ହଁ ଦର୍ଶକ ବନ୍ଧୁ ଆପଣ ମାନେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର |, ତେବେ ବେଳେ ବେଳେ କିଛି ଏଭଳି ଭିଡ଼ିଓ ଆମ ମାନଙ୍କ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆମକୁ ବେଶ ଖୁସି ଲାଗିଥାଏ | ଆଉ ସେହି ଭଳି ଏକ ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ତାହା ହେଉଛି IAS ଅଫିସର ସୃଷ୍ଟି ଦେଶମୁଖ ଙ୍କୁ ନେଇକି କିଛି କଥା | ଯେଉଁଠି ଦେଖିବାକୁ ମିଳିଛି କି ସୃଷ୍ଟି ଦେଶମୁଖ ସଂମ୍ମାନ ର ସହିତ ଧନ୍ୟବାଦ ଜଣାଇଛନ୍ତି CRPF ଯବାନ ମାନଙ୍କୁ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା
ଆପଣ ମାନେ ଜାଣିଥିବେ ଜଣେ ଇଏସ ଅଫିସର ଙ୍କର ପାୱାର ବିଷୟରେ |ଯିଏ କି ସୁରକ୍ଷା ଦାୟିତ୍ୱ ରେ ରହିଥାନ୍ତି ଆଉ ଦେଶ ପାଇଁ ଭଲ କାମ ମଧ୍ୟ କରିଥାନ୍ତି |ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ସେଥିରେ ଜଣେ ଇଏସ ଅଫିସର ଙ୍କର ପାୱାର ଦେଖିବାକୁ ମିଳିଛି |ଆପଣ ମାନେ ଜାଣିଥିଲେ ବେଶ ଭଲ ଭାବରେ କି ଲୋକ ର ପଦବୀ ତାହାର ଦକ୍ଷତା ଉପରେ ନିର୍ଭର କରିଥାଏ | ଆଉ କୁହାଯାଉଛି କି ଉପଯୁକ୍ତ ଦକ୍ଷତା ଯଦି ନ ଥିବ ତାହେଲେ ସେ ବ୍ୟକ୍ତି ଜଣଙ୍କ ସଂମ୍ମାନ ର ଅଧିକାରୀ ହୋଇ ପାରିବ ନାହିଁ | ଆଉ ଆମେ ମାନେ ଯାହାଙ୍କ ବିଷୟରେ ଆଲୋଚନା କରିବା ପାଇଁ ଯାଉଛେ ସେ ହେଉଛନ୍ତି ଇଏସ ଅଫିସର ସୃଷ୍ଟି ଦେଶ ମୁଖ |
ଆଉ ଯିଏ କି ଲୋକ ଙ୍କ ସହିତ ମିଶିବା ସହିତ ଲୋକ ମାନଙ୍କର ଦୁଃଖ ସମୟରେ ସେମାନଙ୍କର ଅସୁବିଧା କୁ ବୁଝିଛନ୍ତି ଓ ସ୍କୁଲ ମଧ୍ୟ ଯାଇ ପିଲା ମାନଙ୍କର ସହିତ ମିଶି ସେମାନଙ୍କର ଅସୁବିଧା ବିଷୟରେ ବୁଝିଥାନ୍ତି |ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାକୁ ଯାଉଛି ସେଥିରେ ଦେଖିବାକୁ ମିଳିଛି ସୃଷ୍ଟି CRPF ଯବାନ ମାନଙ୍କୁ ସଂମ୍ମାନ ଦେଉଛନ୍ତି | ଆଉ ସେମାନଙ୍କୁ ସେମାନଙ୍କର କାମ ପାଇଁ ଧନ୍ୟବାଦ ମଧ୍ୟ ଜଣାଉଛନ୍ତି | ଆଉ ଯାହାକୁ ଦେଖିବା ପରେ ସମସ୍ତେ ସୃଷ୍ଟି ଙ୍କର ପ୍ରସଂଶା କରିବାକୁ ଲାଗିଛନ୍ତି |
ସୃଷ୍ଟି ଙ୍କ ର କହିବା ଅନୁସାରେ ତଳ ପଦବୀ ରେ ହେବେ ମଧ୍ୟ ଜଣେ ସେମାନେ ନିଜର କାର୍ଯ୍ୟ କୁ ଠିକ ଭାବରେ ତୁଲାଇ ପାରୁଛନ୍ତି ତାହେଲେ ସେମାନେ ସଂମ୍ମାନ ର ଅଧିକାରୀ ଓ ସେମାନଙ୍କୁ ସଂମ୍ମାନ ଦେବା ହେଉଛି ଆମ ର କର୍ତ୍ତବ୍ୟ | ଆଉ ଯେଉଁଥିପାଇଁ CRPF ଯବାନ ମାନଙ୍କୁ ସେମାନଙ୍କ କାଏଁଜେୟ ପାଇଁକି ଧନ୍ୟବାଦ ଦେଇଛନ୍ତି ସୃଷ୍ଟି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ଓ ବେଶ ଚର୍ଚ୍ଚା ର ବିଷୟ ପାଲଟିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।