ଅମାନିଆ ବାଇକ ଚାଳକ ସାବଧାନ ! ଆସିଲା ନୂଆ ନିୟମ… Bike ଚଳାଉଥିଲେ ଥରୁଟିଏ ନିଶ୍ଚୟ ଦେଖନ୍ତୁ

ଏମିତି ଏବେ ପୋଲିସ କମିଶନରେଟ ଙ୍କର ନୂଆ ନିୟମ ଆସିଛି। ବେଳେବେଳେ ବିଭିନ୍ନ ସମୟରେ ଯାତାୟାତ ପରିବହନ କ୍ଷେତ୍ରରେ ନୂଆ ନୂଆ ନିୟମ ଆସିଥାଏ। ଏବେ ସେହିପରି ନୂତନ ନିୟମ ନେଇକି କମିଶନରନେଟ ପୋଲିସ ଏବେ ତତ୍ପର ହୋଇ ପଡିଛନ୍ତି। ଆଉ କହିବାକୁ ଗଲେ ସବୁ ବେଳେ ଏହିଭଳି ପରିବର୍ତ୍ତନ ହେବା ଦରକାର ଯାହା ପୋଲିସ କରିଛନ୍ତି। ଏହି ଷ୍ଟେପ ପାଇଁ ବିଭିନ୍ନ ସମୟରେ ସାଧାରଣ ଲୋକ ମାନେ ନିୟମ କୁ ସ୍ୱାଗତ ମଧ୍ୟ କରି ଥାଆନ୍ତି। ଏହିଠାରେ ନୂତନ ନିୟମ କୁ ନେଇ ଚର୍ଚ୍ଚାରେ ପୋଲିସ ପ୍ରଶାସନ। ଆଉ ସମୟେ ସମୟେ ଅଧିକାଂଶ ଲୋକେ ଏହି ସବୁ ନିୟମକୁ ଉଲଂଘନ ମଧ୍ୟ କରୁଥିବାର ଦେଖା ଦେଇଥାଏ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କଣ ସବୁ ନୂଆ ନିୟମ ଆସିଛି।

ଆଉ ଏବେ ନୂଆ ନିୟମ କୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। ଆଉ ବିଭିନ୍ନ ଗାଡି ମଟର ନିୟମ କୁ ନେଇ ବିଭିନ୍ନ ସମୟରେ ସମାଲୋଚନା ହୋଇଥିବା ବେଳେ ଏହି ସବୁ ପରିବର୍ତନ କରା ଯାଇଥାଏ। କମିଶନରେଟ ପୋଲିସର ବଡ଼ ନିଷ୍ପତ୍ତି ଯାହା ସାଧାରଣ ଲୋକଙ୍କ ପାଇଁ ସ୍ୱାଗତ ଯୋଗ୍ୟ ହୋଇଛି। ଆଉ ବେଳେ ବେଳେ ଦେଖା ଦେଇଥାଏ ଯୁବ ପିଢିମାନେ ଗାଡି କୁ ବହୁତ ଜୋର ରେ ଚଲେଇବା ସହିତ ଗାଡି କୁ ଗର୍ଜନ କରି ଥାଆନ୍ତି ଯାହା ପାଇଁ ପରବର୍ତ୍ତୀ ସମୟରେ ଦୁର୍ଘଟଣା ର ଶିକାର ହେବା ସହିତ ଅନ୍ୟ ସାଧାରଣ ଲୋକ ମଧ୍ୟ ଶିକାର ହୋଇ ଥାଆନ୍ତି।

ଆଉ ସମୟେ ସମୟେ ଦେଖା ଯାଇଥାଏ ଟ୍ରାଫିକ ପୋଲିସ ନିୟମ କୁ ନ ମାନିବ ସହିତ ସେଠାରେ ଉନ୍ମୁକ୍ତ କାଣ୍ଡ ମଧ୍ୟ ସୃଷ୍ଟି କରି ଥାଆନ୍ତି ଯେପରି ବେକ ରୁ ସୁନା ଚୋରି,ଟଙ୍କା ଚୋରି , ମାରଣତ୍ମାକ ଆକ୍ରମଣ ଇତ୍ୟାଦି ଭଳି ଯାହା ସବୁ ରାସ୍ତା ଉପରେ ଅପରାଧ ଜନକ। କିଛି ଦିନ ତଳେ ପଂଚାୟତ ନିର୍ଵାଚନ ଚାଲୁଥିଲା ଯେତେବେଳେ ବିଭିନ୍ନ ସଭ ସମିତି, ଗାଡି ରାଲି ଏବଂ ଟ୍ରାଫିକ ନିୟମର ଅବମାନନା ଇତ୍ୟାଦି ବହୁଳ ମାତ୍ରାରେ ଦେଖିବାକୁ ମିଳିଥିଲା ଯାହା କୁ ଦେଖି କମିଶନରେଟ ପୋଲିସ ଏବେ ନିୟମରେ କିଛି ପରିବର୍ତ୍ତନ ଆଣିଛନ୍ତି।

ଏଠାରେ ଯୁବ ପିଢ଼ି ମାନେ ଯେକୌଣସି ଗାଡି ଚଲାଉଛନ୍ତି ସେହି ଗାଡିକୁ ଟ୍ରାଫିକ ନିୟମ ବାହାରେ ସବୁ କରୁଛନ୍ତି ଯେପରି ଜୋରରେ ଚଲେଇବା,ଗାଡି ସାଉଣ୍ଡ କରିବା ପରି ବିଭିନ୍ନ ନିୟମ ଉଲଂଘନ କରି ଥାଆନ୍ତି। ଆଉ ଆଗରେ ଟ୍ରାଫିକ ରେ ଠିଆ ହୋଇଥିବା ବେଳେ ଜୋର ରେ ହାର୍ଣ୍ଣ କରି ଥାଆନ୍ତି ଯାହା ପାଇଁ ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପଡିଥାଏ ଏବଂ ଗାଡି ର ସ୍ପୀଡ଼ ନେଇ ବିଭିନ୍ନ ଦୁର୍ଘଟଣା ମାନ ସୃଷ୍ଟି କରି ଥାଆନ୍ତି। ଏହିପରି ନିୟମ ଉଲଂଘନ ଲୋକଙ୍କ ପାଇଁ କମିଶନରେଟ ପୋଲିସ ଏବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି। ଏବେ ମଧ୍ୟ ସେହିଭଳି କେତେକ ଲୋକଙ୍କ ଗାଡି କୁ ସିଜ କରି ଥାନାରେ ରଖିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment