ମୋଦୀ ସରକାର ଙ୍କ ବଡ ଅଫର ! ନୂଆ ବର୍ଷକୁ ଆଖି ଆଗରେ ରଖି ପୁଣି ସରକାର ଦେଶରେ ହ୍ରାସ କରାଇଲେ ସୁନା ରେଟ୍ ! ଅଫର ମାତ୍ର ଦିନ ସୁଯୋଗ ହାତଛଡା କରନାହିଁ ….

ଶସ୍ତା ରେ ମିଳବ ସୁନା । ଆଉ ସେ ବି ସୁନା ବିକିବେ ମୋଦି ସରକାର । ନୂଆ ବର୍ଷ ପୂର୍ବରୁ ଆପଣ ମାନେ କମ୍ ଟଙ୍କାରେ ସୁନା କିଣି ପାରିବେ । ମୋଦି ସରକାର ଦେଶବାସୀ ଙ୍କୁ ଏହି ସୁଯୋଗ ଦେବାକୁ ଆଗେଇ ଆସିଛନ୍ତି । ଆସନ୍ତା ଡିସେମ୍ବର 28 ତାରିଖ ସୋମବାର ଦିନ ଠାରୁ 2021 ମସିହା ଜାନୁଆରୀ ପହିଲା ମଧ୍ୟରେ ସରକାର ପୁଣି ଥରେ ସୋଭରାନ୍ ଗୋଲ୍ଡ ବଣ୍ଡରେ (SOVEREIGN GOLD BONDS) ନିବେଶ କରିବାକୁ ସୁଯୋଗ ଦେଉଛନ୍ତି । ତେବେ ଚାଲନ୍ତୁ ଜାଣିବା SOVEREIGN GOLD BONDS କଣ ।

ତେବେ ସୋଭରାନ୍ ଗୋଲ୍ଡ ବଣ୍ଡରେ (SOVEREIGN GOLD BONDS) ନିବେଶକଙ୍କୁ ଫିଜିକାଲ୍ ଭାବରେ ସୁନା ମିଳି ନଥାଏ । ତେବେ ଫିଜିକାଲ୍ ଗୋଲ୍ଡ ତୁଳନାରେ ଏହା ଅଧିକ ସୁରକ୍ଷିତ । ଆଉ ସୁଦ୍ଧତା ମାମଲା ରେ ଏହା ଇଲେକ୍ଟ୍ରୋନିକ ରୂପେ ଥିବାରୁ ଏହାର ସୁଦ୍ଧତା ଉପରେ କୌଣସି ସନ୍ଦେହ କରା ଯାଇ ପାରିବ ନାହିଁ । ପ୍ରତି ଗ୍ରାମ ପିଛା 50 ଟଙ୍କା ଶସ୍ତା ରେ ସୁନା ବିକିବାକୁ ସରକାର ନିଷ୍ପତି ନେଇଛନ୍ତି । ଆଉ ଏହି ହିସାବ ଉପରେ 10 ଗ୍ରାମ ପ୍ରତି 500 ଟଙ୍କା ଶସ୍ତାରେ ସୁନା ପାଇ ପାରିବେ ନିବେଶକ ।


ତେବେ ସୋଭରାନ୍ ଗୋଲ୍ଡ ବଣ୍ଡ ରେ (SOVEREIGN GOLD BONDS) ବିଷୟ ରେ ଜାଣିବା ପରେ ଏବେ ଜାଣନ୍ତୁ କେଉଁଠି ଏବଂ କେମିତି ମିଳିବ ସୁନା ।

ତେବେ ଗୋଟିଏ ଆର୍ଥିକ ବର୍ଷରେ ଜଣେ ବ୍ୟକ୍ତି ସୋଭରାନ୍ ଗୋଲ୍ଡ ବଣ୍ଡ (SOVEREIGN GOLD BONDS) ସ୍କିମ୍ ରେ ସର୍ବାଧିକ 5 ଶହ ଗ୍ରାମର ସୁନା କିଣି ପାରିବେ । ଆଉ ଅନ୍ୟ ପଟେ ସର୍ବନିମ୍ନ ନିବେଶ ଏକ ଗ୍ରାମ ହେବା ଜରୁରୀ । ସୋଭରାନ୍ ଗୋଲ୍ଡ ବଣ୍ଡ ସ୍କମ୍ ରେ ନିବେଶ କରିଲେ ଜଣେ ବ୍ୟକ୍ତି ନିଜର ଟ୍ୟାକ୍ସ ବଞ୍ଚାଇ ପାରିବେ । ବଣ୍ଡକୁ ଟ୍ରଷ୍ଟି ବ୍ୟକ୍ତି , HUF, ଟ୍ରଷ୍ଟ, ବିଶ୍ବବିଦ୍ୟାଳୟ ଏବଂ ଧାର୍ମିକ ସଂସ୍ଥାକୁ ବିକ୍ରି କରିବା ପାଇଁ ମନା କରା ଯାଇଛି । ଏଥିରେ ଆବେଦନ କରିବା ପାଇଁ ନିବେଶକ ଙ୍କ ନିକଟ ରେ ପାନ୍ କାର୍ଡ ଥିବା ନିହାତି ଜରୁରୀ ।


ତେବେ ସୁନା ବଣ୍ଡର ଆଗାମୀ କିସ୍ତି ପାଇଂ 5 ହଜାର ଟଙ୍କା ପ୍ରତି ଗ୍ରାମ ପିଛା ରେ ବିକ୍ରି କରିବାକୁ ନିଷ୍ପତି ନେଇ ଛନ୍ତି ସରକାର । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଆରବିଆଇ ଏହି ପରି ନିଷ୍ପତି ଦେଇ ଥିବା କୁହା ଯାଉଛି । ତେବେ ଏନେଇ କେନ୍ଦ୍ରିୟ ବ୍ୟାଙ୍କ ମାନଙ୍କ ସହିତ ବିଚାର ବିମର୍ଣ ଜାରି ରଖିଛନ୍ତି ସରକାର । ଅନ୍ ଲାଇନ୍ ଜରିଆରେ ଆବେଦନ କରିବା ଏବଂ ଡିଜିଟାଲ୍ ମାଧ୍ୟମ ରେ ଟଙ୍କା ପୈଠ କରିବେ ସେନେଇ ତର୍ଜମା ଚିଲିଛି ବୋଲି ଆରବିଆଇ ପକ୍ଷରୁ ସୂଚନା ଦିଆ ଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment