Odisha News Portal

ଦେଖନ୍ତୁ ଭିଡିଓ ନୂଆ ବାହାଘର ପରେ କେମିତି ମନ ଖୁଲାସାରେ ଡ୍ୟାନ୍ସ କରୁଛନ୍ତି ଦୀପକ ଏବଂ ତାଙ୍କ ସ୍ତ୍ରୀ ତନୁଜା ! ଭିଡିଓ ହେଉଛି ଭାଇରାଲ……

0 183

ଆଜି ଆମେ ଆପଣ ମାନଙ୍କୁ ଜଣେ ଓଡିଆ କଲାକାରଙ୍କ ବିଷୟରେ କହିବୁ , ଯାହାକୁ ଆପଣ ମାନେ ବହୁତ ପସନ୍ଦ କରୁଥିବେ ଏବଂ ତାଙ୍କର ଅଭିନୀତ ସମସ୍ତ ପିଲ୍ମକୁ ମଧ୍ୟ ଦେଖୁଥିବେ । ଓଡିଆ ଜଗତରେ ସମସ୍ତ କଲାକାର ମାନେ ନିଜର ହିଟ ପ୍ରଦାନ କରିଥାନ୍ତି ସମସ୍ତେ କିପରି ଲୋକମାନଙ୍କର ହୃଦୟ କିଣିପାରିବେ ସେ ନେଇ ବହୁତ କଷ୍ଟ ମଧ୍ୟ କରିଥାନ୍ତି ସେମାନଙ୍କର ପିଲ୍ମରେ , ପରେ ଦର୍ଶକ ମାନଙ୍କର ଭଲପାଇବା ବହୁତ ସାରା ପାଇବା ପରେ ସେମାନଙ୍କର ସେହି କଷ୍ଟର ମୂଲ୍ୟ ମିଳିଥାଏ ।

ଅନେକ ଅଭିନେତା ଅଭିନେତ୍ରୀ ମାନେ ଅତି କମ ସମୟରେ ବହୁତ ନାମ କମେଇ ପାରିଛନ୍ତି ତାଙ୍କର ଆକ୍ଟିଙ୍ଗ , ଡ୍ୟାନସଲିଙ୍ଗ କାରଣରୁ ସେମାନେ ଆଜି ଲୋକମାନଙ୍କର ହୃଦୟରେ ରାଜ କରିଥାନ୍ତି । ଅତି କମ ସମୟରେ ସେମାନେ ଉଚ୍ଚ ସ୍ଥାନ ଅଧିକାର କରିଥାନ୍ତି ।

ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି ଜଣେ କଳାକାରଙ୍କ ବିଷୟରେ କହିବୁ ଯିଏ କି ଦେଖିବା ପାଇଁ ବହୁତ ସୁନ୍ଦର , ହାଇଟ , ୱେଟ ସବୁଥିରେ ଦେଖିଲେ ସେ ଫିଟ ଲାଗିଥାନ୍ତି । ଆପଣ ମାନେ ତ ଓଲିଉଡର ଡ୍ୟାନସିଙ୍ଗ ହିରେ ଦୀପକଙ୍କୁ ବହୁତ ଭଲ ପାଉଥିବେ ବହୁତ ଏବଂ ତାଙ୍କର ଆସୁଥିବା ସମସ୍ତ ପିଲ୍ମ ମଧ୍ୟ ଦେଖୁଥିବେ କାରଣ ତାଙ୍କର ପିଲ୍ମ ସର୍ବଦା ଭଲ ହୋଇଥାଏ ଏବଂ ସେହି ପିଲ୍ମରେ ସେ ସୁନ୍ଦର ଡ୍ୟାନ୍ସ ମଧ୍ୟ କରିଥାନ୍ତି ।

ଆଜି ଆମେ ଆପଣ ମାନଙ୍କୁ ସେହି ଦୀପକଙ୍କର ଡ୍ୟାନ୍ସ ବିଷୟରେ କିଛି କହିବୁ ଆର୍ଥାତ ଦେଖିବାକୁ ମିଳିଛି କି ଦୀପକ ଏବଂ ତାଙ୍କର ସ୍ତ୍ରୀ ତନୁଜା ଡ୍ୟାନ୍ସ କରୁଥିବାର ଏକ ଭିଡିଓ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।


ଏକ ଭିଡିଓରେ ଦେଖିବାକୁ ମିଲିଛି କି ଦୀପକ ତାଙ୍କର ସ୍ତ୍ରୀ ତନୁଜା ସହିତ ଡ୍ୟାଲ୍ସ କରୁଥିବାର , ତେବେ ସେ ଏହି ଡ୍ୟାନ୍ସ କରିବା ସମୟରେ ବହୁତ ଖୁସି ଅଛନ୍ତି ଏବଂ ଆନନ୍ଦର ସହ ଡ୍ୟାନ୍ସ କରୁଛନ୍ତି । ତେବେ ତାଙ୍କର ସ୍ତ୍ରୀ ଏକ ଲାଲ ଏବଂ କଳାର ଛିଟ ଟାଇପର ଡ୍ରେସ ପିନ୍ଧିଥନ୍ତି ଏବଂ ଦୀପକ ଜିନ୍ସ କଲର ଏବଂ ରେଡ କଲର ଟ୍ରେସ ପିନ୍ଧିଛନ୍ତି । ତେବେ ଏହି ଡ୍ୟାନ୍ସ କରିବା ସମୟରେ ସେମାନେ ବହୁତ ସୁନ୍ଦର ଦେଖାଯାଉଛନ୍ତି ।

ଯେମିତିକି ଏକ କ୍ୟୁଉଟ କପୁଲ ଭଳି ଲାଗୁଛନ୍ତି । ଅନ୍ୟ ଏକ ଭିଡିଓରେ ଦେଖିବାକୁ ମିଳିଛି କି ଦୀପକ ଏବଂ ଅଭିନେତ୍ରୀ ଅନୁଭା ଡ୍ୟାନ୍ସ କରିବାର ଏକ ଭିଡିଓ । ତେବେ ଏଥିରୁ ଜଣାପଡୁଛି କି ସେମାନେ କେଉଁ ଏକ ନୂଆ ପିଲ୍ମର ସୁଟିଙ୍ଗ କରୁଛନ୍ତି । ବୋଲି ଗୋଟିଏ ଡ୍ୟାନ୍ସରେ ଏକ ବିଚ ଉପରେ ଅନୁଭା ଶାଢୀ ପିନ୍ଦିଛନ୍ତି ଏବଂ ଦୀପକ ମଧ୍ୟ ଅଛନ୍ତି ତେବେ ଦୁଇ ଜଣ ମିସିକରି ଡ୍ୟାନ୍ସ କରୁଛନ୍ତି ।

ତେବେ ଏପରି ଲାଗୁଛି କି ଆଗକୁ କିଛି ନୂଆ ପିଲ୍ମ ଅନୁଭା ଏବଂ ଦୀପକଙ୍କର ଆସିବାକୁ ଯାଉଛି । ଏହି ଡ୍ୟାନ୍ସରେ ଦୁଇ ଯୋଡି ବହୁତ ସୁନ୍ଦର ଲାଗୁଛନ୍ତି । ତେବେ ଆଗକୁ ଜମାପଡିବ ସେହି ଭିଡିଓଟି ଏକ ପିଲ୍ମର ନା ଆଉ କଣ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।