Odisha News Portal

ହେ ଭଗବାନ ! ପୁଣି ବଲିଉଡ୍ ଦୁନିଆରୁ ଆସିଲା ଦୁଃଖଦ ଖବର , ଏହି ପ୍ରସିଦ୍ଧ ଅଭିନେତାଙ୍କର କିଡନୀ ରୋଗରେ ହେଲା ପରଲୋକ !ସୋସିଆଲ ମିଡ଼ିଆ ଜରିଆରେ ମାଗିଥିଲେ ସାହାଯ୍ୟ…

ଆଜି ପୁଣି ଥରେ ଏକ ଏକ ଦୁଋଖଦ ବିଷୟ ଏବେ ଆମ ମାନଙ୍କ ସାମ୍ନାକୁ ଆସିଛି । ୟାହାକୁ ଶୁଣିଲେ ଆପଣ ମାନେ ବହୁତ ହିଂ ଦୁଋଖ ପ୍ରକାଶ କରିବେ । ତେବେ କଥାଟି ହେଉଛି କି ଟିଭି ଇଣ୍ଡଷ୍ଟିରର ଜଣେ କଲାକାରଙ୍କ ଏବେ ମୃତ୍ୟୁ ହୋଇଛି । ଯାହା ଦ୍ୱାରା କି ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । ଆପଣ ମାନେ ତ ଜାଣିଛନ୍ତି କି ଏହି କରୋନା ମହାମାରୀ ଆରମ୍ଭ ହେବା ପାଖରୁ କେତେ ଲୋକମାନେ ମୃତ୍ୟୁ ବରଣ କରିଛନ୍ତି । ଏହା ସହିତ ବଲିଉଡର ନାମୀ ଦାମୀ କଳାକାର ମାନେ ମଧ୍ୟ ଏହି 2020 ମସିହାରେ ନିଜର ପ୍ରାଣ ତ୍ୟାଗ କରିଛନ୍ତି । ସତେ ଏମିତି ଲାଗୁଛି କି ଏହି 2020 ଟି ସମସ୍ତ ଲୋକଙ୍କ ପାଇଁ କାଳ ସାଜି ଆସିଛି । କାହିଁକିନା ଏମିତି କେବେ ହୋଇନଥାଏ କି ଏହି ଗୋଟିଏ ବର୍ଷରେ ଏତେ ଲୋକ ମୃତ୍ୟୁବରଣ କରିଛନ୍ତି ।

ସେଥିପାଇଁ ଏହି 2020 କୁ ସମସ୍ତ ଲୋକମାନଙ୍କ ପାଇଁ କାଳ ବୋଲି କୁହାଯାଉଛି କେବଳ ଏହି କରୋନା ମହାମାରୀ ପାଇଁ । କାରଣ ଏହା ସମସ୍ତଙ୍କୁ ଏହେ ହନ୍ତସନ୍ତ କରିଦେଇଛି । ତେବେ ସେହିପରି ଭାବରେ ଆଜି ଏହି କଲାକାରଙ୍କ ମୃତ୍ୟୁ ହେଇଛି ତେବେ ତାଙ୍କର ମୃତ୍ୟୁ କରୋନା ପାଇଁ ହୋଇନାହିଁ ତାଙ୍କର କିଡନୀ ଫେଲ ହୋବା ଯୋଗୁଁ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର 55 ବର୍ଷ ବୟସ ହୋଇଥିଲା , ତେବେ ଅତି କମ ବୟସରେ ସେ ନିଜର ପ୍ରାଣ ତ୍ୟାଗ କରିଛନ୍ତି ।


ଆମେ ମାନେ ଆପଣ ମାନଙ୍କୁ ଯେଉଁ କଲାକାରଙ୍କ କଥା କହୁଛୁ ସେ ହେଉଛନ୍ତି ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା କଳାକାର ଆଶିଷ ରାୟ । ଯିଏ କି ଅନେକ ପ୍ରକାର ସିରିଏଲରେ ନିଜର ସୁନାମ ଅର୍ଜନ କରିଛନ୍ତି । ଯେପରିକି ‘ଶଶୁରାଲ ସିମର କା’, ‘ବନେଗୀ ଅପନି ବାତ’, ‘ବ୍ୟୋମକେଶ ବକ୍ସି’, ‘ୟେସ ବସ’, ‘ବା ବହୁ ଔର ବେବି’, ‘କୁଛ ରଙ୍ଗ ପ୍ୟାର କେ ଐସେ ଭି’ ଓ ‘ଆରମ୍ଭ’ ଭଳି ଟିଭି ଶୋ’ରେ ଅଭିନୟ କରିଥିଲେ ।

ଆଶିଷ ରାୟ ଟିଭି ଛଡା ହଲିଉଡ଼ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ସେ ହଲିଉଡ଼ ଫିଲ୍ମରେ ଡବିଙ୍ଗ କରିଛନ୍ତି। ସେ ଜଣେ ଭଏସ ଓଭର ଆର୍ଟିଷ୍ଟ ଥିଲେ। ସେ ସୁପରମ୍ୟାନ ରିଟର୍ନ, ଦ ଡାର୍କ ନାଇଟ, ଗର୍ଜିଆନ୍ସ ଅଫ ଦ ଗ୍ୟାଲେକ୍ସି, ଜୋକର ଭଳି ଅନେକ ଫିଲ୍ମରେ ଅନେକ ଚରିତ୍ର ପାଇଁ ଡବିଙ୍ଗ କରିଛନ୍ତି। ସେ ବହୁତ ଦିନରୁ ହିଁ ଏହି କିଡନୀ ରୋଗରେ ପୀଡିତ ଥିଲେ ଦୁଇଥର ପକ୍ଷାଘାତ ମଧ୍ୟ ହୋଇଥିଲା ।

ମାତ୍ର ଓଏହି କିଛି ମାସ ହେବ ତାଙ୍କର ସ୍ୱାସ୍ଥ୍ୟ ଅଧିକ ଖରାପ ହୋଇଗଲା । ଏହା ସହିତ ତାଙ୍କୁ ଏହି କିଛି ମାସ କାମ ନମିଳିବାରୁ ନିଜର ଥିବା ସମସ୍ତ ସଞ୍ଚୟରେ ସେ ଚଳୁତିଲେ ଏବଂ ଯାହା ଧୀରେ ଧୀରେ କମିବାରେ ଲାଗିଲା । ଯାହା ଦ୍ୱାରା କି ଆର୍ଥିକ ସଂଙ୍କଟ କାରଣରୁ ସେ ଭଲ ଭାବରେ ଚିକିତ୍ସିତ ହୋଇପାରିଲେ ନାହିଁ , ସେ ସୋସିଆଲ ମିଡିଆ ଜରିଆରେ ସାହାର୍ଯ୍ୟ ମଧ୍ୟ ମାଗିଥିଲେ । ମାତ୍ର ଆଜି ସେହି କଳାକାର ଆଉ ଏ ଦୁନିଆରେ ନାହାନ୍ତି । ଆଶିଷ ରାୟଙ୍କ ମୃତ୍ୟୁକୁ ନେଇ ବଲିଉଡ ଓ ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।