ଅମ୍ବାନୀର ଜିଓ ସିମ ଛତା ପକେଇ ବିକିବାକୁ ଯଦି ଆମେ ଚାକିରୀ ଭାବିବା ..ତାହାଲେ ଭାରତରେ 10 ଲକ୍ଷ ଚାକିରୀ ଅଛି … ଏହି ଯୁବକ ଖୋଲିଦେଲେ ସରକାର ଙ୍କ ସବୁ ଗୁମର… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ଦିନକୁ ଦିନ ଆମ ଦେଶରେ ବେକାରିଙ୍କ ସଂଖ୍ୟା ବଢି ବଢି ଯାଉଛି , ଅନେକ ଯୁବପିଢ଼ି ବହୁତ ପାଠ ପଢି ମଧ୍ୟ ବେକାର ହୋଇ ଚାକିରୀ ଖଣ୍ଡିଏ ନ ପାଇଁ ବୁଲୁଛନ୍ତି, କିନ୍ତୁ ସରକାର ସବୁବେଳେ ଯୁବପିଢ଼ି ମାନଙ୍କୁ ମିଛ ଆଶା ଦେଉଛନ୍ତି, ଆଉ ଚାକିରିରୁ ଲୋଭ ଦେଖାଇ ଯୁବ ପିଢ଼ି ମାନଙ୍କୁ ମିଛ ଆଶା ଦେଇଆସୁଛନ୍ତି | କିନ୍ତୁ କାମରେ ତାକୁ କରିକି ଦେଖାଇ ପାରୁନାହାନ୍ତି, ସମସ୍ତ ଗମେଣ୍ଟ ସଂସ୍ଥା ବା ଚାକିରୀ ମଧ୍ୟ ଏବେ ପ୍ରାଇଭେଟ ହେଇଯାଉଛି, ତେଣୁ ଏବେ ସରକାରଙ୍କ ଦ୍ୱାରା ପ୍ରକାଶ ପାଇଥିଲା 10 ଲକ୍ଷ ସରକାରୀ ଚାକିରୀ ବିଷୟରେ ପ୍ରକାଶ କରି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଯୁବକ ଜଣଙ୍କ, ଆଉ କଣ ସବୁ କହିଛନ୍ତି ଯୁବକ ଜଣଙ୍କ ଆସନ୍ତୁ ଜାଣିବା |

ହଁ ବନ୍ଧୁଗଣ ଯୁବପିଢ଼ି ମାନଙ୍କୁ ପ୍ରତିବର୍ଷ ଚାକିରିରୁ ମିଛ ଆଶା ଦିଆ ଯାଉଛି ଓ ଶେଷରେ କିଛି ଲାଭ ହେଉନି, କଥା ସେମିତି ରହିଯାଉଛି କଥାରେ , ବିଗତ ବର୍ଷ ରେ ଆମ କେନ୍ଦ୍ର ସରକାରୀ ଅର୍ଥାତ ଆମ ପ୍ରଧାନମନ୍ତ୍ରୀ କହିଥିଲେ କି ସାରା ଦେଶରେ 8 କୋଟି ର ଚାକିରୀ ଯୋଗାଇ ଦେବେ ବୋଲି, କିନ୍ତୁ ଦୀର୍ଘ 2 ବର୍ଷ ବିତିଯାଇଥିଲା ପରେ 16 କୋଟି ର ଚାକିରୀ ଅର୍ଥାତ ନିଯୁକ୍ତି ଦେବା କଥା କିନ୍ତୁ ଚାକିରି କାହିଁ ବୋଲି ପ୍ରଶ୍ନ କରିଛନ୍ତି ଯୁବକ ଜଣଙ୍କ |

ତେଣୁ ଯୁବକ ଜଣଙ୍କ କହିଛନ୍ତି ଯଦି ମୁକେଶ ଅମ୍ବାନୀ ଭଳି ଲୋକଙ୍କର ଜିଓ ସିମକୁ ଆମ ଦେଶର ନାଗରିକ ମାନେ ଛତା ଧରି ବିକ୍ରି କରିବେ ତାହେଲେ ସେହି ଭଳି ଚାକିରୀ ମିଳିବ ବୋଲି କହିଛନ୍ତି |ତେବେ ବର୍ତ୍ତମାନ ସରକାର ଯୋଉ ଘେଷଣା କରିଛନ୍ତି କି ଦଶ ବର୍ଷ ମଧ୍ୟରେ 10 ଲକ୍ଷ ଚାକିରୀ ତେବେ ସେ ଗୁଡିକ ଆସିବ କୋଉଠୁ, ଏବେ ଯୁବକ ଜଣଙ୍କ ପ୍ରଶ୍ନ କରିଛନ୍ତି|

କଂଗ୍ରେସ ସରକାର ଙ୍କ ସମୟରେ ଯାହାବିଥିଲା ଅର୍ଥାତ ବ୍ୟାଙ୍କ ଭଳି ସମସ୍ତ ଜିନିଷ ଏବେ ଘେରେଇ କରଣ ହେଇଯାଉଛି, ଯେତେ କମ୍ପାନୀ, ଯେତେ ବନ୍ଦର , ଯେତେ ଏଆର୍ପୋଟ ସବୁକୁ ସରକାର ଘରେଇ କରଣ କରିଦେଉଛନ୍ତି, ଯେତିକି ସିନେଣ୍ଟ କଳ ଥିଲା ତାକୁ ଆଦାନୀ ନିଜେ କିଣି ନେଉଛନ୍ତି, ଆଉ ବଡ ବଡ ରାଷ୍ଟ୍ରୀୟ ସମ୍ପତି ଯୋଉଁଠାରେ କି ଲୋକଙ୍କୁ ନିଯୁକ୍ତି ଦିଆଯାଇପାରିଥାନ୍ତା ସେ ସବୁ ର ଆମ ଦେଶର ପ୍ରଭାବ ଶାଳୀ ଲୋକ ମାନେ ଘରେଇ କରଣ କରିନେଉଛନ୍ତି |

ତେବେ ଯୁବକ ଜଣଙ୍କ ସେସିଆଲ ମିଡିଆର ସାମ୍ନାରେ କହିଛନ୍ତି କି ଯଦି ଅମ୍ବାନୀ ଙ୍କର 5G କୁ ବିକିବା ପାଇଁ ଓ ଆଦାନୀଙ୍କର ସିମେଣ୍ଟ କୋଳ ରେ ଅଖା ସିଲେଇ ପାଇଁ ଦିଅନ୍ତି ତାହେଲେ ଆମ ଯୁବ ପିଢ଼ି ମାନେ ହୁଏତ ଚାକିରୀ ପାଇପାରିବେ, ଓ କେନ୍ଦ୍ର ସରକାର 10 ଲକ୍ଷ ଚାକିରୀ ଦେଇପାରନ୍ତି, ନହେଲେ ଚାକିରୀ ଦେବା ପାଇଁ ଆଉ ଚାକିରୀ ନାହିଁ | ଯୁବକ ଟିର ଏପରି କଥା ବର୍ତ୍ତମାନ ସେସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାକୁ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment