Odisha News Portal

ଏହି ରାଶି ଗୁଡିକ ଉପରେ ରହିଛି ଶିବ ଯୋଗ , କିଛି ରାଶି ଉପରେ ଭଲ ସମୟ ରହିବା ସହିତ ଆଉ କେତେକ ରାଶି ଉପରେ ଖରାପ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କର ପରିବର୍ତ୍ତନ ଯୋଗୁଁ କିଛି ରାଶି ଉପରେ ଶୁଭ ପ୍ରଭାବ ପଡିବା ସହିତ ଆଉ କେତେକ ରାଶି ଉପରେ ଖରାପ ପ୍ରଭାବ ମଧ୍ୟ ପଡିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ନକ୍ଷତ୍ରମାନେ ମିଶି ଶିବ ଯୋଗ ସୃଷ୍ଟି କରୁଛନ୍ତି । ଯାହା ଫଳରେ କିଛି ରାଶି ଗୁଡିକ ଉପରେ ଶୁଭ ପ୍ରଭାବ ପଡିବାକୁ ଯାଉଛି ଏବଂ ଆଉ କେତେକ ରାଶି ଉପରେ ଖରାପ ପ୍ରଭାବ ପଡିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ ।

1 ମେଷରାଶି —

ଏହି ରାଶିର ଲୋକ ମାନଙ୍କ ଉପରେ ଶିବ ଯୋଗର ପ୍ରଭାବ ଭଲ ରହିବ , ଯାହାଫଳରେ ଆପଣ କୌଣସି କାର୍ଯ୍ୟରୁ ବିପୁଳ ଟଙ୍କା ଅର୍ଜନ କରି ପାରନ୍ତି । କ୍ୟାରିୟରରେ ସକରାତ୍ମକ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ।

2 ବୃଷରାଶି —

ଏହି ରାଶିର ବ୍ୟକ୍ତିମାନଙ୍କର ବହୁତ ଭଲ ସମୟ ରହିଛି ଏବଂ ଶିବ ଯୋଗ ଯୋଗୁଁ ଆପଣଙ୍କର ଆର୍ଥିକ ସ୍ଥିତି ଦୃଢ ହେବାକୁ ଯାଉଛି । ଅଟକୁ ରହିଥିବା ସମସ୍ତ କାର୍ଯ୍ୟ ପୁଣିଥରେ ଆରମ୍ଭ ହେବାକୁ ଯାଉଛି । କୌଣସି ମହିଳା ବନ୍ଧୁଙ୍କ ସାହାର୍ଯ୍ୟରେ ଆପଣ ଲାଭବାନ ହେବାକୁ ଯାଉଛନ୍ତି ।

3 ସିଂହରାଶି —

ଏହି ରାଶିର ଲୋକମାନଙ୍କ ଉପରେ ଶିବ ଯୋଗ ଭଲ ରହିଛି ଏବଂ ଏମାନେ କୌଣସି ପ୍ରାଇଭେଟ କାର୍ଯ୍ୟ କରୁଥିଲେ ସେମାନଙ୍କ ସହିତ ବରିଷ୍ଠ ଅଧିକାରୀ ମାନେ ଖୁସୀ ହେବେ । ପରିବାରରେ ସୁଖଶାନ୍ତି ଦେଖାଦେବ ।

4 କନ୍ୟାରାଶି —

ଏହି ରାଶିର ଲୋକମାନେ କାର୍ଯ୍ୟ ପ୍ରତି ଆଗ୍ରହୀ ରହିବେ ଏବଂ ଅଟକି ଥିବା ସମସ୍ତ କାର୍ଯ୍ୟ ମଧ୍ୟ ପୁଣି ଥରେ ଆରମ୍ଭ କରିବେ । ଘରେ କୌଣସି ବୟସ୍କଙ୍କ ପରାମର୍ଶ ଆପଣଙ୍କ ପାଇଁ ଲାଭଦାୟକ ହେବ । ସଫଳତା ଆପଣଙ୍କ ପାଦକୁ ଚୁମ୍ୱନ କରିବ ।

