ଆଜିର ବଡ ଖବର ! ବଦଳିଗଲା ମେଟ୍ରିକ ପ୍ରଶ୍ନ ପତ୍ର , ସରକାର ନେଲେ ବଡ ନିଷ୍ପତି ! ସ୍କୁଲରେ ପିଲା ପାଠ ପଢୁଥିଲେ ନିଶ୍ଚିତ ଜାଣନ୍ତୁ …..

2021 -22 ପ୍ରଶ୍ନପତ୍ରରେ ବଦଳିଛି ମ୍ୟାଟ୍ରିକ ପରୀକ୍ଷାର ଢାଞ୍ଚା । ଯାହା ଦ୍ୱାରା କି ଏବେ ପରୀକ୍ଷାର୍ଥୀଙ୍କୁ କେବଳ 400 ମାର୍କର ପରୀକ୍ଷା ଦେବା ପାଇଁ ପଡିବ । ତେବେ ପ୍ରତିଟି ବିଷୟରେ ପୂର୍ବରୁ 100 ମାର୍କ ରହୁଥିବା ବେଳେ ଏହା ଏବେ 80 ମାର୍କକୁ ହ୍ରାସ ପାଇଛି । ଯାହା ଦ୍ୱାରା କି ମୋଟ 400 ମାର୍କର ପରୀକ୍ଷା ଦେବେ ପରୀଷାର୍ଥୀ ।2021 ରୋ ମ୍ୟାଟ୍ରିକ ପରୀକ୍ଷାର ପ୍ରଶ୍ନର ପେଟ୍ରେନ ସୋସିଆଲ ମିଡିଆରେ ଘୂରି ବୁଲୁଛି । ତେବେ ଏହି ପ୍ରଶ୍ୱ ପାର୍ଟନ ସମସ୍ତଙ୍କ ପାଇଁ କେତେ ଗ୍ରହଣୀୟ ତାହା ଏବେ ଅଭିଭାବକ ମାନଙ୍କ ମଧ୍ୟରେ ଚର୍ଚ୍ଚା ହୋଇଛି ।

କରୋନା ଲାଗି ରାଜ୍ୟରେ ମାର୍ଚ୍ଚ 21 ରୁ ସମସ୍ତ ରାଜ୍ୟ ବନ୍ଦ ରହିଥିବା ବେଳେ ଶ୍ରେଣୀ ପାଠପଢା ମଧ୍ୟ ବନ୍ଦ ହୋଇଯାଇଛି । ଡିସେମ୍ବର ପକ୍ଷରେ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ପକ୍ଷରୁ ଯୋଜନା ଚାଲିଛି । ତେବେ ସ୍କୁଲ ଖୋଲିବ ପାଠପଢା ହେବ ଏ ସଂପର୍କରେ ବିଚାର ବିମର୍ଶ କରୁଛନ୍ତି ।

ସ୍କୁଲ ଖୋଲିବା ପରେ ପାଠ ପଢା ହେବ । ପାଠ୍ୟ ଖସଡାକୁ ହ୍ରାସ କରାଯାଇଥିବା ବେଳେ ଯେତିକି ପାଠ ପଢିବାକୁ ଧାର୍ଯ୍ୟ ହୋଇଛି ତାହା ଶେଷ ପରେ ମ୍ୟାଟ୍ରିକ ପରୀକ୍ଷା କରାଯିବ ବୋଲି ନିଷ୍ପତ୍ତି ହୋଇଛି । ମାତ୍ର ବିଳମ୍ବରେ ପାଢ ପଢାଯାଉଥିବାରୁ ପ୍ରତି ଶିକ୍ଷା ବର୍ଷରେ ତାଠାରୁ 25 ରୁ 30 ପ୍ରତିଶତ କମ ରହିବ ବୋଲି ପୂର୍ବରୁ ନିଷ୍ପତ୍ତି ନିଆଯାଇଛି ।

ଅନ୍ୟପକ୍ଷରେ ମିଳିତିବା ସୂଚନା ଅନୁସାରେ ସମସ୍ତ ପରୀକ୍ଷା ଗଣିତ ପରୀକ୍ଷାରେ ସର୍ବାଦିକ ସମୟ 2 ଘଣ୍ଟା 15 ମିନିଟ ରହିବ । ଅବଶିଷ୍ଟ ବିଜ୍ଞାନ , ସଂସ୍କୃତ ବିଜ୍ଞାନ , ସାମାଜିକ ବିଜ୍ଞାନ , ବିଷୟରେ ପରୀକ୍ଷାର ସମୟ 2 ଘଣ୍ଟା ରହିବ । ସଂସ୍କୃତ , ଇଂରାଜୀ ଏବଂ ଗଣିତରେ 1 ମାର୍କ ବିଶିଷ୍ଟ ଏମସିକ୍ୟୁ ମଲଟିପୁ, ଚଏସ ପ୍ରଶ୍ନ ରହିବ । ସେହିପରି ଅବଶିଷ୍ଟ 30 ମାର୍କ ଲାଗି 6 ଟି ପ୍ରଶ୍ନ ରହିବ । ଯାହାର ପ୍ରଶ୍ନ ପତ୍ର ଲାଗି 5 ମାର୍କ ଲାଗିଥିବା ଜଣାପଡିଛି ।

ସାଗାରଣ ବିଜ୍ଞାନ ଏବବଂ ସାମାଜିର ବିଜ୍ଞାନରେ ଦୁଇଟି 25 ମାର୍କ ଲେକାଁଏ ଓବଜେଟିଭ ରହିବ ଏବଂ ଦୁଇଟି ସବଜେକଟିଭ ପ୍ରଶ୍ନ ରହିବ । ପାଠ ପଡାରେ ବିଳମ୍ବ ହୋଇଥିବାରୁ ଆସନ୍ତା ପରୀକ୍ଷାରେ ଏହିପରି ପ୍ରଶ୍ନ ରହିଥିବାର ଜଣାପଡୁଛି । ତେବେ ଏହା ଥିଲା ମ୍ୟାଟ୍ରିକ ପିଲା ମାନଙ୍କ ପାଇଁ ମ୍ୟାଟ୍ରିକ ପରୀକ୍ଷାର ପ୍ରଶ୍ନ ପଡିବାର ଢାଞ୍ଚା ଏବେ 80 ମାର୍କର ପରୀକ୍ଷା ଦେବେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ।

ତେବେ ଏବେ ମଧ୍ୟ ପିଲା ମାନେ ଯଦି ପାଠ ପଢୁନାହାନ୍ତି ତେବେ ସମସ୍ତ ପିଲା ମାନେ ମନ ଦେଇ କରି ପାଠ ପଢିବା ଦରକାର । ଏହା ସହିତ ସ୍କୁଲ ଖୋଲିବା ପରେ ସମସ୍ତ ବିଷୟରେ ପାଠ ପଢା ସରିଲେ ତାପରେ ଯାଇ କରି ପରୀକ୍ଷା ହେବ । ପିଲା ମାନେ ସମସ୍ତ ବିଷୟରେ କ୍ଲିୟର ହେଲେ ଯାଇ କରି ପରୀକ୍ଷା ଦେବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment