Odisha News Portal

ସୋମବାର ଆଜିର ରାଶିଫଳ ଅନୁସାରେ ଜାଣନ୍ତୁ ଦିନଟି ଆପଣଙ୍କ ପାଇଁ କେମିତି କଟିବ ! ଏହି 4 ଟି ରାଶି ବହୁତ ଭାଗ୍ୟବାନ୍ ରହିବେ…….

0 6

ଆପଣ ମାନେ ତ ଜାଣିଛନ୍ତି କି ଜ୍ୟୋତିଷ ଶାସ୍ତ୍ରରେ ବାରଟି ରାଶି ରହିଥାଏ , ଏହି ବାରଟି ରାଶିରେ ପଡୁଥିବା ଗ୍ରହ ଦଶା ଉପରେ କୌଣସି ଜାତକର ଭବିଷ୍ୟତ ଏବଂ ବର୍ତ୍ତମାନ ସମୟରେ ଚାଲୁଥିବା ଘଟଣା ବିଷୟରେ ଜଣାପଡିଥାଏ । ସମସ୍ତ ରାଶିର ନିଜସ୍ୱ ଶକ୍ତି ଏବଂ କମଜୋରୀ ମଧ୍ୟ ରହିଥାଏ ।ଆଜି ଆମେ ଆପଣ ମାନଙ୍କୁ 14 ଡିସେମ୍ବର ଅର୍ଥାତ ସୋମବାର ଦିନଟି ଆପଣଙ୍କର କେମିତି କଟିବ ସେ ବିଷୟରେ କହିବୁ । 14 ଡିସେମ୍ବରରେ ବାରଟି ରାଶିର ରାଶିଫଳ ବିଷୟରେ ଆଜି ଆମେ ଆପଣ ମାନଙ୍କୁ ସୂଚନା ଦେବୁ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

1–ମେଷ ରାଶି  –କାର୍ୟ୍ୟରେ ଯୋଗଦାନ କରିବାର ଆଶା କରାଯାଏ , ଏହା ସହ ଶାରିରୀକ ପୀଡା ଅନୁଭବ କରିପାରନ୍ତି । ଉତ୍ତର ଗୁଣର ଆଗାର ହେବ, ବିନୀତ ସ୍ୱଭାବର ହୋଇପାରନ୍ତି । ଶ୍ରେଷ୍ଟ ପଦାଧିକାରୀ ହେବେ , ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କରେ ଚଳିବେ

2–ବୃଷ ରାଶି

ଲାଗିଥିବା ବିପଦ ପାଇଁ ସମାଧାନର ସୂତ୍ର ମିଲିବ , ସୁଖ ସନ୍ତୋଷ ଲାଭ କରିବେ । ପ୍ରିତିଯୋଗୀରେ ବିଜୟୀ ହେବେ , ଅର୍ଥ ପ୍ରାପ୍ତିରେ ଯୋଗ ବନୁଚି । ରାଜତୁଲ୍ୟ କ୍ଷମତା ହାସଲ କରିବେ ଏହା ସହ ଅର୍ଥ ଏବଂ ବସ୍ତ୍ର ଲାଭ ହେବ ।

3–ମିଥୁନ ରାଶି

ନିର୍ଭଳଶୀଳ ନହୋଇ ସ୍ୱବୁଦ୍ଧି ବଳରେ କାର୍ୟ୍ୟ କରିପାରନ୍ତି । ଚିନ୍ତା ଦୂର ହେବା ସହ ସୁଖୀ ହେବେ । ସମ୍ମାନିତ ହୋଇପାରନ୍ତି , ଦିନ ସାରା କାର୍ଯ୍ୟବ୍ୟସ୍ତ ରହିବେ ।

4–କର୍କଟ ରାଶି

ଉପୁଜିଥିବା ସମସ୍ୟାର ସୁସମାଦାନ ହେବ , ମନ ଚଞ୍ଚଳ ରହିବ । ବିନୀତ ସ୍ୱବାବର ହୋଇପାରନ୍ତି , ସ୍ତ୍ରୀ ଧନ ପାଇଁ ସୁଖୀ ହେବେ । କାବ୍ୟ କର୍ତ୍ତା ହେବା ସହ ଶାସ୍ତ୍ର ଭାଷୀ ହେବେ ।

5–ସିଂହ ରାଶି

ବନ୍ଧୁ ଦର୍ଶନର ସୁଯୋଗ ମିଳୁଛି , କର୍ତ୍ତବ୍ୟନିଷ୍ଟ ହେବେ । ବିଭି୍ନନ ଦିଗରୁ ଧନର ଆଗମନ ହେବ ଯାହା ଦ୍ୱାରା ସୁସ୍ଥ ଏବଂ ନିରାମୟ ଜୀବନ ୟାପନ କରିବେ । କେତେକ କ୍ଷେତ୍ରରେ ମଧ୍ୟ ଭୁଲ ବୁଜାବଣା ହୋଇପାରେ ।

6–କନ୍ୟା ରାଶି

ବୁଝିବିଚାରି କାର୍ଯ୍ୟ କଲେ ସଫଳତା ପ୍ରାପ୍ତ ହେବ । ପାରିବାରିକ ସୁଖ ଶାନ୍ତି ଅବ୍ୟାହତ ରହିବ , ସୁଖ ସମୃଦ୍ଦି ପୂର୍ଣ୍ଣ ଜୀବନ ଅତିବାହିତ କରିପାରନ୍ତି । ଦୀନ , ଧର୍ମ ମଧ୍ୟ କରିପାରନ୍ତି , ଚଞ୍ଚଳ ମାନସର ହେବେ ।

7–ତୁଳା ରାଶି

ଆସାବାଦୀ ହୋଇପାରନ୍ତି , ବିଭିନ୍ନ ଦିଗରୁ ଧନ ଆଗମନ ହେବାର ସୂଚନା ମିଳୁଅଛି । ବାଧାବିଘ୍ନ ଏଡାଇ କାର୍ଯ୍ୟ କ୍ଷେତ୍ରରେ ଆଗକୁ ବଡିପାରନ୍ତି । ତ୍ୟାଗଶୀଳ ମଧ୍ୟ ହେବେ ।

8–ବିଛା ରାଶି

ଦୁଃଖର ଅବସାଦ ଘଟିବ , ଆୟର ପରିମାଣ ବୃଦ୍ଧି ହେବ ଯାହା ଦ୍ୱାରା ଉତ୍ତର ଭୋଜନରେ ଆପ୍ୟାୟିତ ହେବେ । ସୁସ୍ଥ ଏବଂ ନିରାମୟ ଜୀବନ ଅତିବାହିତ କରିପାରନ୍ତି ।

9–ଧନୁ ରାଶି

ଆପଣ ଯଦି ଯାତ୍ରା କରିବାକୁ ଯାଆନ୍ତି ତେବେ ତାହା ଶୁଭ ଦାୟକ ହେବ , ମାତ୍ର ଖର୍ଚ୍ଚାନ୍ତ ହୋଇପାରନ୍ତି । କେତେକ କ୍ଷେତ୍ରରେ ପଥରୋଧ ହୋଇପାରେ । ମଧୁର କଥା କହି ପରକୁ ଆପଣାର କରିପାରନ୍ତି ।

10- ମକର ରାଶି

କଳ , ବଳ କୌଶଳ ପ୍ରୟୋଗ କରି ଶତ୍ରୁକୁ ଆୟତ୍ତ କରିପାରନ୍ତି । ଲୋକପ୍ରିୟତା ଅର୍ଜନ କରିବେ , ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଧନ ଲାଭର ସୂଚନା ମିଳୁଛି ।

11–କୁମ୍ଭ ରାଶି

ଯେ କୌଣସି କାର୍ଯ୍ୟରେ ହାତ ଦିଅନ୍ତୁ ନା କାହିଁକି ସପଳତା ନିସ୍ଚିତ ମିଳିବ , ସରକାରୀ କୃପା ଲାଭ କରିବେ , ଶ୍ରେଷ୍ଟ ସମ୍ମାନରେ ସମ୍ମାନିତ ହେବେ । ବ୍ୟବସାୟ ଅତ୍ୟନ୍ତ ଲାଭ ଦାୟକ ହେବ ।

12–ମୀନ ରାଶି

ମିଳିଥିବା ସୁଯୋଗକୁ ହାତଛଡା ନକରି ତାହାର ଲାଭ ଉଠାନ୍ତୁ , ଦୟାଳୁ ସ୍ୱଭାବର ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଆନନ୍ଦ ଉତ୍ସବ ଲାଗି ରହିବ , ଧନ ଆଗମନର ସୂଚନା ମଧ୍ୟ ମିଳୁଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।