5 ବିଛାରାଶି —

ଏହି ରାଶିର ଲେକମାନଙ୍କର ସମୟ ବହୁତ ଖୁସୀରେ କଟିବ ଏବଂ ଶିବ ଯୋଗ ବିବାହିତ ଲେୋକମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବ । ପ୍ରେମ ଜୀବନରେ ନିକଟତର ବଢିବ ଏବଂ ଅସହାୟ ଲୋକଙ୍କୁ ସାହାର୍ଯ୍ୟ କରିବାର ସୁଯୋଗ ମିଳିପାରେ ।

6 ଧନୁରାଶି —

ଧନୁ ରାସଇର ଲୋକମାନଙ୍କ ଉପରେ ଶିବଯୋଗ ବହୁତ ଭଲ ପ୍ରଭବା ପଡିବ ଏବଂ ଆପଣ ଅଫିସରଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିବେ । ଆପଣଙ୍କ ମନ ଖୁସୀ ରହିବ ଏବଂ ଭଉଣୀଙ୍କ ସହ ଚାଲିଥିବା ମତଭେଦ ସମାପ୍ତ ହୋଇପାରେ ।

7 ମିଥୁନରାଶି —

ଏହି ରାଶିର ଥିବା ଲୋକମାନଙ୍କର ସମୟ ସାମାନ୍ୟ ବିତାଇବେ ଏବଂ ଧ୍ୟାନ ରଖନ୍ତୁ କୌଣସି କାର୍ଯ୍ୟ ତତ୍ପର ହୋଇ କରନ୍ତୁ ନାହିଁ କାରଣ କାର୍ଯ୍ୟଟି ଖରାପ ହୋଇ ପାରେ । ଗୁପ୍ତ ଶତ୍ର ମାନଙ୍କ ଠାରୁ ସାବଧାନ ରୁହନ୍ତୁ କାରଣ ଆପଣଙ୍କୁ ହଇରାମ କରି ପାରନ୍ତି ।

8 କର୍କଟରାଶି —

ଏହି ରାଶିର ବ୍ୟକ୍ତି ମାନଙ୍କୁ ମଧ୍ୟମ ଫଳ ମିଳିବ ଏବଂ ପାରିବାରିକ ଦାୟିତ୍ୱ ବଢିପାରେ ଯାହାକୁ ଆପଣ ଭଲ ଭାବରେ ତୁଲାଇବେ ।

9 ତୁଳାରାଶି —

ଏହି ରାଶିର ଲୋକମାନଙ୍କର ସମୟ ମିଶ୍ରିତ ହେବାକୁ ଯାଉଛି ଫଳରେ ଆପଣଙ୍କର ଆର୍ଥିକ ପରିସ୍ଥିତି ଅସ୍ଥିର ରହିବ ଏବଂ ନିଜ ଜୀବସାଥୀଙ୍କ ଉପରେ ବିଶ୍ୱାସ ରଖନ୍ତୁ ।

10 ମକରରାଶି —

ଏହି ରାଶିର ଲୋକମାନେ କଠିନ ପରିଶ୍ରମ କରି ଫଳ ପାଇବେ ଏବଂ ବାଣିଜ୍ୟରେ ପରିବର୍ତ୍ତନ ଆସିବାର ପରିସ୍ଥିତି ରହିବ ।

11 କୁମ୍ଭରାଶି —

ଏହି ରାଶି ମାନଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିବ , ଆର୍ଥିକ ସ୍ଥିତି ଭଲ ରହିବ ଏବଂ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନ କରି ପାରନ୍ତି ।

12 ମୀନରାଶି —

ଏହି ରାଶିର ଲୋକମାନେ ଭଲ ସମୟ ପାଇବେ କିନ୍ତୁ ଘର କାର୍ଯ୍ୟରେ ବ୍ୟସ୍ତ ରହିବେ ଏବଂ ପିତାଙ୍କର ସହଯୋଗ ମିଳିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।