Odisha News Portal

ଏହି ( 4ଟି ନାମର ଝିଅ ) କୋଟିଏରୁ ଗୋଟିଏ | ଜାଣନ୍ତୁ କେଉଁ ଝିଅ ମାନେ

ଆମ ସମାଜରେ ଅନେକ ଲୋକ ରହିଥାନ୍ତି କିନ୍ତୁ ସେମାନଙ୍କ ମଧ୍ୟରେ ବ୍ୟକ୍ତିଗତ ପାର୍ଥକ୍ୟ ଦେଖା ଦେଇଥାଏ। ଏହି ବ୍ୟକ୍ତିଗତ ପାର୍ଥକ୍ୟ ମଧ୍ୟରୁ କେଉଁ ବ୍ୟକ୍ତି ରାଗି କିମ୍ବା କେଉଁ ବ୍ୟକ୍ତି ହସ ମିଜାଜ୍ ପ୍ରକୃତିର କିଛି ମାତ୍ରାରେ ଜାଣି ହୁଏ ସେମାନଙ୍କ ମୁଖ ମଣ୍ଡଳରୁ। ମହିଳାଙ୍କ କ୍ଷେତ୍ରରେ ମଧ୍ୟ ଠିକ ସେହିପରି ଭାବରେ ସେମାନଙ୍କ ମୁଖକୁ ଦେଖି ଜାଣି ହୁଏ ସେ କେଉଁ ପ୍ରକୃତିର ମଣିଷ। ସଠିକ ଭାବରେ କହିବା ଠିକ ହେବ ନାହିଁ କିନ୍ତୁ ଅଧିକାଂଶ କ୍ଷେତ୍ରରେ ଏଭଳି ଦେଖିବାକୁ ମିଳିଥାଏ।

ଯେପରି ବ୍ୟକ୍ତିର ମୁଖ ମଣ୍ଡଳକୁ ଦେଖି ତାଙ୍କୁ ଜାଣି ହୁଏ, ଠିକ ସେହିପରି ସେମାନଙ୍କର , ଠିକ ସେହିପରି ଭାବରେ ତାଙ୍କ ନାମର ଅକ୍ଷର ଅନୁସାରେ ଜାଣି ହୁଏ ସେ କେଉଁ ପ୍ରକୃତିର ମଣିଷ ବୋଲି। ତେବେ ଆଜି ଆମେ ଆପଣଂକୁ ଜଣେଇବାକୁ ଯାଉଛୁ ମହିଳା ଙ୍କ ନାମର ଅକ୍ଷର ଅନୁସାରେ ସେ ନିଜର ପାଟନର କୁ ଖୁସି ରଖି ପରବେ, ଆପଣ ମାନେ ଜାଣିଲେ ବିଶ୍ବାସ ହେବନି ଏହି ୪ ଟି ଅକ୍ଷର ଥିବା ଝିଅର ପ୍ରଥମ ଅକ୍ଷର ନିଜର ନିଜର ପାର୍ଟନର କୁ ଖୁସିରେ ରଖିବେ। ତେବେ ଆସନ୍ତୁ ଜାଣିବା କଣ ଏହି ୪ ଟି ଅକ୍ଷର।

ଆଜି କାଲିର ଦୁନିଆରେ ଦୁନିଆରେ କପୁଲ ମାନେ ବେସି ଦିନ ସମ୍ପର୍କରେ ରହି ପାରୁନାହାନ୍ତି। ଆଜି ଆମେ ଆପଣଙ୍କୁ ଏମିତି ୪ ଟି ଝିଅଙ୍କ ବିଷୟରେ କହିବୁ, ସେମାନଙ୍କ ନାମରେ ପ୍ରଥମ ଅକ୍ଷର ସାଧରଣତ D, H, K ଏବଂ A ଏହି ସବୁ ଅକ୍ଷର ସାଧାରଣତଃ ଥିବା ଝିଅ ସୁଚ୍ଛ ହୃଦୟରେ ନିଜ ଜୀବନ ସାଥିଙ୍କ ସେବା କରିଥାନ୍ତି ଏବଂ ସାରା ଜୀବନ ସାଥିରେ ରହିଥାନ୍ତି। ସେ କେବେବି ନିଜ ପାଟନର କୁ ଦୁଃଖରେ ରହିବାକୁ ଦେବେ ନାହିଁ ସେମାନେ ସବୁବେଳେ ନିଜର ପାର୍ଟନର କୁ ଖୁସିରେ ରଖିବାକୁ ଚେଷ୍ଟା କରିଥାନ୍ତି।

ପ୍ରଥମତଃ, ଯେଉଁ ଝିଅ ନାମର ପ୍ରଥମ ଅକ୍ଷମାନଙ୍କର D ଥିବା ଅକ୍ଷର ଝିଅ ମାନେ, ସେମାନଙ୍କ ହୃଦୟ ଖୋଲା ସେମାନେ ନିଜର ପାର୍ଟନର ମନକୁ ଅତ୍ୟନ୍ତ ସନ୍ତୁଷ୍ଟ ରଖିଥାନ୍ତି। ସେମାନେ କେବେବି ନିଜର ପାର୍ଟନର କୁ ଦୁଃଖରେ ଦେଖି ପାରିବେ ନାହିଁ ସେମାନେ ସବୁବେଳେ ଅନ୍ୟକୁ ଖୁସି ଦେବା ପାଇଁ ଚେଷ୍ଟା କରିଥାନ୍ତି। ଦ୍ୱିତୀୟ ରେ, H ଅକ୍ଷର ଥିବା ଝିଅର ସ୍ୱାମୀ ଙ୍କ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିଥାନ୍ତି। ନିଃସ୍ୱାର୍ଥପର ଭାବରେ ସ୍ଵାମୀଙ୍କ ସେବା କରିଥାନ୍ତି।

ତୃତୀୟ ରେ, ଯେଉଁ ଝିଅ ଙ୍କ ପ୍ରଥମ ଅକ୍ଷର ରେ K ସେମାନେ ସାଧାରଣତଃ ସ୍ଵାମୀ ଙ୍କର ଭରସା କେବେବି ଭାଙ୍ଗି ନଥାନ୍ତି। ସ୍ୱାମୀକୁ ନିଜର ବୋଲି ଭାବି ସୁଖ ଦୁଃଖ ବୁଝିଥାନ୍ତି। ଚତୁର୍ଥ ରେ, ଯେଉଁ ଝିଅଙ୍କ ନାମର ପ୍ରଥମ ଅକ୍ଷର A ଅଛି ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି। ସେମାନଙ୍କ ହୃଦୟ ଅତ୍ୟନ୍ତ ପବିତ୍ର, ସ୍ୱଚ୍ଛ ଏବଂ ନିର୍ମଳ ହୋଇଥାନ୍ତି। ତେବେ ଏହି ୪ ଟି ଝିଅ ବହୁତ ଭଲ ହୋଇଥାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।