହିଁ ଏଇ ମନ୍ଦିର ନିର୍ମାଣ କରିଛନ୍ତି ବୋଲି କୁହାଯାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।