Odisha News Portal

ଅଯୋଧ୍ୟାର ରାଜାଙ୍କ ନାମ କଣ ଯାହାର ଉତ୍ତର ଅଧିକାଂଶ ଲୋକଙ୍କୁ ଜଣା ନଥାଏ

ଶିକ୍ଷା କ୍ଷେତ୍ରରେ ପୌରାଣିକ ତତ୍ତ୍ୱର ମଧ୍ୟ ଅନେକ ଗୁରୁତ୍ୱ ରହିଥାଏ , ଯେତିକି ପରିମାଣରେ ଶିକ୍ଷା ଆମ କ୍ୟାରିଅର ଗଠନ କରିବାରେ ଆବଶ୍ୟକ ହୋଇଥାଏ । କାରଣ ପିଲାମନଙ୍କର ପୁସ୍ତକର ସିଲାବସରେ ପୌରାଣିକ ବିଷୟ ମଧ୍ୟ ରହିଥାଏ । ତେବେ ଆସନ୍ତୁ ଜାଣିବା ରାମୟଣ ବିଷୟର କେତେକ ପ୍ରଶ୍ନ ଉତ୍ତର ସମ୍ପର୍କରେ ।

1 ରାମାୟଣ କିଏ ରଚନା କରିଥିଲେ ?
ଉତ୍ତର – ମହର୍ଷି ବାଲ୍ମୀକି

2 ଅଯୋଧ୍ୟା ନଗରୀ କିଏ ସ୍ଥାପନା କରିଥିଲେ ?
ଉତ୍ତର – ମନୁ ।

3 ଦଶରଥ ପୂର୍ବ ଜନ୍ମରେ କେଉଁ ଋଷି ଥିଲେ ?
ଉତ୍ତର – କଶ୍ୟପ ଋଷି ।

4 ରାଜା ଦଶରଥଙ୍କର ସମୁଦାୟ କେତେ ଜଣ ରାଣୀ ଥିଲେ ?
ଉତ୍ତର – ସାତଶହ ପଚାଶ ରାଣୀ ।

5 ମନ୍ଥରା କାହିଁକି ଜନ୍ମ ହୋଇଥିଲେ ?
ଉତ୍ତର – ରାମଙ୍କୁ ବନକୁ ପଠାଇବା ପାଇଁ ।

6 ଅଯୋଧ୍ୟା ନଗରୀ କେଉଁଠାରେ ଅବସ୍ଥିତ ?
ଉତ୍ତର – ସରଯୁ ନଦୀ କୂଳରେ ।

7 ଦଶରଥଙ୍କର ଏକମାତ୍ର କନ୍ୟାଙ୍କ ନାମ କଣ ?
ଉତ୍ତର – ଶାନ୍ତା ।

8 ଶ୍ରବଣ କୁମାରଙ୍କୁ କିଏ ଶବ୍ଦ ଭେଦୀ ବାଣ ପ୍ରୟୋଗ କରିଥିଲା ?
ଉତ୍ତର – ଦଶରଥ ।

9 ଅନ୍ଧ ମୁନି ଦଶରଥଙ୍କୁ କେଉଁ ଅଭିଶାପ ଦେଇଥିଲେ ?
ଉତ୍ତର – ପୁତ୍ରମୁଖ ନଦେଖି ମୃତ୍ୟୁବରଣ କରିବେ ।

10 ଲକ୍ଷ୍ଣଣ କାହାକୁ ବିବାହ କରିଥିଲେ ?
ଉତ୍ତର – ଉର୍ମିଳାଙ୍କୁ ।

11 ରାମଚନ୍ଦ୍ର କେଉଁ ବାରରେ ଜନ୍ମ ହୋଇଥିଲେ ?
ଉତ୍ତର – ମଙ୍ଗଳବାର ।

12 ଶ୍ରୀକୃଷ୍ଣଙ୍କ ବାହାନ ଗରୁଡଙ୍କ ପୁତ୍ର କିଏ ?
ଉତ୍ତର – ଜଟାୟୁ ।

13 ସୀତାଙ୍କର ଦୁଇ ଝିଅଙ୍କ ନାମ କଣ ?
ଉତ୍ତର – ତାରା ଓ ତାରେଣୀ ।

14 କୁମ୍ଭକର୍ଣ୍ଣ କେତେ ଦିନ ଶୋଇ ଥାଏ ?
ଉତ୍ତର – 6 ମାସ ।

15 ନଳ କାହାର ପୁତ୍ର ଥିଲେ ?
ଉତ୍ତର – ବିଶ୍ୱକର୍ମାଙ୍କର ।

16 କୁମ୍ଭକର୍ଣ୍ଣଙ୍କୁ କିଏ ବଧ କରିଥିଲେ ?
ଉତ୍ତର – ଶ୍ରୀରାମ ।

17 ଜନକ ମହର୍ଷିଙ୍କ କନ୍ୟାଙ୍କ ନାମ କଣ ?
ଉତ୍ତର – ସୀତା ।

18 ସମ୍ୱରାସୁରକୁ କିଏ ବଧ କରିଥିଲେ ?
ଉତ୍ତର – ଇନ୍ଦ୍ର ।

19 ସୁଗ୍ରୀବଙ୍କର ପିତା କିଏ ଥିଲେ ?
ଉତ୍ତର – ସୂର୍ଯ୍ୟ ।

20 ଗନ୍ଧ ମାର୍ଦ୍ଦନଙ୍କ ପିତା କିଏ ଥିଲେ ?
ଉତ୍ତର – କୁବେର ।

21 ହନୁମାନଙ୍କ ମୁକୁଟ ଓ କୁଣ୍ଡଳ କାହାଠାରୁ ପ୍ରାପ୍ତ ହୋଇଥିଲା ?
ଉତ୍ତର – ବ୍ରହ୍ମାଙ୍କ ଠାରୁ ।

22 ଦକ୍ଷ ପ୍ରଜାପତିଙ୍କର କେତେ କୋଟି କନ୍ୟା ଥିଲେ ?
ଉତ୍ତର – 60 ଟି ।

23 କବନ୍ଧ ଦୈତ୍ୟର ମୃତ ଶରୀରକୁ କିଏ ସଂସ୍କାର କରିଥିଲେ ?
ଉତ୍ତର – ରାମ ଓ ଲକ୍ଷ୍ମଣ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।