Odisha News Portal

ଆଜି ପବିତ୍ର ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ସୁନା ଦର ବହୁତ ମାତ୍ରାରେ ହ୍ରାସ ପାଇଛି . ଜାଣନ୍ତୁ ଆଜିର ରେଟ୍ କେତେ ଅଛି ?

0 4

ଭାରତରେ ଗତ ଛଅ ଦିନ ହେବ ସୁନା ଦର କମିବାରେ ଲାଗିଛି , ଠିକ ସେହିପରି ଆଜି ମଧ୍ୟ ବାରତୀୟ ଜୁଏଲାରୀ ସଂଘ ପକ୍ଷରୁ ଦେଇଥିବା ସୂଚନା ଅନୁସାରେ ଆଜି ମଧ୍ୟ 24 କ୍ୟାରେଟ ସୁନାର ମୂଲ୍ୟ 10 ଗ୍ରାମ ପିଛା 800 ଟଙ୍କା ଶସ୍ତା ହୋଇଛି । ଏହା ଛଡା ଆମର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ କିଛି ନୂଆ post no-ଦର ଲାଗୁ ହୋଇଛି ଯାହା କି 600 ଟଙ୍କା ଶସ୍ତା ହୋଇଛି ସୁନା ପ୍ରତି 10 ଗ୍ରାମରେ । ତେବେ କେତେ ନୀଆ ଦର ରହିଛି ଏବଂ ଅନ୍ୟାନ୍ୟ ସହର ମାନଙ୍କରେ କେତେ ରହିଛି ସଂପୂର୍ଣ୍ଣ କଥା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବା । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

ମୁମ୍ବାଇର ମଲ୍ଟିକମଟିଡି ଏକ୍ଟଚେଞ୍ଜରେ ସୁନା 120 ଟଙ୍କା ହ୍ରାସ ପାଇଁ 49890 ଟଙ୍କାରେ ପହଞ୍ଚିଯାଇଚି ଶୁଦ୍ଧ ସୁନା ଯାହାକି 24 କ୍ୟାରେଟର ଦାମରେ । ସେହିପରି ରୂପା ଦାମ ମଧ୍ୟ 200 ଟଙ୍କାରେ ହ୍ରାସ ପାଇଁ 56200 ଟଙ୍କାରେ ପହଞ୍ଚିଯାଇଛି ।

ଅନ୍ତରାଷ୍ଟୀୟ ବଜାରରେ ପ୍ରଭାବ ଏବଂ ଘରୋଇ ବଜାରରେ ସୁନାର ଚାହିଦା ହ୍ରାସ ପାଇଥିବାରୁ ଦର କମୁଥିବା କୁହାଯାଇଛି । ତେବେ ଟିକ ସେହିପରି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଏହି ସୁନାର ଦରରେ କିଛି ମାତ୍ରାରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଶୁଦ୍ଧ ସୁନା 24 କ୍ୟାରେଟର ଦାମ ପ୍ରତି 10 ଗ୍ରାମ ପ୍ରତି 48260 ଟଙ୍କା ରହିଥିବା ବେଳେ 22 କ୍ୟାରୋଟର ଦାମ 10 ଗ୍ରାମ ପ୍ରତି 47220 ଟଙ୍କାରେ ପହଞ୍ଚିଛି ଆଜିର ନୂଆ ଦର ।

ଅନ୍ୟ ପଟେ ଏଚ.ଏଫଟି ସିକ୍ୟୁରିଟି ଅନୁସାରେ 9 ପ୍ରତିଶତ ଶୁଦ୍ଧରେ ଥିବା ,ସୁନା 672 ଟଙ୍କା ହ୍ରାସ ପାଇଁ 49328 ଟଙ୍କାରେ ପହଞ୍ଚିଛି । ତେବେ ଏବେକା ସମୟରେ ପାବର୍ବଣ ଋତୁ ରହିଛି ସେହିପାଇଁ ଦୀରେ ଦୀରେ ସୁନାର ଦାମ କମିବାରେ ଲାଗିଛି । ଠିକ ସେହିପରି ଦକ୍ଷିଣ ଭାରତରେ ମଧ୍ୟ ସୁନା ଦରରେ ଅନ୍ୟ ଭାଗ ଅପେକ୍ଷା କମ ରହିଛି । ଯେମିତିକି ବାଙ୍ଗାଲୋରରେ 22 କ୍ୟାରେଟ ସୁନାର ଦର 45560 ଟଙ୍କା ଥିବା ବେଳେ କେରଳରେ 45720 ଟଙ୍କା ରହିଛି । ସେହିପରି 24 କ୍ୟାରେଟର ଦାମରେ ବାଙ୍ଗାଲୋରରେ 50290 ଟଙ୍କା ମଧ୍ୟ ରହିଛି । ତେବେ ଏହି ସମୟରେ ପାର୍ବଣ ଋତୁରେ ସୁନାର ଦର ଟିକେ କମିବାରେ ଲାଗିଛି । କାରଣ ହଠାତ ଉପରେ ସୁନାର ଦରରେ ବହୁତ ମାତ୍ରାରେ ବୃଦ୍ଧି ପାଇଥିଲା । ପରେ ସେହି ଦରରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିଥିଲା ମାତ୍ର ପୁନଋ ସୁନାର ଦର ଆକାଶ ଛୁଇଁବା ଦର ବଢି ଯାଇଥିଲା । ତେବେ ଏବେ ସେହି ଦର ଧୀରେ ଧୀରେ କମିବାରେ ଲାଗିଛି , ତେବେ ଏହିପରି ଭାବରେ ସୁନାର ଦରରେ ପରିବର୍ତ୍ତନ ଦେଖା ଦେଉଛି । ତେବେ ଆଗକୁ ଏହି ଦରରେ କଣ ପରିବର୍ତ୍ତନ ହେବ ବଢିବ କି କମିବା ନା ଯେମିତି ରହିଚି ସେମିତି ରହିବ ତାହା ଆମେ ଆପଣ ମାନଙ୍କୁ କହିବୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।