Odisha News Portal

ଆଲୋକ ସହ ମୋର ସବୁ ସରିଛି… ଏ ନେଇ ସବୁ ମିଡ଼ିଆ ସାମ୍ନାରେ ଖୋଲି କହିଦେଲେ ଏହି ମହିଳା… ଦେଖନ୍ତୁ Video

ସୋସିଆଲ ମିଡ଼ିଆରେ ଏହିପରି ଅନେକ ଭିଡ଼ିଓ ନଜରକୁ ଆସିଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥାଏ। ଏବେ ସେହିପରି ଜଣେ ମହିଳା ଦୁଇଟା ସନ୍ତାନ ର ମାଆ ହେବା ପରେ ମଧ୍ୟ ଜଣେ ଯୁବକ ସହିତ ପ୍ରେମ ସମ୍ପର୍କ ରଖିଥିଲେ ତାହା ପରେ ଯାହା ହେଲା ଆସନ୍ତୁ ଜାଣିବା। ଏଠାରେ ଏବେ ଏକ ଭିଡ଼ିଓ ଜୋର ରେ ଭାଇରଲ ହୋଇଛି ଯେଉଁଠି ଜଣେ ମହିଳା ଙ୍କୁ ଦେଖିବାକୁ ମିଳିଛି। ସେଠାରେ ସେ ନିଜ ର ପ୍ରେମ କୁ ପାଇବା ପାଇଁ ଲଢେଇ କରିଛନ୍ତି।

ଆଉ ଅନ୍ୟପଟେ ପ୍ରେମିକ ଅନ୍ୟ ଏକ ଯୁବକ ସହିତ ବିବାହ କରିଛନ୍ତି ଯାହା ଏବେ କୌଣସି ଫିଲ୍ମ ନୁହେଁ ବାସ୍ତବ ଜୀବନ ରେ ଘଟି ଯାଇଛି। ବିଭିନ୍ନ ସମୟରେ ସୋସିଆଲ ମିଡ଼ିଆରେ ପ୍ରେମ କୁ ନେଇ ଅନେକ ଘଟଣା ସାମ୍ନା କୁ ଆସିଥାଏ ଯେଉଁଠି ପ୍ରେମ ନ ପାଇବା ରୁ ପ୍ରେମିକ ମାନେ ପ୍ରତାରଣା ସହ୍ୟ କରି ନ ପାରି ଜୀବନ ମଧ୍ୟ ହାରି ଦେଇ ଥାଆନ୍ତି। ଆଉ ବେଳେ ବେଳେ ଯୁବତୀ ମାନେ ମଧ୍ୟ ଏହି ପ୍ରେମ ପାଇଁ ଫସି ଯାଇ ଥାଆନ୍ତି।

ସେମାନେ ପ୍ରେମିକ ର ମିଛ ପ୍ରେମ ରେ ଉବୁଟୁବୁ ହୋଇ ସବୁ କିଛି ଭୁଲି ଯାଇ ଥାଆନ୍ତି। ଆଉ ସେହି ପ୍ରେମିକ ଜଣଙ୍କ ବିବାହିତ ରହିଥାଏ ତାହା ମଧ୍ୟ ଜାଣି ନ ଥାଏ।ଯାହା ପରବର୍ତ୍ତୀ ସମୟରେ ଏମିତି ସବୁ ଘଟଣା ଘଟିବା ଦ୍ଵାରା ସାମ୍ନା କୁ ଆସିଥାଏ। ହେଲେ ଏବେ ଜଣେ ବିବାହିତ ମହିଳା ଏବଂ ତାଙ୍କର ଦୁଇଟି ସନ୍ତାନ ରହିଛି ଯାହା କୁ ଜାଣିବା ପରେ ଯୁବକ ଜଣଙ୍କ ପ୍ରେମ କରିଥିଲେ। ଆଉ ଏହି ମହିଳା ଜଣଙ୍କ ସେହି ଯୁବକ ଠାରୁ ବୟସ ରେ କିଛି ବର୍ଷ ବଡ଼ ରହିଛି। ଆଉ ଏବେ ସେହି ମହିଳା ଜଣଙ୍କ ସେହି ଯୁବକ ଙ୍କୁ ବିବାହ କରିବା ପାଇଁ ଥାନା ରେ ଅଭିଯୋଗ ଆଣିଛନ୍ତି। ଆଉ ସେ କହିଛନ୍ତି ଯେ ପ୍ରଥମେ ତାଙ୍କ ସହିତ ଅଟୋ ଯିବା ସମୟରେ ଜବରଦସ୍ତ ପ୍ରେମ ନିନେଦନ କରିଥିଲେ।

ଆଉ ତାହା ପରେ ସେହି ଯୁବକ ଜଣଙ୍କ ଦିନେ ନା ଦେଖିଲେ ରହି ପାରୁ ନଥିଲେ ଯାହା ଏଠାରେ ମହିଳା ଜଣଙ୍କ କହିଛନ୍ତି। ଆଉ ଏବେ ସେ କହିଛନ୍ତି ଯେ ସେତେବେଳେ ଏତେ ପ୍ରେମ ଦେଇଥିଲେ ଯାହା ପାଇଁ ମୁଁ ତାଙ୍କୁ ଛାଡି କେମିତି ରହିବି। ସେହି ଯୁବକ ଜଣଙ୍କ ଏବେ ଅନ୍ୟତ୍ର ବିବାହ କରିବା ପାଇଁ ତାଙ୍କ ଘର ଲୋକ ଜବରଦସ୍ତ କରି ଦେଇଛନ୍ତି। ଏହି ସମୟ ରେ ମହିଳା ଜଣଙ୍କ ପହଂଚି ଯାଇଥିଲେ ଯାହାର ପରବର୍ତ୍ତୀ ସମୟରେ ଘଟଣା ସବୁ ନଜରକୁ ଆସିଛି। ଏମିତି ସବୁ ସମାଜ ରେ ପ୍ରେମ କୁ ନେଇ ଅନେକ ଘଟଣା ଘଟି ଯାଉଛି ଯାହା ଆପଣ ମାନେ ମଧ୍ୟ ଦେଖିଥିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।