Odisha News Portal

ଆଜି ରାତିରେ କାଗଜରେ ଏହା ଲେଖି ପୂଜା ଘରେ ରଖିଦିଅନ୍ତୁ ପୁଣି ଦେଖନ୍ତୁ ଚମତ୍କାର ,ଯାହା ମାଗିବେ ତାହା ପାଇବେ….

0 10

ଯଦି କାହାର ଜାତକରେ ଗୁରୁ ଗ୍ରହ ଖରାପ ସ୍ଥିତିରେ ଥିବେ ତେବେ ତାଙ୍କୁ ବାରମ୍ବାର ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଯେମି୍ତି ଧନ ଜନିତ ସମସ୍ୟା , ଖର୍ଚ୍ଚ ବଢି ଯିବା , କାମରେ ମନ ନ ଲାଗିବା, ଚାକିରି ନ ମିଳିବା କିମ୍ବା ଚାକିରି ପଦନ୍ନୋତି ନ ହେବା , ଅଥବା ଘରେ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ କିମ୍ବା ଅନ୍ୟ କାହା ସହିତ ଲଢେଇ ଝଗଡା ହେବା ।ଆଉ ଯଦି ଗୁରୁ ଗ୍ରହ ଆପଣଙ୍କ ଜାତକରେ ଶୁଭ ସ୍ଥିତିରେ ଥିବେ ତେବେ ଆପଣଙ୍କ ପାଖରେ କେବଳ ଧନ ହିଁ ଧନ ବୃଦ୍ଧି ହୋଇ ଥାଏ । ପ୍ରତ୍ୟେକ ଜାଗା ରେ ଆପଣ ଙ୍କ ସମ୍ମାନ ବଢି ଥାଏ । ସମସ୍ତେ ଆପଣଙ୍କ ହୋନର୍ କୁ ଭଲ ଭାବରେ ବୁଝିଥାନ୍ତି ।

ତେବେ ଯେଉଁ ଲୋକ ମାନଙ୍କର ଜାତକରେ ଗୁରୁ ଗ୍ରହ ଭଲ ସ୍ଥିତିରେ ଥାଏ , ଏମିତି ଲୋକ ଙ୍କ ଭାଗ୍ୟ ଅତ୍ୟନ୍ତ ସୌଭାଗ୍ୟଶାଳୀ ହୋଇ ଥାଏ, ଏମାନଙ୍କର ମନେ ରଖିବା ଶକ୍ତି ବି ବହୁତ ଭଲ ହୋଇଥାଏ ଏବଂ ଏମାନେ ବହୁତ ଉଚ୍ଚ ପଦରେ ରହି୍ଥାନ୍ତି ।

ଏହା ସହିତ ଏମାନଙ୍କ ବୟସ ବି ଦୀର୍ଘାୟୁ ହୋଇଥାଏ ଏବଂ ଏମାନଙ୍କ ଜୀବନରେ ସବୁ ବେଳେ ସୁଖ ସମୃଦ୍ଧି ବନି ରହିଥାଏ । ତେବେ ଯଦି ଆପଣଙ୍କୁ ବି ଲାଗୁଛି କି ଆପଣଙ୍କ ଜୀବନରେ ଅନ୍ଧାର ଭରି ଯାଇଛି, ଦୁଃଖ ବିନା ଯଦି ଆପଣ ଙ୍କ ଜୀବନରେ କିଛି ବଞ୍ଚି ନାହିଁ ଆଉ ଆପଣଙ୍କୁ ନିଜ ର ସବୁ କାମ ରେ ଅସଫଳତା ହିଁ ମିଳୁଛି ତେବେ ଆଜି ଆମେ ଆପଣ ଙ୍କୁ କହିବାକୁ ଯାଉ ଥିବା ଏହି ଉପାୟ ଆପଣଙ୍କ ସବୁ ସମସ୍ୟାରୁ ସବୁ ବାଧାରୁ ମୁକ୍ତି ଦେବ । ତାସହିତ ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପା ବର୍ଷିବ । ଧନ କୁ ଜଡିତ ସମସ୍ତ ସମସ୍ୟା ଆପଣଙ୍କ ଦୂର ହୋଇ ଯିବ । ଆଉ ଯଦି ଋଣ ଅଛି ତାହା ମଧ୍ୟ ସୁଝି ଯିବ ।


ତେବେ ଲାଲ କିତାବରେ କୁହା ୟାଇ ଥିବା ଏହି ଉପାୟ କୌଣସି ସାଧାରଣ ଉପାୟ ନୁହେଁ । ଏହାକୁ ଯଦି ଆପଣ ପୂରା ବିଶ୍ବାସ ର ସହିତ ତଥା ଶ୍ରଦ୍ଧାର ସହିତ କରିବେ ତେବେ ଏହାର ଭଲ ପ୍ରଭାବ ଆପଣ ଗୋଟିଏ କିମ୍ବା ଦୁଇ ନିଦରେ ହିଁ ଦେଖିବେ ।

ଏହି ଉପାୟ ପାଇଁ ଆପଣଙ୍କୁ ଗୋଟିଏ ସାଧା କାଗଜ ଖଣ୍ଡ ନେବାର ଅଛି । ଆଉ ଗୋଟିଏ ପାତ୍ର ରେ କେଶର ତେବେ ଯଦି କେଶର ନଥିବ ତାହେଲେ ଚନ୍ଦନ ଟିକେ ଘୋରି ଦେବେ । ତାପରେ ଚନ୍ଦନ କିମ୍ବା କେଶର ଦ୍ବାରା ଆପଣ ସେହି କାଗଜ ହିଂ ଲେଖିଦେବେ । ତାପରେ ହାତ ଯୋଡି ଆଖି ବନ୍ଦ କରି ପ୍ରାର୍ଥନା କରିବେ । ଏହାପରେ ସେହି କାଗଜକୁ ନିଜ ଡାହାଣ ହାତରେ ମୁଠା କରି ଧରିବେ ଏବଂ ଏହି ମନ୍ତ୍ରକୁ 11 ଥର ଜପିବେ । ମନ୍ତ୍ରଟି ହେଲା –

ହଂ ହନୁମତେ ରୁଦ୍ରତ୍ମକାୟ ହଂଫଟ୍ ।।

ଏହି ମନ୍ତ୍ରକୁ ଜପ କରିବା ଦ୍ବାରା ହିଁ ଶବ୍ଦ ସିଦ୍ଧ ହୋଇଯାଏ । ଏହା ପରେ ସକାଳ କିମ୍ବା ସଂନ୍ଧ୍ୟା ସମୟ ରେ ହନୁମାନ ମନ୍ଦିରକୁ ଯାଇ ଏହି କାଗଜ କୁ ହନୁମାନଙ୍କ ଚରଣ ପାଖରେ ରଖି ଦେବାର ଅଛି ଏବଂ ଏହାପରେ ପ୍ରଭୁ ହନୁମାନଙ୍କ ନିଜ ସମସ୍ୟା କହି ଚୁପଚାପ ଘରକୁ ଆସି ଯିବେ । ଏହି୍ ଗୋଟିଏ ଛୋଟ ଉପାୟ ଦ୍ବାରା ଆପଣଙ୍କ ସବୁ ଇଚ୍ଛା ପୂରଣ ହେବା ସହିତ ଆପଣଙ୍କ ସବୁ ସମସ୍ୟା ଦୂର ହେବ । ସେଥିପାଇଁ ଏହି ଉପାୟକୁ ଥରେ ନିଶ୍ଚିୟ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।