ଅମ୍ଲାନ ମୋତେ ପଚାରିଲା ଦାଦା ମୁଖାଗ୍ନି କିଏ ଦେବ ..ମୁଁ କହିଲି ତତେ ସବୁ କରିବାକୁ ପଡିବ ,ଦେଖନ୍ତୁ Video …

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବର୍ତ୍ତମାନ ଏଭଳି ଏକ ଦୁଃଖର ଘଟଣା ବେଶ ଚର୍ଚ୍ଚା ହେବାରେ ଲାଗିଛି ତାହା ହେଉଛି ଅକ୍ଲାନ୍ତ ଙ୍କ ମୃତ୍ୟୁ କୁ ନେଇକି କିଛି ଘଟଣା ବିଷୟରେ |ଆଉ ଯେଉଁଠି ଅମ୍ଲାନ ତାଙ୍କର ଦାଦା ଙ୍କୁ ପଚାରିଛନ୍ତି ସାନ ଭାଇର ମୁହଁରେ ମୁଖାଗ୍ନି ଦେବା କଥା କୁ ନେଇକି କିଛି କଥା ବିଷୟରେ |ଆଉ ଯାହା ବର୍ତ୍ତମାନ ଅମ୍ଲାନ ଙ୍କର ଦାଦା କହିବାକୁ ଲାଗିଛନ୍ତି ମିଡ଼ିଆ ସାମ୍ନା ରେ ଆଉ ଦୁଃଖ ପ୍ରକାଶ କରିଛନ୍ତି |ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଜାଣିଥିବେ ଅଲିଉଡ ର ବେଶ ଜଣା ଶୁଣା ଅଭିନେତା ଯାହାଙ୍କର ଅଭିନୟ ର ଯାଦୁ ରେ ଦର୍ଶକ ମାନେ ତାଙ୍କ ଆଡକୁ ଆକୃଷ୍ଟ ହୋଇଥାନ୍ତି ସେ ହେଉଛନ୍ତି ସୁନାମ ଧନ୍ୟ ମିହିର ଦାସ ଙ୍କର ପୁଅ ଅମ୍ଲାନ ଦାସ |ଆଉ ଯିଏ କି ପ୍ରଥମେ ତାଙ୍କ ମା ଙ୍କୁ ହରାଇ ଥିଲେ ଆଉ ତାହା ପରେ ତାଙ୍କର ବାପା ଆଉ ଶେଷରେ ସେ ହରାଇଛନ୍ତି ସାନ ଭାଇ ଅକ୍ଲାନ୍ତ ଙ୍କୁ |ଆଉ ଅମ୍ଲାନ ଙ୍କର ଦାଦା ଙ୍କର କହିବା କଥା କି ଅକ୍ଲାନ୍ତ ଙ୍କ ଦେହ କିଛି ମାସ ହେବ ଖରାପ ଥିଲା ଆଉ ଯେଉଁଥିପାଇଁ ସେ କଟକ ର ସୃଷ୍ଟି ହସ୍ପିଟାଲ ରେ ଭର୍ତ୍ତି ହୋଇଥିଲେ |

କିନ୍ତୁ ସେଠାରେ ସେମିତି କିଛି ସୁବିଧା ନ ଥିବାରୁ ତାଙ୍କୁ ଏମ୍ସ ରେ ଭର୍ତ୍ତି କରାଯାଇଥିଲା | ଆଉ ଦିନ କୁ ଦିନ ତାଙ୍କର ସ୍ୱାସ୍ଥ ଅବସ୍ଥା ଖରାପ ହେବାରୁ ଶେଷରେ ତାଙ୍କର ମୃତ୍ୟୁ ଘଟିଥିଲା |ଆଉ ଅକ୍ଲାନ୍ତ କୁ ପଡିଵା ପାଇଁ ସ୍ୱର୍ଗ ଦ୍ୱାର କୁ ନେଇ ଯାଉଥିବା ବେଳେ ପରେ ସେଠାରୁ ଫେରି ଆସି ମିହିର ଦାସ ଙ୍କୁ ଯେଉଁଠାରେ ପୋଡ଼ା ଯାଇଥିଲା ସେଠାକୁ ନିଆ ଯାଇଥିଲା |ସେଠାରେ ଅମ୍ଲାନ ତାଙ୍କର ସାନ ଭାଇ ଙ୍କ ମୁହଁ ରେ ମୁଖାଗ୍ନି ରେ ବଡ଼ ହୋଇ କେମିତି ଦେବେ ବୋଲି ତାଙ୍କର ଦାଦା ଙ୍କୁ ପଚାରି ଥିଲେ |ଆଉ ଦାଦା ଙ୍କ କଥା ଅନୁସାରେ ସେ ମୁଖାଗ୍ନୀ ଦେଇଥିଲେ |

ତେବେ ଅମ୍ଲାନ ଙ୍କର ଦୁଃଖ ବିଷୟରେ କହିବା ସହିତ ସେ ଅମ୍ଲାନ ଙ୍କର ଆଈ ଙ୍କ ବିଷୟରେ କହିଛନ୍ତି |କାରଣ ତାଙ୍କ ଆଗରେ ସମସ୍ତ ଙ୍କର ମୃତ୍ୟୁ ଘଟୁଛି କିନ୍ତୁ ସେ କାହାକୁ ତାଙ୍କର ଦୁଃଖ ଦେଖାଇ ପାରୁ ନାହାନ୍ତି ବୋଲି କହିଛନ୍ତି ଅମ୍ଲାନ ଙ୍କର ଦାଦା, ଆଉ ତାହା ସହିତ ଦୁଃଖ ପ୍ରକାଶ ମଧ୍ୟ କରିଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment