Odisha News Portal

ଦେଖନ୍ତୁ ଭାଇରାଲ ଭିଡିଓ , ଜଙ୍ଗଲ ମଧ୍ୟରେ ଯୁବକ ଯୁବତୀ ଏହି କାମ ପାଇଁ ଆସିଥିଲେ କିନ୍ତୁ ହଟାତ୍ କିଛି ଟୋକା ଆସି ତାଙ୍କ ସହ ଏମିତି କରିଦେଲେ…….

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ କଥା ବିଷୟରେ କହିବୁ ଯାହାକୁ ଆପଣ ମାନେ ଜାଣିରଖିବା ନିତାନ୍ତ ଆବଶ୍ୟକ ଅଟେ । ତେବେ ଆପଣ ମାନେ ତ ଜାଣନ୍ତି କି ଆମ ଦେଶ କେତେ ଅଗ୍ରସର ହେଲାଣି , ସମୟର ପରିବର୍ତ୍ତନ ସହ ଲୋକମାନେ ମଧ୍ୟ ତାଳ ଦେଇ ପରିବର୍ତ୍ତନ ହେବାରେ ଲାଗିଛନ୍ତି । ଏବେକାର ଲୋକମାନେ ଶିକ୍ଷିତ , ସଂସ୍କାରୀ ଏବଂ ବହୁତ ଭଲ ମଣିଷ ହେବା ପାଇଁ ଚେଷ୍ଟା କରୁଛନ୍ତି । ଯାହା ଦ୍ୱାରା ଆମ ସମାଜରେ ଆମ ଦେଶରେ କିଛି ଖରାପ କାମ ବା କେହି ବ୍ୟକ୍ତି ଅଶିକ୍ଷିତତାର ପରିଚୟ ବହନ କରିବେ ନାହିଁ

। ମାତ୍ର ଏଥିମଧ୍ୟରୁ ମଧ୍ୟ କେତେକ ଲୋକମାନେ ରହିଛନ୍ତି କି ଯେଉଁମାନେ ଏହି ସମାଜକୁ କଳଙ୍କିତ କରିବାରେ ପଛଘୁଞ୍ଚା ଦେଉନାହାନ୍ତି । ଏବେକା ସମୟରେ ସମାଜରେ ବହୁତ ସମୟରେ ଦୁଷ୍କର୍ମ , ଗଣହତ୍ୟା ଆହୁରି କେତେକ ଘଟଣା ଘଟିବାରେ ଲାଗିଛି ।

ବିସେଷ କରି ଯଦି ଦେଖିବା ତ ସମାଜରେ ନାରୀ ମାନେ ନିଜକୁ ସୁରକ୍ଷିତ ମନେ କରି ପାରୁନାହାନ୍ତି । ସମାଜରେ ଏପରି କିଛି ବ୍ୟକ୍ତି ମାନେ ରହିଛନ୍ତି ଯେଉଁ ମାନଙ୍କ ପାଇଁ ନାରୀ ମାନେ ସେମାନଙ୍କୁ ଅସୁରକ୍ଷିତ ମନେ କରୁଛନ୍ତି । କାରଣ ସେମିତି ଏକ ଘଟଣା ସଂପର୍କରେ ଆଜି ଆମେ ଆପଣ ମାନଙ୍କୁ କହିବୁ ଯାହାକୁ ଦେଖିଲେ ଆପଣ ମାନେ ନିଶ୍ଚିତ ରୂପରେ କ୍ରୋଧିତ ହେବେ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

କେନ୍ଦୁଝରରେ ପୁଣି ଥରେ କଙ୍ଗାରୁ କୋର୍ଟ , ଘଟଗାଁ ଥାନା ମେଲାଣ ଅଞ୍ଚଳର ଜଣେ ଯୁବକ ଜଣେ ଯୁବତୀ ଅନ୍ୟ କିଛି ଯୁବକ ସହିତ ମାଡ ମାରିବା ସହ ସେମାନଙ୍କୁ ଅଶାଳୀନ ବ୍ୟବହାର କରିଥିବାର ଅଭିଯୋଗ ହୋଇଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମାତ୍ର ଏ ନେଇ ଥାନାରେ କିଛି ହେଲେ ମଧ୍ୟ ମାମାଲା ରୁଜୁ ହୋଇନାହିଁ

। ତେବେ ସୋସିଆଲ ମିଡିଆରେ ଏହା ଭାଇରାଲ ହେବା ପରେ ପୋଲିସ ପାଖରେ ତାହା ପହଞ୍ଚିଛି ତେବେ ପୋଲିସ ନିଜ ପକ୍ଷରୁ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଯୁବତୀ ଜଣକ ଘର ଯାଜପୁର ଥାନା ଗୋରେଇ ଥାନା ରୁଗୁଡି ଅଞ୍ଚଳରେ ଏବଂ ଯୁବକ ଜଣକ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ବୋଲି ଜଣାପଡିଛି । କେନ୍ଦୁଝରର ସାଇକ୍ଲେ କଲେଜରେ ପାଠ ପଢନ୍ତି , ତେବେ ଘଟଗାଁ ମା ତାରିଣୀଙ୍କର ଦର୍ଶନ ସାରି ଆସୁଥିବା ସମୟରେ ଝିଅର ମୁଣ୍ଡ ବୁଲାଇବାରୁ ତାହାକୁ ଗଛ ତଳେ ଶୋଆଇ ଯୁବକ ଜଣକ ପାଣି ଆଣିବାକୁ ଯାଇଥିଲେ ।

ଏହା ପରେ କିଛି ଯୁବକ ଜଣକ ସେଠାରେ ପହଞ୍ଚି ତାଙ୍କୁ ଆକ୍ରମଣ କରିଥିଲେ । ଏପରିକି ଯୁବକ ଜଣଙ୍କୁ ଜୋର ଜବରଦସ୍ତ ଗଛରେ ବାନ୍ଧିବା ପାିଁ ଉଦ୍ୟମ ମଧ୍ୟ କରିଥିଲେ । ଘଟଣା ପରେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।