Health Tips – ସକାଳୁ ଉଠି ମାତ୍ର ଗୋଟିଏ କପ ପିଅନ୍ତୁ ,ମୂଳରୁ ଶେଷ ହେବ ଏହି 10 ଟି ଗୁପ୍ତ ରୋଗ ….

ଦର୍ଶକ ବନ୍ଧୁ ଆମେ ଚାରିପାଖରେ ବିଭିନ୍ନ ପ୍ରକାର ଫଳ ମୂଳ ରହିଛି ଏବଂ ସେ ସବୁ ର ମଧ୍ୟ ଉପକାରିତା ରହିଛି ବୋଲି କୁହାଯାଏ | ତେବେ ଆମ ଚାରିପାଖରେ ବିଭିନ୍ନ ପ୍ରକାର ଫଳ, ପନିପରିବା, ଆଦି ର ସମସ୍ତ ପ୍ରକାର ଉପକାରିତା ରହିଛି | ହେଲେ ଆଜି ପର୍ଯ୍ୟନ୍ତ ଆମେ ଜାଣିନାହୁଁ ଯେ ଆମେ ଚାରିପାଖରେ ଥିବା ସମସ୍ତ ପନିପରିବା ର ଉପକାରିତା ବିଷୟରେ | ତେବେ ଯେବେ ଜାଣିବେ କି ଏହି ସବୁ ଫଳ ମୂଳ ବା ପନିପରିବା ରେ ବିଭିନ୍ନ ପ୍ରକାର ର ଚମତ୍କାରରିତା ରହିଛି ତାହାଲେ ସେହି ସବୁ ପନିପରିବା ପ୍ରତି ଆପଣଙ୍କର ଖାଇବା ର ଆଗ୍ରହ ବଢିବ | ତାହାଲେ ଆମେ ଚାରିପାଖରେ ଥିବା ବିଭିନ୍ନ ପନିପରିବା ମଧ୍ୟରୁ ଆଜି ଆମେ ଏକ ପନିପରିବା ର ଉପକାରିତା ବିଷୟରେ ଜାଣିବା ତାହା ହେଉଛି ପାଳଙ୍ଗ ଶାଗ ଯାହାକୁ ଅତି ସହଜରେ ଆମେ ମାର୍କେଟ ରେ ପାଇ ପାରିବା | ତାହାଲେ ଆସନ୍ତୁ ଆସନ୍ତୁ ଜାଣିବା ଏହି ପାଳଙ୍ଗ ଶାଗର ଉପକାରିତା ବିଷୟରେ |

ତେବେ ଆମେ ଖାଉଥିବା ପ୍ରତ୍ୟେକ ଜିନିଷ ର କିଛି ନା କିଛି ଉପକାରିତା ରହିଛି | ହେଲେ ଆମେ ତାହା ଜାଣିନଥାଉ ତେବେ ଆମେ ଆଜି ଆମେ ଖାଉଥିବା ପାଳଙ୍ଗ ଶାଗ ଉପକାରିତା ବିଷୟରେ ଜାଣିବା | ଯାହା ଆମ ଶରୀରରେ କଣ କଣ ସବୁ କାର୍ଯ୍ୟ କରିଥାଏ ଓ ଆମର ଶରୀରକୁ ସୁସ୍ଥ ରଖିଥାଏ |
(1) ଦର୍ଶକ ବନ୍ଧୁ ଯଦି ଆପଣ ପ୍ରତ୍ୟେକ ଦିନ ପାଳଙ୍ଗ ଶାଗ ର ଗୋଟିଏ କପ ରସ ସେବନ କରିବେ ତାହାଲେ ଆପଣଙ୍କର ପୁରୁଣା ରୁ ଅତି ପୁରୁଣା ହିମୋଗ୍ଲୋବିନ ରୋଗ ଭଲ ହେଇଯିବ | ଏବଂ ଆପଣଙ୍କ ଶରୀର ରକ୍ତର ମାତ୍ରା ମଧ୍ୟ ବୃଦ୍ଧି ପଇଥାଏ | ଏହା ସହିତ ଏହି ରସ ଗର୍ଭବତୀ ମହିଳା ଙ୍କ ପାଇଁ ଏହା ବହୁତ ଲାଭ ଦାୟକ ବୋଲି କୁହାଯାଏ |
(2) ସୁନ୍ଦର ତ୍ୱଚା :- ଦର୍ଶକ ବନ୍ଧୁ ସୁନ୍ଦର ତ୍ୱଚା ପାଇଁ ମଧ୍ୟ ପାଳଙ୍ଗ ଶାଗ ବହୁତ ଭଲ କାମ ଦେଇଥାଏ | ଯଦି ଆପଣଙ୍କ ତ୍ୱଚା କୁ ସବୁଦିନ ପାଇଁ ଏମିତି ଚିକଣ ରଖିବା ପାଇଁ ଚାହୁଁଛନ୍ତି ତାହାଲେ ଆପଣ ନିୟମିତ ଭାବେ ପାଳଙ୍ଗ ଶାଗ ରସ ଏକ କପ ପିୟନ୍ତୁ |

(3) ଆପଣଙ୍କ ଶାରୀରର ହାଡ କୁ ମଜଭୁତ କରିବା ପାଇଁ ଏହି ପାଳଙ୍ଗ ଶାଗ ରସ ବହୁତ ଲାଭ ଦାୟକ ହେଇଥାଏ |
(4) ପାଳଙ୍ଗ ରସ ଜୁସ ପିଇବା ଦ୍ୱାରା ଆପଣ ମାନେ ସବୁବେଳେ ରିଲାକ୍ସ ଅନୁଭବ କରିବେ |
(5) ଏହି ରସ ର ଜୁସ ନିୟମିତ ପିଇବା ଦ୍ୱାରା ଆପଣଙ୍କ ର ସମସ୍ତ ପ୍ରକାର ଆଖି ଜନିତ ସମସ୍ୟା ଦୂର ହେଇଯିବ |
(6) ଯଦି ଆପଣଙ୍କର ଶରୀରରେ ବାତ ପରିଲକ୍ଷିତ ହେଉଛି ତାହାଲେ ମଧ୍ୟ ଆପଣ ଏହି ପାଳଙ୍ଗ ଶାଗ ର ରସ କୁ ନିୟମିତ ପିଇ ପାରିବେ | କାରଣ ପାଳଙ୍ଗ ଶାଗ ରେ ପ୍ରଚୁର ପରିମାଣ ର ଭିଟାମିନ ଏ ରହିଛି ଯାହା ଆପଣଙ୍କ ଶରୀର କୁ ଏହି ସବୁ ଉପକାରିତା ଦେଇଥାଏ |
ତେବେ ଏହା ଥିଲା ପାଳଙ୍ଗ ସାଗର ଉପକାରିତା ଗୁଣ ଯାହାକୁ ସମସ୍ତେ ଜାଣି ରଖିବା ଆବଶ୍ୟକ |

Leave a Comment