Odisha News Portal

ହଟାତ୍ ଆକାଶରୁ ଖସିଲା ଏମିତି ଜିନିଷ ଯାହାକୁ ଦେଖି ଗାଁ ରେ ଚାଞ୍ଛଲ୍ୟ ଖେଳିଗଲା ! ଆପଣ ସେହି ଚତ୍ମକାରୀ ଜିନିଷ ସମ୍ପର୍କରେ ଜାଣିଲେ ବେହୋସ ହୋଇଯିବେ…..

0 5

ତାମିଲନାଡୁର ଭେଲୋରରେ ଗୋଟିଏ ଏମିତି ଘଟଣା ଘଟିଛି ଯାହା ଆପଣ ଜାଣିବା ପରେ ପୂରା ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ରାତିରେ କିଛି ଜଣ ବନ୍ଧୁ ମସ୍ତି କରୁଥିବା ସମୟରେ ସେହି ଜାଗାରେ ହଠାତ୍ ଗୋଟିଏ ଜିନିଷ ଉପରୁ ଖସି ଆସି ଭୂମିରେ ପଡିଗଲା । ଏହାପରେ ସେଠାରେ ଥିବା ସମସ୍ତ ଲୋକମାନେ ଡରି ଯାଇଥିଲେ ସେହି ଜିନିଷଟି କଣ ଥିଲା ଭାବି । ତାପରେ୍ ସଂଗେ ସଂଗେ ସେମାନେ ପୋଲିସକୁ ଖବର ଦେଇଥିଲେ ଏବଂ ପୋଲିସ ଗୋଟିଏ ଫରେନସିକ୍ ଟିମ୍ ନେଇ ଆସିଥିଲେ । ତେବେ ଚାଲନ୍ତୁ ଜାଣିବା ନେବା ଆଗକୁ କଣ ହେଲା । ସେଥିପାଇଁ ଆମର ଏହି ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିହାତି ଭାବରେ ଥରେ ପଢନ୍ତୁ ।

ସୋମବାର ଦିନ ସଂନ୍ଧ୍ୟା ବେଳା ତାମିଲନାଡୁର କିଛି ଲୋକମାନେ ଖେଳୁଥିଲେ, ଏକ୍ସାସାଇଜ୍ ବା ଜଗିଙ୍ଗ କରୁଥିଲେ । ଆଉ ସେହି ସମୟରେ ହଠାତ୍ ଆକାଶରୁ ଗୋଟିଏ ଜିନିଷ ଖସି ଆସି ତଳେ ପଡି ଯାଇଥିଲା, ଲୋକମାନେ ଏହାକୁ ଦେଖି ଡରି ଯାଇଥିଲେ । କାଳେ ଏହା ଗୋଟିଏ କ୍ଷେପଣାସ୍ତ୍ର କିମ୍ବା ବୋମା ନଚେତ ଗୋଟିଏ ଏରିଏନ୍ ଗ୍ରହର କଣ ଜିନିଷ ଥିବ ଏମିତି ଭାବି ଲୋକେ ପୂରା ଡରି ଯାଇଥିଲେ ।

ଆଉ ଭୟଭୀତ ହୋଇ ସେମାନେ ପୋଲିସକୁ ଫୋନ କରିଥିଲେ ଏବଂ ପୋଲିସ ମଧ୍ୟ ଏହା ଶୁଣି ଚକିତ ହୋଇ ଯାଇ ଥିଲା । ତେଣୁ ପୋଲିସ୍ ଗୋଟିଏ ଫରେନସିକ୍ ଟିମ ଗଠନ କରିଥିଲା ଏବଂ ସେହି ଜିନିଷଟିକୁ ପରୀକ୍ଷା କରିଥିଲେ । ଏହାପରେ ସେମାନେ କହିଥିଲେ ଡରିବାର କିଛି ନାହିଁ ଏହି ଜିନିଷଟି ହେଉଛି ଗୋଟିଏ ହ୍ବେଦର କଣ୍ଡିସନ୍ ମାପିବାର ଜିନିଷ , ଯେଉଁଟା ଭୂଲରେ ହୁଏତ ଆସି ଏଠାରେ ପଡି ଯାଇଛି ।

ତେବେ ଲୋକମାନେ ଏହାକୁ ଦେଖି ଏଥିପାଇଂ ଡରି ଯାଇଥିଲେ କାହିଁକି ନାଁ ସେହି ଜିନିଷଟିରେ ଗୋଟିଏ ନାଲି ରଙ୍ଗର ଚକ୍ ଚକ୍ ଲାଇଟ୍ ଜଳୁଥିଲା , ଯେମିତି ବୋମା ବିଷ୍ଫୋରଣରେ ଲାଇଟ୍ ଜଳୁଥାଏ ଠିକ୍ ସେହିପରି । ଫରେନସିକ୍ ଟମ୍ ର କହିବା ଅନୁସାରେ ସେହି ଲାଇଟା ହେଉଛି ଗୋଟିଏ ଏଲିଡି ଲାଇଟ୍ । ଯେଉଁଟା ଆକାଶରେ ଉପରେ ଦେଖିଯିବା ପାଇଁ ଗୋଟିଏ ସିମ୍ବଲ ଦେବା ପାଇଂ ଏହି ଲାଇଟ୍ ସବୁବେଳେ ଜଳୁଥାଏ ।


ତେବେ ଏହି ଯନ୍ତ୍ରପାତିର ନାଁ ହେଉଛି ରେଡିଓମ୍ ସୋଣ୍ଡ । ଏହି ଯନ୍ତ୍ରପାତି ଉପରେ ତାପମାତ୍ରା କେତେ ଅଛି, କେଉଁ ଦିଗରୁ ପବନ ବୋହୁଛି, ଏୟାର ପ୍ରେସର କେତେ, ଆଦ୍ରତା କେତେ ଅଛି ଏହି ସବୁ ଜିନିଷ ଉପରେ ସେ ଟେଷ୍ଟ କରିଥାଏ । ଏହି ଜିନିଷଟିକୁ ହ୍ବେଦରପେଣ୍ଡୁ ସାହାଯ୍ୟରେ ଆମେ ଉପରକୁ ଛାଡି ଥାଉ । ବୋଧେ ହୁଏ ଯେତେବେଳେ ହ୍ବେଦର ବେଲୁନ୍ ଟା ଉପରକୁ ଯାଉଥିବ କିଛି ପ୍ରବଲେମ୍ ହୋଇଥିବ ଯାହା ଫଳରେ ସେହି ଜିନିଷଟି ଆସି ତଳେ ପଡିଯାଇଥିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।